Latest Odisha News

BREAKING NEWS

[ଭିଡିଓ] ବେରୁଟ୍ ପରେ ଦୁବାଇରେ ଭୀଷଣ ଅଗ୍ନିକାଣ୍ଡ !

ଦୁବାଇ: ଲେବାନନ୍ ବେରୁଟ୍‌ରେ ଭୟଙ୍କର ବିସ୍ଫୋରଣ ଲୋକଙ୍କ ମନରେ ନ ଲିଭୁଣୁ ଦୁବାଇରେ ସାମ୍ନାକୁ ଆସିଛି ଭୟଙ୍କର ଦୃଶ୍ୟ । ମଙ୍ଗଳବାର ବେରୁଟ୍ ଓ ବୁଧବାର ଦୁବାଇରେ ଘଟିଥିଲା ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ବେରୁଟ୍ ବିସ୍ଫୋରଣର ମାତ୍ର…

ନୂଆ ଶିକ୍ଷା ନୀତିକୁ ନେଇ କ’ଣ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଏକ ପ୍ରେସ କନଫ୍ରେନ୍ସରେ ଦେଶର ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ସମ୍ପର୍କରେ ସୂଚନା ଦେଇଛନ୍ତି । ଏପରିକି ନୂଆ ଶିକ୍ଷା ନୀତି ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ ବୋଲି କହିଛନ୍ତି । ଏହା ଫଳରେ ଯୁବପିଢି ସୃଜନଶୀଳ ଚିନ୍ତାଧାରା…

ରାଜ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ; କେଉଁ ଜିଲ୍ଲାରୁ କେତେ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୨ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨୪୭ରେ ପହଞ୍ଚିଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ,…

୨୪ ଘଣ୍ଟାରେ ୧୮୩୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୪୨ ହଜାର ଟପିଲା ମୋଟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଗମ୍ଭୀର ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୫ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୮୩୩ ଜଣ କରୋନା ପଜିଟିଭ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୧୧୧୮…

ଶକ୍ତି ବିଭାଗରେ ପଶିଲା କରୋନା

ଭୁବନେଶ୍ୱର: ପ୍ରଥମେ ସ୍ବାସ୍ଥ୍ୟ ଆଉ ଏବେ ଶକ୍ତି ବିଭାଗରେ ପ୍ରବେଶ କରିଛି କରୋନା।ଖାରବେଳ ନଗର ସ୍ଥିତ ଶକ୍ତି ବିଭାଗରେ ଚିହ୍ନଟ ହୋଇଛନ୍ତି କରୋନା ସଂକ୍ରମିତ । ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ବିଭାଗର ଜଣେ ବିତ୍ତ ଅଧିକାର କରୋନା ସଂକ୍ରମିତ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୨ଜଣ…

ପଜିଟିଭ ଚିହ୍ନଟ ହେଲେ ଏମ୍ସର ଆଉ ଦୁଇ ସୁରକ୍ଷାକର୍ମୀ

ଭୁବନେଶ୍ୱର: କରୋନା ପଜିଟିଭ ଚିହ୍ନଟ ହେଲେ ଭୁବନେଶ୍ୱର ସ୍ଥିତ ଏମ୍‌ସ ହସ୍ପିଟାଲର ଦୁଇ ସୁରକ୍ଷାକର୍ମୀ । ମିଳିଥିବା ସୂଚନା ଅନୁସାରେ, ଏମ୍‌ସରୁ ପୂର୍ବରୁ ୨ଜଣ ସୁରକ୍ଷା କର୍ମୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସଂକ୍ରମିତ ଚିହ୍ନଟ ଏହି ଦୁଇ ସୁରକ୍ଷା କର୍ମୀଙ୍କ ସଂସ୍ପର୍ଶରେ ଆସି ଆଉ ୨…

ରାଉରକେଲା ସ୍ବତନ୍ତ୍ର ଜେଲରୁ ୧୭ ଅନ୍ତେବାସୀ କରୋନା ପଜିଟିଭ

ରାଉରକେଲା: ଜେଲ ପରିସରରେ ମଧ୍ୟ କାୟା ମେଲାଇଲାଣି କରୋନା । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ସମସ୍ତ ଅନ୍ତେବାସୀଙ୍କୁ ରାଉରକେଲା ସ୍ଥିତ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୂଚନା ମିଳିଛି ।…

୨୪ ଘଣ୍ଟାରେ ସର୍ବାଧିକ ୬୨,୫୩୮ ଆକ୍ରାନ୍ତ ସହ ଦେଶରେ ୨୦ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ହୁ ହୁ ହୋଇ ବିଜୁଳି ଗତିରେ ଉପର ମୁଁହା ହୋଇ ଚାଲିଛି ସଂକ୍ରମିତଙ୍କ ଗ୍ରାଫ । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୨୭,୦୭୫ ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪…

କାଲି ଶପଥ ନେବେ ନୂଆ ସିଏଜି, ଗିରୀଶ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଆ ଆଇଏଏସ୍ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁ ହୋଇଛନ୍ତି ଦେଶର ନୂଆ ସିଏଜି । ଆସନ୍ତାକାଲି ସେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତକାଲି ତାଙ୍କ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ମାରିଥିଲେ…

ଅଭିଯୁକ୍ତକୁ ଧରିବାକୁ ଯାଇ ପୋଲିସ ହଟହଟା

କୋଣାର୍କ (ପୁରୀ): ପୋଲିସକୁ ଘେରିଲେ ଗାଁ ଲୋକ । ଅଭିଯୁକ୍ତକୁ ଧରିବା ପାଇଁ ଯିବା ବେଳେ ଗାଁ ଲୋକଙ୍କ ଆକ୍ରୋଶର ଶିକାର ହେଲେ ଥାନା ଅଧିକାରୀ ଓ କର୍ମଚାରୀ । ପୁରୀ ଜିଲ୍ଲା ଗୋପ ଥାନା ଆଇଆଇସିଙ୍କ ସମେତ ୧୦ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଲେ ଗାଁ ଲୋକ । ଗୋପ ବ୍ଲକ ରେଢୁଆ ଗାଁରେ ଏଭଳି ଘଟଣା…