Latest Odisha News

BREAKING NEWS

ୟେଦୁରପ୍ପା କ୍ୟାବିନେଟ ସମ୍ପ୍ରସାରଣ ଫେବୃୟାରୀ ୬ରେ ହୋଇପାରେ

ବାଙ୍ଗାଲୋର : କର୍ଣ୍ଣାଟକରେ ବିଏସ ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ଫେବୃୟାରୀ ୬ରେ ହେବ ବୋଲି ଜଣାଯାଇଛି । ଏଥିରେ ୧୩ଜଣ ନୂଆ ମନ୍ତ୍ରୀ ସାମିଲ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଏ ନେଇ ସିଧାସଳଖ କିଛି କହି ନ ଥିଲେ ମଧ୍ୟ ଉପନିର୍ବାଚନ…

ବନ୍ଧୁ ମିଳନରେ ପୁରୁଣା ସ୍ମୃତିକୁ ରୋମନ୍ଥନ କଲେ ୧୯୮୩ ବ୍ୟାଚର ଛାତ୍ରଛାତ୍ରୀ

ଖୋର୍ଦ୍ଧା: ଖୋର୍ଦ୍ଧା ସରକାରୀ ଉଚ୍ଚ ବିଦ୍ୟାଳୟ NMMMUB, ମୁକ୍ତାପୁର ୧୯୮୩ ବ୍ୟାଚର ବନ୍ଧୁମିଳନ ୨ ତାରିଖ ସ୍ଥାନିୟ ଶିଖରଚଣ୍ଡି ଭୁବନେଶ୍ୱରରେ ଅନୁଷ୍ଟିତ ହୋଇଯାଇଅଛି । ୩୫ ରୁ ଅଧିକ ପୁରାତନ ଛାତ୍ର ଛାତ୍ରୀ ଏହି ବନ୍ଧୁମିଳନରେ ଯୋଗ ଦେଇ ନିଜର ପୁରୁଣା ସୃତିକୁ ରୋମଛନ କରିଥିଲେ । ଦୀର୍ଘ…

ବିଲ୍ ନଦେଲେ କଟିବ ବିଜୁଳି: ସେସୁ, ନେସ୍କୋ ପରେ ୱେସ୍କୋର ଚେତାବନୀ

ଭୁବନେଶ୍ୱର: ଏଣିକି ବିଜୁଳି ବିଲ୍ ନଭରିଲେ ତ୍ରାହି ନାହିଁ । ସେସୁ, ନେସ୍କୋ ପରେ ୱେସ୍କୋ ଦେଇଛି ବିଜୁଳି କାଟ୍‌ର ଚେତାବନୀ । ଆସନ୍ତା ୧୮ ତାରିଖ ସୁଦ୍ଧା ବକେୟା ବିଲ୍ ନଭରିଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯିବ । ଏନେଇ ୱେସ୍କୋ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।…

ଲଣ୍ଡନର ଜନଗହଳି ସ୍ଥାନରେ ଆତଙ୍କବାଦୀର ଉନ୍ମକ୍ତ କାଣ୍ଡ: ପୋଲିସ ଗୁଳିରେ ମୃତ

ଲଣ୍ଡନ : ଲଣ୍ଡନର ଏକ ଜନଗହଳି ରାସ୍ତାରେ ଜଣେ ଆତଙ୍କବାଦୀ ଉନ୍ମକ୍ତ କାଣ୍ଡ ଘଟାଇଛି । ଦକ୍ଷିଣ ଲଣ୍ଡନ ଅଂଚଳରେ ଛୁରୀରେ ସେ କେତେ ଜଣ ବ୍ୟକ୍ତିଙ୍କୁ ରକ୍ତାକ୍ତ କରିବା ପରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଛି । ଏହି ଆକ୍ରମଣରେ ଜଣେ ବ୍ୟକ୍ତିର ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ପ୍ରାରମ୍ଭିକ…

ଓଡିଶାରେ କରୋନା ଭୟ ! ଏସସିବିରେ ଭର୍ତ୍ତି ହେଲେ ମେଡିକାଲ ଛାତ୍ରୀ

କଟକ : କେରଳ ପରେ ଏବେ ଓଡିଶାରେ ବଢ଼ୁଛି କରୋନା ଆତଙ୍କ । କଟକର ଏସସିବି ମେଡିକାଲରେ ଆଉ ଜଣେ କରୋନା ସନ୍ଦିଗ୍ଧ । ଓଡିଶାର ଜଣେ ମେଡିକାଲ ଛାତ୍ରୀ ଚୀନରୁ ଫେରିବା ପରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚୀନରେ ଡାକ୍ତରୀ…

ନିର୍ଭୟା ଦୋଷୀଙ୍କୁ ଶୀଘ୍ର ଫାଶୀ ମାମଲା: ହାଇକୋର୍ଟରେ ରାୟ ସଂରକ୍ଷିତ

ନୂଆଦିଲ୍ଲୀ: ନିର୍ଭୟାକୁ ନ୍ୟାୟ ମିଳିବାରେ ଗଡୁଛି ତାରିଖ ପରେ ତାରିଖ । ଦୋଷୀଙ୍କ ଘୁଂଚି ଘୁଂଚି ଯାଉଛି ଫାଶୀ । ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ସ୍ଥଗିତାଦେଶକୁ ଚ୍ୟାଲେଂଜ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ ରୁଜୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅସୁସ୍ଥତା ଯୋଗୁଁ ତାଙ୍କୁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସଂଧ୍ୟାରେ ନିୟମିତ ଚେକ୍‌ଅପ୍ ପାଇଁ ସେ ହସ୍ପିଟାଲ ପହଂଚିଛନ୍ତି ।…

ପାଲା ଜଗତର ଅସାଧାରଣ ପ୍ରତିଭା; ଗାୟକ ସମ୍ରାଟ ବିଶ୍ୱନାଥ ପଟ୍ଟଯୋଷୀ

ଭୁବନେଶ୍ୱର: ପାଲା ଜଗତର ସମୁଜ୍ଜ୍ୱଳ ପ୍ରତିଭା ଗାୟକ ସମ୍ରାଟ୍ ବିଶ୍ୱନାଥ ପଟ୍ଟଯୋଷୀ । ଅସାଧାରଣ ପ୍ରଜ୍ଞା, ପ୍ରଚଣ୍ଡ ପ୍ରତିଭା, ଉଭୟ ଓଡିଆ ଏବଂ ସଂସ୍କୃତ ସାହିତ୍ୟରେ ସେ ଥିଲେ ଧୂରୀଣ । ବର୍ତ୍ତମାନର ନୟାଗଡ ଜିଲ୍ଲା ରମାବିଲ ଗ୍ରାମରେ ୧୯୦୮ ମସିହା ଡିସେମ୍ବର ୨୦ ତାରିଖ ବକୁଳ ଅମାବାସ୍ୟା ଦିନ…

ଚିଲିକାରେ ଡଙ୍ଗା ଦୁର୍ଘଟଣାଗସ୍ତ; ୬ ଯାତ୍ରୀ ଗୁରୁତର ଆହତ

ବାଲୁଗାଁଓ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଓରେ ଅବସ୍ଥିତ ଚିଲିକା ହ୍ରଦରେ ରବିବାର ଦିନ ଏକ ଦେଶୀ ଡଙ୍ଗା ଦୁର୍ଘଟଣାଗସ୍ତ ହେବାଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ କିଛି ବ୍ୟକ୍ତି ପିକନିକ୍ କରିବା ଲାଗି ଆଜି ସକାଳେ କାଳିଜାଇ ମନ୍ଦିରକୁ ଯାଇଥିଲେ । ସେଠାରୁ…

କରୋନା ଭାଇରସ ଜାଲରେ ପୋଷା ଜୀବଜନ୍ତୁ

ନୂଆଦିଲ୍ଲୀ: କରୋନା ଭାଇରସ ନେଇ ସାରା ବିଶ୍ୱରେ ହଇଚଇ ପଡିଥିବା ବେଳେ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ରିପୋର୍ଟ ମୁତାବକ କରୋନା ଭାଇରସରେ ଏବେ କେତେକ ଜୀବଜନ୍ତୁ ଆକ୍ରାନ୍ତ ହେବାରେ ଲାଗିଲେଣି । ଚୀନରେ ୧୨/୧୪ଟି ବିଲେଇ ମରିବା ପରେ ଏହି ଚିନ୍ତା ଏବେ ସମସ୍ତଙ୍କୁ ଘାରିଛି । ସବୁଠାରୁ…