ମଧୁମେହ ରୋଗୀ ସେବନ କରିପାରିବେ ଏସବୁ ଫଳ
ଭୁବନେଶ୍ୱର: ଡାଇବେଟିସ୍ ତଥା ମଧୁମେହ ରୋଗରୁ ସୁସ୍ଥ ରହିବାର ମୂଳ ମନ୍ତ୍ର ହେଉଛି ସନ୍ତୁଳିତ ଆହାର । କେବଳ ସନ୍ତୁଳିତ ଆହାର ଦ୍ୱାରା ଶରୀରରେ ସୁଗାରର ସ୍ତରକୁ ନିୟନ୍ତ୍ରିତ କରାଯାଇପାରେ।
ସନ୍ତୁଳିତ ଆହାର ସେବନ କରିବା ସହ ମଧୁମେହ ରୋଗୀ କି କି ଫଳ ଖାଇପାରିବେ, ଜାଣନ୍ତୁ...
ସେଓ- ସେଓ…