Latest Odisha News

BREAKING NEWS

ଦିଲ୍ଲୀ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର; ସରଗରମ ରାଜନୀତି

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ଗୁରୁବାର ଦିନ ନିର୍ବାଚନ ପ୍ରଚାର ଶେଷ ହେଉଛି । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ଦିଲ୍ଲୀରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ…

୧୦ ଯାଏଁ ରାଜ୍ୟରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭିଜୁଛି ଓଡିଶା । ଆହୁରି ଦୁଇ ଦିନ ପାଗରେ ପରିବର୍ତ୍ତନ ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର । ଆଜିଠାରୁ ୧୦ ତାରିଖ ଯାଏଁ ରାଜ୍ୟରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ଯାଏଁ ଉତ୍ତର କେନ୍ଦ୍ରୀୟ ଓ…

ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍‌; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଭଞ୍ଜନଗର: ସହରରେ ଘନ କୁହୁଡି ଜାରି ରହିବା ଯୋଗୁଁ ଏନେଇ ଅନେକ ସଡକ ଦୁର୍ଘଟଣା ଘଟୁଥିବା ବେଳେ ଦାରିଙ୍ଗବାଡିରେ ଗୁରୁବାର ଭୋର୍ ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମିଳିଥିବା ସୂଚନାନୁଯାୟୀ ଭୁବନେଶ୍ୱରର ଏକ ଘରୋଇ କଲେଜ ଛାତ୍ରଛାତ୍ରୀମାନେ ଦାରିଙ୍ଗବାଡିରୁ ପିକନିକ୍ ସାରି ବସ୍…

ଖଣ୍ଡଗିରିରେ ଆରମ୍ଭ ହେଲା ଯାତ୍ରା ମହୋତ୍ସବ; ହୁଲସ୍ତୁଲ କରିବ ଲାସ୍ୟମୟୀ ବେବିନାଙ୍କ ଅଭିନୟ !

ଭୁବନେଶ୍ୱର: ରାଜଧାନୀରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଥିବା ଖଣ୍ଡଗିରି ମେଳାର ଯାତ୍ରା ମହୋତ୍ସବରେ ଏବର୍ଷ ହଇଚଇ ସୃଷ୍ଟି କରିବ ଅପେରା ସୂର୍ଯ୍ୟମନ୍ଦିରର ନୂଆ ନାଟକ ‘ମାୟାବିନୀ ମୌସୁମୀ’ । ଏହି ନୂଆ ନାଟକରେ ଆକ୍ଟ୍ରେସ୍ ବେବିନାଙ୍କର ରହିଛି ନିଖୁଣ ଅଭିନୟ । ଲାସ୍ୟମୟୀ ଲାଜକୁରୀ ବେବିନା ଏହି…

ଏସସିବିରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ

କଟକ: କଟକସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏସସିବି)ରେ ଚଳିତ ବର୍ଷର ପ୍ରଥମ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ କରାଯାଇଛି । ସମ୍ପୃକ୍ତ ରୋଗୀ ଜଣକ ଢେଙ୍କାନାଳ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ନିକଟ ଅତୀତରେ ସ୍ୱାଇନ୍ ଫ୍ଲୁ…

ଅଣାୟତ ହେଉଛି ‘କରୋନା ଭାଇରସ୍‌’; ଚୀନରେ ମୃତ୍ୟୁସଂଖ୍ୟା ୫୬୦ ଛୁଇଁଲା

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରି ମାରାତ୍ମକ ହେଉଥିବା ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୫୬୩କୁ ଛୁଇଁଛି । ଏଥିସହିତ ୨୮,୦୦୦ ହଜାରରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚୀନର ଜାତୀୟ ସ୍ୱାସ୍ଥ୍ୟ କମିଶନଙ୍କ ରିପୋର୍ଟ ଅନୁଯାୟୀ କରୋନା…

ମେ’ ପ୍ରଥମ ସପ୍ତାହରେ ଓଜେଇଇ ପରୀକ୍ଷା; ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ମେ’ ପ୍ରଥମ ସପ୍ତାହରେ ଅନୁଷ୍ଠିତ ବୋକୁ ଯାଉଛି । ଏକ ବିଜ୍ଞପ୍ତିରେ ଓଜେଇଇ ଚେୟାରମ୍ୟାନ୍ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ ମାର୍ଚ୍ଚ ୨୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ…

ପ୍ରକୃତିର ଅପୂର୍ବ ସମାହାର; ସାତକୋଶିଆ ଗଣ୍ଡ

ଭୁବନେଶ୍ୱର: ମହାନଦୀର ନୀଳ ଜଳରାଶି ଓ ଘଞ୍ଚ ଜଙ୍ଗଲର ପ୍ରାକୃତିକ ସୌର୍ନ୍ଦ୍ୟକୁ ଉପଭୋଗ କରିବାକୁ କିଏବା ନଚାହେଁ । ପର୍ଯ୍ୟଟନ ମାନଚିତ୍ରରେ ଏଭଳି ଅନେକ ସ୍ଥାନ ରହିଥିଲେ ମଧ୍ୟ ଓଡିଶାର ନୟାଗଡ ଜିଲ୍ଲାରେ ଥିବା ସାତକୋଶିଆ ଗଣ୍ଡ ଅନ୍ୟତମ । ବ୍ୟସ୍ତ ବହୁଳ ଜୀବନରୁ ଟିକିଏ ଆଶ୍ୱସ୍ତୀ ପାଇବା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୬-୦୨-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ ତା ୬ ରିଖ ଗୁରୁବାର ମକର ୨୩ ଦିନ ମାଘମାସ ଶୁକ୍ଳ ପକ୍ଷ ଦ୍ବାଦଶୀ ତିଥି ଆର୍ଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର ଘାତ ବାର:…

ବରଗଡ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ସହରରେ ପ୍ରତିଷ୍ଠା ହେବ ଅର୍ବାନ ସିଏଚସି

ଭୁବନେଶ୍ୱର: ବରଗଡ ସହର ପାଇଁ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ ସହରର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅର୍ବାନ ସିଏଚସି(ସହରୀ ସାଂପ୍ରଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର) ପ୍ରତିଷ୍ଠା ହେବ । ୩୦ ଶଯ୍ୟା ବିଶିଷ୍ଟ ଅର୍ବାନ ସିଏଚସିରେ ଜରୁରୀକାଳୀନ ଚିକିତ୍ସା ସହ…