ଜାଣନ୍ତୁ, କେଉଁ ସଙ୍କେତ ଦେଇଥାଏ ଏହି ରୋମାଣ୍ଟିକ୍ ସ୍ୱପ୍ନ !
ଭୁବନେଶ୍ୱର: ସାଧାରଣତଃ ଅଧିକାଂଶ ସମୟରେ ଆମେ ଶୋଇବା ପରେ ସ୍ବପ୍ନ ଦେଖିଥାଉ। ହେଲେ ଖୁବକମ୍ ଲୋକ ଏ ବିଷୟରେ ଅବଗତ ଯେ ପ୍ରତ୍ୟେକ ସ୍ବପ୍ନର କିଛି ଅର୍ଥ ଥାଏ। ଅର୍ଥାତ୍ ଆମେ ଦେଖୁଥିବା ସ୍ବପ୍ନ ଆମକୁ କିଛି ନା କିଛି ସଙ୍କେତ ଦେଇଥାଏ।
ତେବେ ଆପଣ ଦେଖୁଥିବା କିଛି ସ୍ବପ୍ନ କଣ ସଙ୍କେତ ଦିଏ…