Latest Odisha News

BREAKING NEWS

୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ : ଭାରତ-ପାକ୍ ହାଇ ଭୋଲଟେଜ ସେମିଫାଇନାଲ ଆଜି

ପୋଚେଫ୍ରୁଷ୍ଟ୍ରୁମ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମୁକାବିଲା ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି । ଏହି ହାଇ ଭୋଲଟେଜ ମୁକାବିଲାରେ ଭାରତର ପଲା ଭାରି ରହିବ ବୋଲି ଆଶା କରାଯାଉଛି । ଚଳିତ…

ବିଶ୍ୱ କ୍ୟାନସର ଦିବସ: ଓଡିଶାରୁ ମିଳିଲା କ୍ୟାନସର ନାଶକାରୀ ଗଛ !

ଭୁବନେଶ୍ୱର: ସାରବିଶ୍ୱରେ ଆଜି ପାଳନ କରୁଛି କ୍ୟାନସର ଦିବସ । ଏହି ମାରାତ୍ମକବ ରୋଗ ପ୍ରତି ଲୋକଙ୍କ ସଚେତନତାକୁ ବୃଦ୍ଧି କରିବା ନିମନ୍ତେ ଏହି ଦିନର ସୃଷ୍ଟି । ବୈଜ୍ଞାନିକଙ୍କ ମତରେ ଆଜି ପର୍ଯ୍ୟନ୍ତ ଏହି ମାରାତ୍ମକ କ୍ୟାନସର ରୋଗକୁ ଭଲ କରିବା ନିମନ୍ତେ କୌଣସି ଔଷଧର ଆବିଷ୍କାର ହୋଇନାହିଁ…

ଓଡ଼ିଆ ସ୍ୱାଭିମାନ ଓ ମଧୁସୂଦନ: ଶ୍ରାଦ୍ଧ ବାର୍ଷିକୀରେ ଜାଣନ୍ତୁ ମଧୁବାବୁଙ୍କ ସମ୍ପର୍କରେ କିଛି କଥା…

ଭୁବନେଶ୍ୱର: ଓଡିଆ ଜାତିର ତ୍ରାଣକର୍ତ୍ତା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଆଜି ଶ୍ରାଦ୍ଧ ବାର୍ଷିକ । ମଧୁବାବୁ ନମରେ ସେ ପରିଚିତ । କଟକ ଜିଲ୍ଲା ସତ୍ୟଭାମାପୁରରେ ୨୮ ଅପ୍ରେଲ, ୧୮୪୮ରେ ଜନ୍ମ ଗ୍ରହଣ କରିଥିବା ମଧୁବାବୁ ୧୯୩୪ ମସିହା ଫେବୃଆରୀ ୪ ତାରିଖରେ ଇହଧାମ ତ୍ୟାଗ କରିଥିଲେ ।…

ଜଗନ୍ନାଥଙ୍କ ମହିମାର ମୂକସାକ୍ଷୀ ବିଟୋଙ୍କ ଘଣ୍ଟି

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହିମା ବିଷୟରେ ସମସ୍ତେ ଜାଣନ୍ତି । ତେବେ ବର୍ତମାନ ଆଧୁନିକତା ଛାପରେ ଯୁବ ପିଢ଼ୀ ସହଜରେ ସବୁ ଜିନିଷକୁ ବିଶ୍ୱାସ କରୁ ନାହାନ୍ତି । ସେମାନଙ୍କୁ ପ୍ରମାଣ ଦରକାର । ଆସନ୍ତୁ ଜାଣିବା କିପରି ଜଣେ ପର୍ତୁଗାଲର ନାବିକ ଶ୍ରୀଜଗନ୍ନାଥଙ୍କ କରୁଣା ଅନୁଭବ କରବା ପରେ ତାଙ୍କରି…

ସିଏ ଫାଉଣ୍ଡେସନ୍ ପରୀକ୍ଷାରେ ଓଡିଆ ଝିଅ ଟପ୍ପର

ଭୁବନେଶ୍ୱର: ସର୍ବଭାରତୀୟ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଫାଉଣ୍ଡେସନ୍ ପରୀକ୍ଷାରେ ୯୧.୨୫ ପ୍ରତିଶତ ମାର୍କ ରଖି ଟପ୍ପର ହୋଇଛନ୍ତି କଳାହାଣ୍ଡିର ଝିଅ ସାଇନା ଅଗ୍ରୱାଲ୍ । ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ) ଦ୍ୱାରା ସୋମବାର ଦିନ ପରୀକ୍ଷା ଫଳାଫଳ ଘୋଷିତ…

ଏସସିବିରେ ବିରଳ ଅସ୍ତ୍ରୋପଚାର; ଚିକିତ୍ସା କ୍ଷେତ୍ରରେ ରଚିଲା ଇତିହାସ

କଟକ: କଟକ ବଡ ମେଡିକାଲରେ ଓଡିଶାର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଂଟ୍ ସଫଳତାର ସହ ଶେଷ ହୋଇଛି । ଏଭଳି ବିରଳ ଅସ୍ତ୍ରୋପଚାର ଫଳରେ ଚିକିତ୍ସା କ୍ଷେତ୍ରରେ ଏକପ୍ରକାର ଇତିହାସ ସୃଷ୍ଟି କରିପାରିଛି ଏସସିବି ହସ୍ପିଟାଲ୍ । ପ୍ରାପ୍ତ ସୂଚନାନୁଯାୟୀ, ଗତ ରାତିରେ ଭୁବନେଶ୍ୱରରୁ ଜଣେ ମୃତ…

ବିଶ୍ୱ କ୍ୟାନସର ଦିବସ: କିପରି ନେବେ ନିଜ କିଡନୀର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଫେବୃଆରୀ ୪ ତାରିଖକୁ ବିଶ୍ୱ କ୍ୟାନସର ଦିବସ ରୂପେ ପାଳନ କରାଯାଏ । ତେବେ କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ସଚେତନତା କରାଇବା ପାଇଁ ଏହି ଦିନର ସୃଷ୍ଟି । କ୍ୟାନସର ବିଭିନ୍ନ ରକମର ହୋଇଥାଏ । ତେବେ କିଡନୀ ବା କଲୋନ କ୍ୟାନସର ଅତ୍ୟନ୍ତ ମାରାତ୍ମକ ହୋଇଥାଏ ।…

ଘରେ ରଖନ୍ତୁ ମାଟି ପଦାର୍ଥ, ମିଳିବ ଶୁଭଫଳ !

ଭୁବନେଶ୍ୱର: ଶାସ୍ତ୍ର ଅନୁସାରେ ମାଟିକୁ ପବିତ୍ର ଓ ଶୁଭ ବୋଲି କୁହାଯାଏ, ଏମିତିକି ଭାରତବର୍ଷରେ ମାଟିକୁ ମାଆର ଆଖ୍ୟା ମଧ୍ୟ ଦିଆଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାଟିକୁ ମଙ୍ଗଳର କାରକ ବୋଲି କୁହାଯାଏ । ଏହାର ଉପଯୋଗରେ ମଙ୍ଗଳ ଦୋଷ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି କାରଣରୁ…

ସିଟି ହସ୍ପିଟାଲ୍ ଦାବି ନେଇ ବରଗଡରେ ବନ୍ଦ ପାଳନ; ଜନଜୀବନ ବାଧାପ୍ରାପ୍ତ

ବରଗଡ: ବରଗଡ ଜିଲ୍ଲାରେ ସିଟି ହସ୍ପିଟାଲ ଦାବୀ ନେଇ ନାଗରିକ ଏକତା ମଞ୍ଚ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜିବି ବନ୍ଦ ପାଳନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଦ୍ୱିତୀୟ ଦିନରେ ମଧ୍ୟ ବରଗଡବାସୀ ବନ୍ଦକୁ ସମର୍ଥନ କରିଛନ୍ତି ।ବିଭିନ୍ନ ସ୍ଥାନରେ ସମିତି ପକ୍ଷରୁ ପିକେଟିଂ ସହ…

କେଶ ଝଡୁଥିଲେ ଖାଆନ୍ତୁ ଏହି ୫ଟି ଖାଦ୍ୟ, ସପ୍ତାହକ ମଧ୍ୟରେ ଦେଖିବେ ଫରକ !

ଭୁବନେଶ୍ୱର: କେଶ ଝଡ଼ିବା ଏବେ ସବୁଠୁ ବଡ଼ ସମସ୍ୟା ରୂପେ ଦେଖାଦେଲାଣି । ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ କହିବୁ ଯାହା କେଶ ଝଡା ସମସ୍ୟାରୁ ଆପଣଙ୍କୁ ମୁକ୍ତି ଦେବା ସହିତ ଆପଣଙ୍କୁ ସୁସ୍ଥ କେଶ ପ୍ରଦାନ କରିବ । ଏହା କେବଳ କେଶ ନୁହେଁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାରେ…