Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ତୁରନ୍ତ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆନଗଲେ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର…

ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର କହିଲେ ବିହାରର ଏହି ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ତଥା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ଟ୍ୱିଷ୍ଟ ଆସୁଛି । ଏହି ଅବସରରେ ବିହାର ସରକାରର ଜଣେ ମନ୍ତ୍ରୀ ମହେଶ୍ୱର ହଜାରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପାରୀ କିଲର ବୋଲି କହିଛନ୍ତି । ସେ କହିଛନ୍ତି ଯେ ରିୟା ଜଣେ ସୁପାରୀ କିଲର…

ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍‌ର ଅଭାବ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଜଗତସିଂହପୁର, କେନ୍ଦୁଝର, ଝାରସୁଗୁଡା,…

ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସାପ୍ତାହନ୍ତ ସଟଡାଉନ୍‌

ଢେଙ୍କାନାଳ: କରୋନା ସଂକ୍ରମଣକୁ ରୋକିବା ଲାଗି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଅଗଷ୍ଟ ୩୧ ଯାଏଁ ଜିଲ୍ଲାରେ ସାପ୍ତାହନ୍ତ ସଟଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଳାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ ଅଗଷ୍ଟ ମାସରେ କରୋନା ସ୍ଥିତି…

ପାରାଦୀପ ହରିଦାସପୁର ରେଳ ଲାଇନରେ ଟ୍ରେନ ଗଡୁ ଗଡୁ ରେଳରୋକ

ପାରାଦୀପ- ହରିଦାସପୁର ରେଳ ଲାଇନରେ ଆଜି ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିଛି । ଟ୍ରେନଟି କେନ୍ଦ୍ରାପଡାରୁ ରାଉରକେଲା ଅଭିମୁଖେ ବାହାରିଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇ ନିକଟ ନୂଆଗାଁରେ ସ୍ଥାନୀୟ ଲୋକେ ରେଳ ରୋକ କରିଥିଲେ । ମାଲବାହୀ ନୁହେଁ ପାସେଂଜର ଟ୍ରେନ ଚଳାଇବା ପାଇଁ…

ଓଡିଶାର ଏହି ସରକାରୀ ମେଡିକାଲରେ ଓପିଡି ସେବା ବନ୍ଦ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଓପିଡି ସେବାକୁ ଶୁକ୍ରବାର ଦିନ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏମଜେନ୍ସି ବ୍ୟତିତ ଅନ୍ୟ ସମସ୍ତ…

ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’ଙ୍କୁ ମିଳିଲା ଗିନିଜ୍ ୱାଲ୍ଡ ରେକର୍ଡସର ସାର୍ଟିଫିକେଟ୍‌

ନୂଆଦିଲ୍ଲୀ: ମାନବ କମ୍ପ୍ୟୁଟର ଭାବେ ସୁପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଗତ ଜୁଲାଇ ୩୦ ତାରିଖ ଦିନ ଔପଚାରିକ ଭାବେ ଗିନିଜ୍ ୱାଲ୍ଡ ରେକର୍ଡସ୍ ଏହି ସାର୍ଟିଫିକେଟକୁ ତାଙ୍କ ଝିଅ ଅନୁପମାଙ୍କୁ ହସ୍ତାନ୍ତର କରିଛନ୍ତି ।…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଜି ପତ୍ନୀ ଓ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁକୁ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନାହିଁ । ଗତକାଲି ଏହି ଘଟଣାରେ…

ଗଞ୍ଜାମ କୋଭିଡ୍: ତିନି ମାସରେ ୨ରୁ ୧୦ ହଜାର କରୋନା କେସ୍

ଗଞ୍ଜାମ: ୧୦ ହଜାର ପାର କରିଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୪କୁ ବୃଦ୍ଧି ପାଇଛି । ତିନି ମାସରେ ଦୁଇରୁ ଦଶ ହଜାର ଗଞ୍ଜାମ ଜିଲ୍ଲାରେ ପ୍ରବାସୀ…