Latest Odisha News

BREAKING NEWS

ବଡ଼ ମେଡିକାଲ ପାଇଁ ବଡ଼ ଘୋଷଣା: ବିଶ୍ୱସ୍ତରୀୟ ହେବ ‘ଏସସିବି’ ମେଡିକାଲ କଲେଜ

କଟକ/ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ କଟକ ଗସ୍ତରେ ଯାଇ ଓଡ଼ିଆ ବଜାରସ୍ଥିତ ସଂଗ୍ରହାଳୟଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କଟକ ପାଇଁ କେତେକ ବଡ଼ ଘୋଷଣା ମଧ୍ୟ କରିଛନ୍ତି।ଏହି ଅବସରରେ କଟକର ଏସ୍ ସି…

ଆଇଆଇଏମ୍‍ସିରେ ଲୋକସମ୍ପର୍କ ରାଉଣ୍ଡ ଟେବୁଲ

ଢେଙ୍କାନାଳ: ପ୍ରଯୁକ୍ତି ବିଦ୍ୟା ବା ଟେକ୍ନଲୋଜି କେବେ ବି ସୃଜନଶୀଳତାର ସ୍ଥାନ ନେଇପାରିବନି । ମଣିଷର ଆଭ୍ୟନ୍ତରୀଣ ସୃଜନାତ୍ମକ କଳାର କୌଣସି ବିକଳ୍ପ ନାହିଁ । ଏଣୁ ଜଣେ ଉତ୍ତମ ଲୋକସମ୍ପର୍କ ଅଧିକାରୀଙ୍କ ସ୍ଥାନ କଦାପି ଟେକ୍ନଲୋଜି ପୂରଣ କରିପାରିବନି ବୋଲି କହିଛନ୍ତି ନାଲ୍‍କୋର ଡେପ୍ୟୁଟି…

ପାଟଣାର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କ ପରଲୋକ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଗୌରହରି ନାୟକଙ୍କର ଗୁରୁବାର ଦିନ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ପରିବାର ଲୋକଙ୍କ କହିବା ମୁତାବକ ଗୌରହରି ଦୀର୍ଘଦିନରୁ…

ସମଗ୍ର ଦେଶ ନେତାଜୀଙ୍କ ପ୍ରତି ଚୀର କୃତଜ୍ଞ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ତମ ଜୟନ୍ତୀ ଅବସରରେ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । India will always remain grateful to Netaji Subhas Chandra Bose for his bravery and…

ଭାରତୀୟ ମୁକ୍ତି ସଂଗ୍ରାମର ସେନାପତି ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମୀ ଜୀବନର କିଛି ଅକୁହା କାହାଣୀ ସମ୍ପର୍କରେ…

ଭୁବନେଶ୍ୱର: ବୀର ସୁରେନ୍ଦ୍ର ସାଏ ଥିଲେ ଭାରତର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ୱ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ ସେ । ତାଙ୍କ ୭୫ ବର୍ଷ ଜୀବନ କାଳ ମଧ୍ୟରୁ ୩୬…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶିଫଳ ତା ୨୩-୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁଆରୀ ତା ୨୩ ରିଖ ଗୁରୁବାର ମକର ୯ ଦିନ ମାଘ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି ପୂର୍ବାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ…

ମୋବାଇଲ ପରାମର୍ଶରୁ ବଲାଙ୍ଗିରର ଏହି ଚାଷୀ; କିପରି ପ୍ରଚୁର ଧାନ ଅମଳ କଲେ ଜାଣନ୍ତୁ…

ବଲାଙ୍ଗିର: ଏବେକାର ସମୟ ହେଉଛି ହାଇ-ଟେକର ଯୁଗ । ଯଦି ହାଇ-ଟେକ୍ ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ତେବେ କୃଷିକ୍ଷେତ୍ରରେ ଏହି ହାଇ-ଟେକ୍ ପଦ୍ଧତି କାହିଁକି ଉପଯୋଗ ହୋଇ ନ’ପାରିବ ? ଆଜିକାଲି ବର୍ଷା, ବନ୍ୟା ଏପରିକି ପାଣିପାଗ ପରିସ୍ଥିତି ଚାଷ କାର୍ଯ୍ୟରେ ଅନେକ ବାଧା ସୃଷ୍ଟି କରିବା…

କାର୍ତ୍ତିକ-ସାରାଙ୍କ ‘ସାୟଦ’: ଆସିଲା ‘ଲବ ଆଜକଲ’ର ରୋମାଣ୍ଟିକ ଗୀତ

ମୁମ୍ବାଇ: ପରଦାକୁ ଆସିଲା କାର୍ତ୍ତିକ-ସାରାଙ୍କ ‘ସାୟଦ’ ଗୀତ । ଏହା ଅପକମିଂ ଫିଲ୍ମ ‘ଲବ ଆଜକଲ’ର ପ୍ରଥମ ରୋମାଂଟିକ ଗୀତ । ଏହି ଗୀତରେ କାର୍ତିକ, ସାରାଙ୍କୁ ପ୍ରପୋଜ କରିବାକୁ ଚାହୁଁଛନ୍ତି କିନ୍ତୁ କରିପାରୁନଥିବା ଦେଖିବାକୁ ମିଳିଛି । https://youtu.be/MJyKN-8UncM ଗୀତକୁ…

ଆସିଲା ‘ଓଲେ ଓଲେ ୨.୦: ପାର୍ଟିି ମୁଡ୍‌ରେ ସୈଫ୍‌

ମୁମ୍ବାଇ: ରିଲିଜ ହୋଇଛି ଆଗାମୀ ଫିଲ୍ମ ଜୱାନୀ ଜାନେମନର ପାର୍ଟି ଗୀତ । ଗୀତରେ ସୈଫ୍ ଅଲ୍ଲି ଖାନ୍ ତାଙ୍କ ସିଗ୍ନେଚର ସଙ୍ଗ ଓଲେ ଓଲେର ନ୍ୟୁ ଭର୍ସନ ଓଲେ ଓଲେ ୨.୦ରେ ଧମାଲ କରିଛନ୍ତି । ଏହି ଗୀତରେ ସୈଫ୍‌ଙ୍କୁ ପୁରାପୁରି ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଛି ।…

ଭାରତୀୟ ସେନା ପକ୍ଷରୁ ‘ଜଜ୍ ଆଡଭୋକେଟ’ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ସେନା ପକ୍ଷରୁ ୮ଟି ଖାଲି ପଡିଥିବା ଜଜ୍ ଆଡଭୋକେଟ ଜେନେରାଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀ ଆବେଦନକାରୀ ଆସନ୍ତା ଫେବୃଆରୀ ୧୩ରୁ ସେନାର ଅଫିସିଆଲ ୱେବ୍ ସାଇଟ joininindianarmy.nic.in ରେ ଆବେଦନ କରିପାରିବେ । ଶିକ୍ଷାଗତ ଯୋଗ୍ୟତା: - ଇଚ୍ଛୁକ…