Latest Odisha News

BREAKING NEWS

କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ରାଣୀ ବରୁଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କ୍ୟାବିନେଟ ମନ୍ତ୍ରୀ କମଲା ବରୁଣଙ୍କର ଦେହାନ୍ତ ଘଟିଛି। ତାଙ୍କର ସମ୍ପୂର୍ଣ୍ଣ ନାମ କମଳା ରାଣୀ ବରୁଣ ଅଟେ । ସେ ୟୁପି ବିଧାନସଭା ସଦସ୍ୟା ଥିଲେ। ଏହାପୂର୍ବରୁ ସେ ସାଂସଦ ମଧ୍ୟ ରହିଛନ୍ତି। କମଲା ବରୁଣ ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିଲେ। କମଲା ବରୁଣ…

ସ୍ଵର୍ଗଦ୍ୱାରର ହେବ ନବକଳେବର; ଚାଲିଛି ପୁନରୁଦ୍ଧାର କାର୍ଯ୍ୟ

ପୁରୀ: ସ୍ୱର୍ଗଦ୍ୱାର ହେବ ନବକଳେବର । ଚାଲିଛି ସ୍ୱର୍ଗଦ୍ୱାରର ପୁନରୁଦ୍ଧାର କାର୍ଯ୍ୟ। ପୁନରୁଦ୍ଧାର ସହ ଏହାର ପରିସରକୁ ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ । ପୁରୀର ଆଉ ଏକ ଆକର୍ଷଣ ପଲଟିବ ସ୍ୱର୍ଗଦ୍ୱାର ଶବଦାହ ପାଇଁ ଆସୁଥିବା ଲୋକଙ୍କୁ ମିଳିବ ସ୍ୱତନ୍ତ୍ର ସୁବିଧା । ପୁରୀ ଜିଲ୍ଲାପାଳ ନିଜେ…

ଉପରମୁଁହା କୋଭିଡ ଗ୍ରାଫ: ୨୪ ଘଣ୍ଟା, ୫୪ ହଜାର ଆକ୍ରାନ୍ତ, ୮୫୩ ମୃତ

ନୂଆଦିଲ୍ଲୀ: ଦେଶରେ ଅସମ୍ଭାଳ କରୋନା ସ୍ଥିତି । ଦିନକୁ ଦିନ ଏହା ଅଣାୟତ୍ତ ହୋଇ ଚାଲିଛି । ଆଖି ପିଛୁଳାକେ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଭାରତରେ ୨୪ ଘଣ୍ଟାରେ ୫୪,୭୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୮୫୩ ଜଣଙ୍କର ଜୀବନ ଯାଇଛି । ହୁ…

କୋଭିଡ ପଜିଟିଭ ଚିହ୍ନଟ ହେଲେ କ୍ୟାପିଟାଲ ଥାନାର ୮ ପୋଲିସ କର୍ମଚାରୀ

ଭୁବନେଶ୍ୱର: କ୍ୟାପିଟାଲ୍‌ ଥାନାରୁ ଚିହ୍ନଟ ହୋଇଛନ୍ତି ଆଉ ୮ ଜଣ ପୁଲିସ କର୍ମଚାରୀ । ଏହାପରେ ସୁରକ୍ଷା ଦୃଷ୍ଟିରୁ ଥାନାକୁ ଏକ ପ୍ରକାର ସିଲ କରିଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା…

ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼

ସମ୍ବଲପୁର: କରୋନାରେ ପ୍ରଭାବିତ ସମସ୍ତ ବ୍ୟବସାୟ । ସମ୍ବଲପୁର ଜିଲ୍ଲାର ବୁର୍ଲା ସହରର ରାକ୍ଷୀ ବ୍ୟବସାୟ ଉପରେ କରୋନା ମାଡ଼ । ଏହି ମହାମାରୀ ଯୋଗୁଁ ବ୍ୟବସାୟୀ ମାନେ ବିକ୍ରିବଟାରେ ଅନେକ କ୍ଷତି ସହିଲେଣି । ବ୍ୟବସାୟୀମାନେ ଏଠାରେ ସାଧାରଣତ ମାସ ପୂର୍ବରୁ ରାକ୍ଷୀ ବିକ୍ରୟ ଆରମ୍ଭ କରନ୍ତି ।…

କରୋନା ସହ ଲଢେ଼ଇ କରିବ ସୌରଶକ୍ତି ଚାଳିତ ସାନିଟାଇଜର ମେସିନ

ଯାଜପୁର: ମହାମାରୀ କରୋନା ସହ ଲଢେଇରେ ସହାୟତା କରିବ ସୌରଶକ୍ତି ଚାଳିତ ସନିଟାଇଜର ମେସିନ। ଏହାକୁ ବ୍ୟବହାର କରି ସମସ୍ତେ ସୁରକ୍ଷିତ ରହିବେ। ସମଗ୍ର ରାଜ୍ୟରେ କରୋନା ଜନିତ ବିଭିନ୍ନ କଟକଣା ଜାରି ରହିଥିବା ବେଳେ ଯାଜପୁର ଅଂଚଳର ଜଣେ ୨୧ ବର୍ଷୀୟ ଯୁବ ଇଞ୍ଜିନିୟରିଂ ଛାତ୍ର ଏକ ସ୍ୱତନ୍ତ୍ର…

ଖାଲି ଖାଦ୍ୟ ନୁହେଁ, ତ୍ୱଚା ପାଇଁ ମଧ୍ୟ ଉପକାରୀ ପୋଦିନା

ଭୁବନେଶ୍ୱର: ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟର ଲୁକ ଓ ଟେଷ୍ଟ ବଢାଇବା ପାଇଁ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ପୋଦିନକୁ ବ୍ୟବହାର କରାଯାଏ ! ଆମେ ଆଜି ଆପଣଙ୍କୁ କହିବୁ ପୋଦିନା କିପରି…

ଆଜି ବନ୍ଧୁତ୍ୱ ଦିବସ; ବନ୍ଧୁ ପାଇଁ ଦିନ ଟିଏ

ଭୁବନେଶ୍ୱର: ଆଜି ହେଉଛି ବନ୍ଧୁତ୍ୱ ଦିବସ । ଇଂରାଜୀରେ କହିଲେ ‘ଫ୍ରେଣ୍ଡସିପ୍‌ ଡେ’ । ଜୀବନରେ ବନ୍ଧୁତ୍ୱର ମହତ୍ତ୍ୱ ଅନେକ ବେଶୀ । ଏନେଇ ଅନେକ ଉଦାହରଣ ମଧ୍ୟ ରହିଛି । ବନ୍ଧୁତ୍ୱର ସବୁଠାରୁ ବଡ ଉଦାହରଣ ହେଉଛନ୍ତି ‘କୃଷ୍ଣ ଓ ସୁଦାମା’ । କେବେଠୁ ହୁଏ ପାଳନ: କୁହାଯାଏ ୧୯୩୫ ମସିହା…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା୨- ୮-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୨ ରିଖ ରବିବାର କର୍କଟ ୧୮ ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୧୨ଟା ୫୯ମିନିଟ୍ ପର୍ଯ୍ୟନ୍ତ ତାପରେ ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର…

ଏହି ମୁସଲିମ ଦେଶରେ ରହିଛି ବିଷ୍ଣୁଦେବଙ୍କ ଉଚ୍ଚତମ ମୂର୍ତ୍ତି

ଭୁବନେଶ୍ୱର: ହିନ୍ଦୁଧର୍ମର ଆରାଧ୍ୟ ଦେବତା ଭଗବାନ ବିଷ୍ଣୁ । ତାଙ୍କୁ ପୃଥିବୀର ପାଳନକର୍ତ୍ତା ଭାବେ ବିବେଚନା କରାଯାଏ। ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି ଭଗବାନ ବିଷ୍ଣୁଙ୍କ ମନ୍ଦିର । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ବିଶ୍ୱର ଉଚ୍ଚତମ ବିଷ୍ଣୁ ମନ୍ଦିର ସମ୍ପର୍କରେ । ଆପଣ…