‘ଓଡ଼ିଶା ମୋ ପରିବାର’ ଦ୍ୱାରା ଉଦ୍ଧାର ହେଲେ ଦୁବାଇରେ ଫସିରହିଥିବା ୪ ଓଡ଼ିଆ ଯୁବକ
ଭୁବନେଶ୍ୱର: ଦୀର୍ଘ ଦୁଇ ମାସ ଉଦ୍ୟମ ପରେ ଦୁବାଇରେ ଫସିରହିଥିବା ଯାଜପୁର ଅଞ୍ଚଳର ୪ଜଣ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ତରଫରୁ ଉଦ୍ଧାର କରାଯାଇଛି ।
ମଙ୍ଗଳବାର ଦିନ ଭୋର୍ ୨ଟା ୧୫ ମିନିଟରେ କୋଲକାତା ଏୟାରପୋର୍ଟରେ ପହଞ୍ଚିବା ପରେ…