ପଦ୍ମ ଧରିଲେ ବ୍ୟାଡମିଂଟନ ତାରକା ସାଇନା ନେହୱାଲ
ନୂଆଦିଲ୍ଲୀ: ପଦ୍ମ ଧରିଲେ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସାଇନାଙ୍କ ସହ ତାଙ୍କ ବଡ ଉଭଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଏ ଦୁହେଁ ଦିଲ୍ଲୀ…