ବିରିୟାନୀ ଲାଗି ସଂଘର୍ଷ; ୬ ଆହତ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୁରୁବାର ଦିନ ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂର୍ଘଷରେ ୬ ଜଣ ଆହତ ହୋଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ନିକଟରେ ଏକ ବିରିୟାନୀ ଷ୍ଟଲରେ ବାସୀ ବିରିୟାନୀ ବିକ୍ରି ହେଉଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ । ହେଲେ ଏଭଳି…