Latest Odisha News

BREAKING NEWS

[ଭିଡିଓ] ଅଯୋଧ୍ୟାରେ ରାମ ମନ୍ଦିର, ହିମାଚଳରେ ହନୁମାନଙ୍କ ଗଦା ପ୍ରହାର !

ହିମାଚଳ ପ୍ରଦେଶ: ସରିଛି ବହୁ ପ୍ରତିକ୍ଷୀତ ଅଯୋଧ୍ୟା ରାମ ମନ୍ଦିରର ଭୂମିପୂଜନ । ଏହି ଅବସରରେ ଭାଇରାଲ୍ ହୋଇଛି ଏକ ଭିଡିଓ । ଭିଡିଓଟି ହିମାଚଳ ପ୍ରଦେଶର ହୋଇଥିଲାବେଳେ ତାଜା ସ୍ଥିତିରେ ଏହା ଭାଇରାଲ୍ ହୋଇଛି । ଭିଡିଓରେ ଜଣେ ବ୍ୟକ୍ତି ପ୍ରଭୁ ହନୁମାନଙ୍କ ବେଶରେ ଅଛନ୍ତି । ଅନ୍ୟପଟେ ଆଉ ଜଣେ…

ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ରାଜ୍ୟରେ ଖୋଲିଲା ଆଉ ୨ଟି ପ୍ଲାଜମା ବ୍ୟାଙ୍କ । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଦ୍‌ଘାଟନ କରିଛନ୍ତି । ବ୍ରହ୍ମପୁର ଓ ବୁର୍ଲାରେ ନୂଆ ପ୍ଲାଜମା ବ୍ୟାଙ୍କ ଉଦଘାଟିତ ହୋଇଛି । ବ୍ରହ୍ମପୁର ଏମ୍‌କେସିଜିରେ ପ୍ଲାଜମା ବ୍ୟାଙ୍କ…

ରେକର୍ଡ, ଦିନକରେ ସୁସ୍ଥ ହେଲେ ୧୨୫୫ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି । ଓଡ଼ିଶାରେ ଦିନକରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଜି ସାରା ରାଜ୍ୟରୁ ୧୨୫୫ ରୋଗୀ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ମୋଟ କରୋନାରୁ ଆରୋଗ୍ୟ ସଂଖ୍ୟା…

ମନ କିଣୁଛି ଆକର୍ଷଣୀୟ ପାହାଡୀ ଡଲ

ଡେରାଡୁନ: ସବୁ ଛୋଟ ପିଲାଙ୍କ ପ୍ରିୟ ହେଲା ବାର୍ବି ଡଲ । ତେବେ ଏବେ ସମ୍ପୂର୍ଣ୍ଣ ଭାରତୀୟ କଳାକୁ ଆପଣାଇ ପ୍ରସ୍ତୁତ କରାଯାଇଥିବା ପାହାଡୀ ଡଲ (ଜୁନ୍ୟାଲୀ) ସମସ୍ତଙ୍କ ମନ କିଣୁଛି । ଏହା ଦ୍ୱାରା ପିଲାମାନେ ଭାରତୀୟ ସଂସ୍କୃତି ବିଷୟରେ ମଧ୍ୟ ଅବଗତ ହେଉଛନ୍ତି । ତିନି ସାଙ୍ଗ ଦୀପ ନେଗୀ, ପଙ୍କଜ…

ବାହାର ଲୋକଙ୍କୁ ରାଉରକେଲା ମହାନଗର ନିଗମ ଅଫିସ ମନା

ରାଉରକେଲା: ରାଉରକେଲା ମହାନଗର ନିଗମ ଅଫିସ୍‌କୁ ପ୍ରବେଶ ମନା । ସାଧାରଣ ଲୋକଙ୍କୁ ଆର୍‌ଏମ୍‌ସି ଅଫିସ ଯିବାକୁ ବାରଣ କରାଯାଇଛି । ଅଫିସରରେ ୪ ଜଣ ଇଂଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ଅଗଷ୍ଟ ୩୧ ଯାଏଁ ଅଫିସ ଭିତରକୁ ସାଧାରଣ…

ଭୁବନେଶ୍ୱରରେ ପୁଣି ୧୩୭ ପଜିଟିଭ, ମୋଟ ସଂଖ୍ୟା ୩୩୫୪କୁ ବୃଦ୍ଧି

ଭୁବନେଶ୍ୱର: କରୋନା କବଳରେ ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ପଜିଟିଭ ବାହାରିଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୩ ଜଣ କ୍ୱାରେଂଟାଇନ୍ ସେଂଟର ଓ ୨୪ ଜଣଙ୍କ ସ୍ଥାନୀୟ ଅଚଂଳ ଅଛନ୍ତି । ଏଥିସହ ୧୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି…

ପ୍ରସିଦ୍ଧ ଗାୟକ ଏସ୍‌ପି ବାଲସୁବ୍ରମଣ୍ୟମ କରୋନା ପଜିଟିଭ

ମୁମ୍ବାଇ: ପ୍ରସିଦ୍ଧ ଗାୟକ ଏସପି ବାଳସୁବ୍ରମଣ୍ୟମ କରୋନାରେ ସଂକ୍ରମିତ ହୋଇଛନ୍ତି। ଏ ବିଷୟରେ ସେ ନିଜେ ବୁଧବାର ଏକ ଭିଡିଓ ଜାରି କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ତାଙ୍କୁ କିଛି ଦିନ ତଳେ ଜ୍ବର,ଥଣ୍ଡା ହୋଇଥିଲା, ଯାହା ପରେ ତାଙ୍କର କୋଭିଡ-୧୯ ଟେଷ୍ଟ କରାଯାଇଥିଲା। ପରେ ସେ କୋଭିଡ…

ରାମମନ୍ଦିର ଭୂମି ପୂଜନରେ ମୋଦିଙ୍କୁ କ’ଣ ଦକ୍ଷିଣା ମାଗିଲେ ପୁରୋହିତ, ଜାଣନ୍ତୁ

ଅଯୋଧ୍ୟା: ୫ଶହ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ହୋଇଛି ଶିଳାନ୍ୟାସ । ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ, ଦିବ୍ୟ ରାମମନ୍ଦିରର ନିର୍ମାଣର ଭୂମିପୁଜା ଓ ଶିଳାନ୍ୟାସ କରାଯାଇଛି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୁଜା…

ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ଗୋଟିଏ ପଟେ କରୋନା ସଂକ୍ରମଣ ଭୟ ଓ ଅନ୍ୟ ପକ୍ଷରେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ । ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଲେ ଏହା…

କରୋନା ଓ ମୁଦ୍ରିତ ଗଣମାଧ୍ୟମ ଉପରେ ପ୍ରଭାବ

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ମହାମାରୀ କରୋନାକୁ ନେଇ ବିଶ୍ୱ ଯେମିତି ଆତଙ୍କିତ, ସେମିତି ତାର ଗୁରୁତର ପ୍ରଭାବ ଭାରତୀୟ ଗଣମାଧ୍ୟମ ଉପରେ ଦେଖିବାକୁ ମିଳିଛି । ବିଶେଷକରି ମୁଦ୍ରିତ ଗଣମାଧ୍ୟମ କରୋନା ଦ୍ୱାରା ବେଶ ପ୍ରଭାବିତ ହୋଇଛି । ପୁଣି ଆଗକୁ…