Latest Odisha News

BREAKING NEWS

ଇଂଲଣ୍ଡରୁ ଭାରତ ଫେରିବ ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି

ଲଣ୍ଡନ: ଇଂଲଣ୍ଡ ସରକାର ଭାରତର ୧୦ମ ଶତାବ୍ଦୀର ଭଗବାନ ନଟରାଜଙ୍କ ମୂର୍ତ୍ତି ଫେରାଇବା ପାଇଁ ରାଜି ହୋଇଛି । ଆସନ୍ତା ସପ୍ତାହରେ ଭଗବାନଙ୍କ ମୂର୍ତ୍ତି ଭାରତ ଆସିବ । ନଟରାଜଙ୍କ ଏହି ଅମୂଲ୍ୟ ମୂର୍ତି ୨୫ କୋଟି ଟଙ୍କାରେ ତସ୍କର ବାମନ ନାରାୟଣ ଧୀୟା ଏହାକୁ ବିକ୍ରି କରିଥିଲେ । ୧୯୯୮ରେ ଘାଟେଶ୍ୱର…

ରାମମନ୍ଦିର ଭୂମି ପୂଜନ ପାଇଁ ଅଯୋଧ୍ୟା ଯିବେନି ଆଡଭାନୀ ଓ ଯୋଶୀ

ନୂଆଦିଲ୍ଲୀ: ଅଗଷ୍ଟ ୫ରେ ପୂରଣ ହେବ ବହୁ ବର୍ଷର ସ୍ୱପ୍ନ । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମନ୍ତ୍ରିତ କରାଯାଇଛି। ଏଥିଲାଗି ପ୍ରସ୍ତୁତି ଏବେ ଚୂଡାନ୍ତ ପର‌୍ୟ୍ୟାୟରେ ପହଞ୍ଚିଛି। ତେବେ ଦେଶର…

ଅଗଷ୍ଟ ୩ରୁ ଅନଲାଇନ ସାଟ ଆଡ଼ମିସନ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଆଡ଼ମିସନ ଟେଷ୍ଟ (ସାଟ-୨୦୨୦) ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏହି ଅନଲାଇନ ପରୀକ୍ଷା ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ…

ତାମିଲନାଡୁ ରାଜ୍ୟପାଳ କରୋନା ପଜିଟିଭ

ଚେନ୍ନାଇ: ତାମିଲନାଡୁ ରାଜ୍ୟପାଳ ବନୱାରିଲାଲ ପୂରୋହିତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ ଏବେ ଆଇସୋଲେସନ୍‌ରେ ରହିବାକୁ କୁହାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଉପରେ ଏକ ଡାକ୍ତରୀ ଟିମ୍ ନଜର ରଖିବେ । ଆଜି ସକାଳେ ବନୱାରିଲାଲ ହସ୍ପିଟାଲରେ ଭର୍ତ୍ତି…

ପରମାଣୁ କ୍ଷମତା ସମ୍ପନ୍ନ ବମ୍ବର ଜେଟ ମୁତୟନ କଲା ଚୀନ

ନୂଆଦିଲ୍ଲୀ: ଚୀନ ଚାଲାକି କରିବା ଛାଡୁ ନାହିଁ । ଏ ପଟେ ଶାନ୍ତି ପାଇଁ ଆଲୋଚନା ଅନ୍ୟ ପଟେ ଯୁଦ୍ଧ ପାଇଁ ପ୍ରସ୍ତୁତି । ମିଳିଥିବା ରିପୋର୍ଟ ମୁତାବକ ଚୀନ କାଶଗର ବିମାନ ବନ୍ଦରରେ ପରମାଣୁ କ୍ଷମତାସମ୍ପନ୍ନ ବମ୍ବର ଜେଟ ନିୟୋଜିତ କରିଛି । ସାଟେଲାଇଟ ଇମେଜରୁ ଏହା ଜଣାପଡିଛି । ଲଦ୍ଦାଖ ଅଂଚଳର…

ଫ୍ରେଣ୍ଡସିପ୍ ଡେ: ବଡ ପରଦାରେ ବନ୍ଧୁତ୍ୱର ଝଲକ

ଭୁବନେଶ୍ୱର: ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ‘ଫ୍ରେଣ୍ଡସିପ୍ ଡେ’ ପାଳନ କରାଯାଇଥାଏ । ଏହି ଦିନରେ ସାଙ୍ଗ ମାନେ ମିଶି ବିନ୍ଧୁତ୍ୱ ଦିବସରେ ମଉଜ ମଜଲିସ କରିଥାନ୍ତି । ଫ୍ରେଣ୍ଡସିପ୍ ଖାଲି ଯେ ରିଏଲ୍ ଲାଇଫରେ ଦେଖା ଯାଏ, ତାନୁହେଁ ସିନେମା ପରଦାରେ ମଧ୍ୟ ବନ୍ଧୁତ୍ୱର…

ଏକ ସପ୍ତାହ ମଧ୍ୟରେ କଟକରେ ବଢ଼ିବ ଶଯ୍ୟା ସଂଖ୍ୟା

କଟକ: ସିଲଭର ସିଟିରେ ଦିନକୁ ଦିନ ବଢ଼ୁଛି ସଂକ୍ରମଣ । ଗତ ୫ ଦିନ ମଧ୍ୟରେ କଟକରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଏହାର ମୁକାବିଲା ପାଇଁ କଟକରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ । ସେ…

ଗଣମାଧ୍ୟମ କର୍ମୀଙ୍କ ସମେତ ଭୁବନେଶ୍ୱରରୁ ୧୧୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ।…

ଜୁଲାଇ ୨୫ରୁ ୩୦ ମଧ୍ୟରେ କଟକରେ ୩୩୬ ପଜିଟିଭ ଚିହ୍ନଟ

କଟକ: କଟକ ସହରରେ ଏବେ ୧୦୦୪ କରୋନା ପଜିଟିଭ ଅଛନ୍ତି। ଏଥିରୁ ୫୧୧ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଜୁଲାଇ ୨୫ରୁ ୩୦ ତାରିଖ ମଧ୍ୟରେ ୩୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୧୪ ଜଣ କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ବେଳେ ହୋମକ୍ୱାରେଣ୍ଟାଇନରୁ ୧୧୮ ଜଣ,…

ଗାୟକ ବାଣୀଭୂଷଣ ଗୋପାଳକୃଷ୍ଣ ଜେନା

ଯେଉଁ କେତେଜଣ ଯୁବ ଗାୟକଙ୍କ ମଧ୍ୟରେ ପାଲାର ବଳିଷ୍ଠତା, ଉଚ୍ଚମାନର ପରିବେଷଣ, ସାହିତ୍ୟର ମୁର୍ଚ୍ଛନା ଦେଖିବାକୁ ମିଳେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗୋପାଳକୃଷ୍ଣ ଜେନା । ସବୁ ବର୍ଗର ଦର୍ଶକଙ୍କୁ ଆକୃଷ୍ଟ କରିବା ସହ ପାଲାର ଗରିମା ଏବଂ ଗାରିମାକୁ ବଜାୟ ରଖି ସେ ଯୁଗୋପଯୋଗୀ ପାଲା ପରିବେଷଣ…