Latest Odisha News

BREAKING NEWS

କରୋନା ଭାଇରସ: ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଲା, ୩୭ ହଜାର ସଂକ୍ରମିତ

ବେଜିଂ: ମାରାତ୍ମକ ‘କରୋନା’ ଭାଇରସ ଧୀରେ ଧୀରେ କାୟା ବିସ୍ତାର କରୁଛି । ଯାହାପ୍ରଭାବରେ ଏଯାବତ୍ ଚୀନରେ ମୃତ୍ୟୁ ସଂଖ୍ୟା ୮୧୧ ଛୁଇଁଛି । ଏହାବ୍ୟତିତ ୩୭,୦୦୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ଗତ ୨୪ ଘଣ୍ଟା…

କରୋନା ଭାଇରସ: ଶସ୍ତା ବ୍ଲୁଟୁଥ ସ୍ପିକର, ଟେଡି ବିୟର ହେଲା ମହଙ୍ଗା !

ନୂଆଦିଲ୍ଲୀ: ସ୍ମାର୍ଟୱାଚ, ବ୍ଲୁଟୁଥ ସ୍ପିକର, ଟେଡି ବିୟର ଭଳି ଶସ୍ତା ଚୀନ ସାମଗ୍ରୀ କିଣିବା ପଡିପାରେ ମହଙ୍ଗା । କରୋନା ଭାଇରସ କାରଣରୁ ଚୀନର ଅନେକ କାରଖାନା ଗୁଡିକ ବନ୍ଦ କରି ଦିଆଯାଇଛି । ଯଦ୍ୱାରା ଭାରତ, ଚୀନରୁ ଆମଦାନୀ କରୁଥିବା ସାମଗ୍ରୀ ଉପରେ ପ୍ରଭାବ ପଡିଛି । ଚୀନ ସମାଗ୍ରୀର ଦାମ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୯-୦୨-୨୦୨୦ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୦୯ ରିଖ ରବିବାର ମକର ୨୬ ଦିନ ମାଘମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ଭୁକ୍ତ ପ୍ରତିପଦା ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର…

କରୋନା ଭାଇରସ ସୂଚନା ଦେବା ଆଳରେ ବ୍ୟକ୍ତିଗତ ଡାଟା ଚୋରାଉଛନ୍ତି ହ୍ୟାକରସ !

ନୂଆଦିଲ୍ଲୀ: କରୋନା ଭାଇରସ (Coronavirus) ବିଶ୍ୱରେ ବିପଦ ର କାରଣ ହୋଇଛି | ଏହା ମଧ୍ୟରେ ଏବେ ପର୍ଯ୍ୟନ୍ତ ୬୦୦ ଲୋକଙ୍କ ମୂର୍ତ୍ୟୁବରଣ କରିଛନ୍ତି | ଚୀନ ରୁ ଆରମ୍ଭ ହୋଇଥିବା ଏହି ଭାଇରସ ବହୁ ଦେଶକୁ ବ୍ୟାପିସାରିଲାଣି | ଏଥିରୁ ମୁକ୍ତି ପାଇଁ ଲୋକମାନେ ଇଣ୍ଟରନେଟ ରୁ ବହୁପ୍ରକାର ଉପାୟ…

ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପ: ଲେନିନ-ଲିଙ୍ଗରାଜଙ୍କ ଯୋଡ଼ି ଚାମ୍ପିଅନ

ଭୁବନେଶ୍ୱର : ଭୁବନେଶ୍ୱର ଜିଲ୍ଲା ବ୍ୟାଡ଼ମିଂଟନ ସଂଘ ପକ୍ଷରୁ ଆୟୋଜିତ ପ୍ରଥମ ଭୁବନେଶ୍ୱର ମିଡ଼ିଆ ବ୍ୟାଡ଼ମିଂଟନ କପରେ ଲେନିନ ମଲ୍ଲିକ ଓ ଲିଙ୍ଗରାଜ ଲେଙ୍କାଙ୍କ ଯୋଡ଼ି ଚାମ୍ପିଅନ ହୋଇଛନ୍ତି । ଫାଇନାଲ ମ୍ୟାଚରେ ସେମାନେ ୨-୦ ସେଟରେ ସିଏସ ବାବୁ ଓ ପିକେ ପାତ୍ରଙ୍କୁ ପରାସ୍ତ କରିଥିଲେ ।…

ଏଫଆଇଏଚ୍ ପ୍ରୋ ହକି ଲିଗ୍ ୨୦୨୦: ଶକ୍ତିଶାଳୀ ବେଲଜିୟମକୁ ୨-୧ରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଦେଶର ସ୍ପୋର୍ଟସ କ୍ୟାପିଟାଲସ୍ଥିତ କଳିଙ୍ଗ ହକି ଷ୍ଟାଡ଼ିୟମ ପୁନର୍ବାର ଚଳଚଞ୍ଚଳ ହୋଇ ଉଡ଼ିଛି । ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ଭାରତ ଓ ବେଲଜିୟ ମଧ୍ୟରେ ଏଫଆଇଏଚ୍ ପ୍ରୋ ହକି ଲିଗ୍ ମ୍ୟାଚ୍ । ସ୍ଥାନୀୟ ଦର୍ଶକଙ୍କ ଉତ୍ସାହରେ ଭାରତୀୟ ହକି ଦଳ ବିଶ୍ୱହକିର ନମ୍ବର ୧ ର‌୍ୟାଙ୍କ ଦଳ…

କରୋନା ଭୂତାଣୁ ଆତଙ୍କ: ହଂକଂରୁ ଆସିଥିବା ସଫ୍ଟୱେୟାର୍ ଇଞ୍ଜିନିୟରଙ୍କ ନମୂନା ନେଗେଟିଭ୍ ଚିହ୍ନଟ

କଟକ/ଭୁବନେଶ୍ୱର: ଜାନୁଆରୀ ୨୪ ତାରିଖରେ ହଂକଂରୁ ଓଡ଼ିଶା ଆସିଥିବା ସଫ୍ଟୱେୟାର୍ ଇଞ୍ଜିନିୟର୍ କଟକସ୍ଥିତ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । କରୋନା ଭାଇରସ୍ ଲାଗି ପରୀକ୍ଷା ହୋଇଥିବା ତାଙ୍କର ରକ୍ତ ନମୂନା ନେଗେଟିଭ୍ ସାବ୍ୟସ୍ତ ହୋଇଛି । ଜଗତସିଂହପୁର ଅଞ୍ଚଳର…

ପଂଜାବରେ ନଗର ସଂକିର୍ତ୍ତନ ବେଳେ ବିସ୍ଫୋରଣ, ୧୫ ମୃତ

ପଂଜାବ: ପଂଜାବର ତରନତାରନ୍‌ରେ ନଗର ସଂକିର୍ତ୍ତନ ବେଳେ ବଡ ଧରଣର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୧୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ଅନେକ ଲୋକେ ଆହତ ହୋଇଛନ୍ତି । ସେମାନଙ୍କୁ ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅହତମାନଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଂକଟାପନ୍ନ…

ଏଗ୍‌ଜିଟ ପୋଲ୍‌: ଦିଲ୍ଲୀରେ ପୁଣି ଆପ୍ ସରକାର

ନୂଆଦିଲ୍ଲୀ: ଶେଷ ହୋଇଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ତେବେ ଏଥର ପୁଣିଥରେ କେଜ୍ରିୱାଲ ସରକାର ଦିଲ୍ଲୀ ଗାଦିରେ ବସିବେ ବୋଲି ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣାରୁ ସୂଚନା ମିଳୁଛି । ଟାଇମସ ନାଓ ଓ ଆଇପଏସ୍‌ଓ ଅନୁସାରେ ଆପ୍‌-୪୪ ବିଜେପି-୨୬ ଓ କଂଗ୍ରେସ ଏବଂ ଅନ୍ୟମାନେ-୦ ଆସନରେ ବିଜୟ ହେବେ…

ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ; ସନ୍ଧ୍ୟା ୬ଟା ସୁଦ୍ଧା ୫୪.୬୫ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ବିଧାନସଭା ଲାଗି ଅନୁଷ୍ଠିତ ହୋଇଥିବା ନିର୍ବାଚନର ଭୋଟଗ୍ରହଣ ସମାପ୍ତ ହୋଇଛି । ଇଭିଏମ୍ ମେସିନରେ ରହିଯାଇଛି ସମସ୍ତ ପ୍ରାର୍ଥୀମାନଙ୍କର ଭାଗ୍ୟ । କିଏ ଜିତିବ କିଏ ହାରିବ ତାହା ଜଣାପଡ଼ିବ ଆସନ୍ତା ୧୧ ତାରିଖରେ । #DelhiElections2020: 52.95% voter turnout…