କଟକରେ ସୁପର ସ୍ପ୍ରେଡର; ୫୭ ଜଣଙ୍କୁ କଲେ ସଂକ୍ରମିତ
କଟକ: କଟକ ମହାନଗର ନିଗମରେ ସୋମବାର ଦିନ ୮୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୦୯୧ରେ ପହଞ୍ଚିଛି।
ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ।…
BREAKING NEWS