Latest Odisha News

BREAKING NEWS

କିପରି ଥିଲା ନେତାଜୀଙ୍କ ଛାତ୍ର ଜୀବନ, ଜାଣନ୍ତୁ

ଭୁବନେଶ୍ୱର: ନେତାଜୀଙ୍କୁ ପାଞ୍ଚବର୍ଷ ହୋଇଥିବା ବେଳେ ଅର୍ଥାତ ୧୯୦୨ ମସିହାରେ ତାଙ୍କ ପିତା ଜାନକୀନାଥ ତାଙ୍କର ପ୍ରାଥମିକ ଶିକ୍ଷା ନିମନ୍ତେ କଟକ ପ୍ରୋଟେଷ୍ଟାଣ୍ଡ ସ୍କୁଲଠାରେ ନାମ ଲେଖାଇଥିଲେ । ସେଠାରେ ସୁଭାଷ ଜଣେ ମେଧାବୀ ଛାତ୍ର ଭାବରେ ସୁନାମ ଅର୍ଜନ କରିଥିଲେ । ସେହି ସମୟରେ…

କ୍ରୀଡା କମିଟିରୁ ସଚିନ, ଆନନ୍ଦ ଆଉଟ୍‌ !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କ୍ରୀଡା କମିଟିରୁ ବାଦ୍ ପଡିଲେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଓ ବିଶ୍ୱ ଚେସ୍ ଚାମ୍ପିଅନ ବିଶ୍ୱନାଥ ଆନନ୍ଦ । ବହୁ ଦିନ ହେବ ସଚିନ ଓ ଆନନ୍ଦ କ୍ରୀଡ କମିଟର ବୈଠକରେ ଯୋଗ ଦେଉନଥିଲେ ।ଏହି କାରଣରୁ ଦୁଇ ଜଣଙ୍କୁ କମିଟିରୁ ବାଦ୍ ଦିଆଯାଇଛି । ସଚିନ…

ଗର୍ଭବତୀ ମହିଳାଙ୍କ ଲାଗି ଦେବଦୂତ ସାଜିଲେ ଡାକ୍ତରୀ ଦଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଜଣେ ପ୍ରସୂତି ମହିଳାଙ୍କୁ ସାହାର୍ଯ୍ୟ କରି ଲୋକଲୋଚନକୁ ଆସିଛନ୍ତି ଜଣେ ଯୁବ ଡାକ୍ତର ଓ ତାଙ୍କ ଟିମ୍ । ଯାହା ଫଳରେ ତାଙ୍କ ପାଖକୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି । ପ୍ରାପ୍ତ ସୂଚନାନୁଯାୟୀ, ଡ. ରାଧେଶ୍ୟାମ ଜେନାଙ୍କ ନେତୃତ୍ୱରେ କାଲିମେଳା…

ଆସ୍ଥାର ଅଦ୍ଭୁତ ଉଦାହରଣ: ସିଦ୍ଧିବିନାୟକଙ୍କୁ ୩୫ କେଜିର ସୁନା ଦାନ

ମୁମ୍ବାଇ: ଆସ୍ଥାର ଅଦ୍ଭୁତ ଉଦାହାରଣ ଦେଖିବାକୁ ମିଳିଛି ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ । ଏଠାରେ ଜଣେ ଶ୍ରଦ୍ଧାଳୁ ୩୫ କେଜି ସୁନା ଦାନ କରିଛନ୍ତି । ଯାହାର ଦାମ ୧୪ କୋଟି ଟଙ୍କା ହେବ । ଏଭଳି କରି ଏହି ବ୍ୟକ୍ତି ଜଣକ ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୂଚନା ମୁତାବକ…

+୨ ପରୀକ୍ଷା ସଂସ୍କାର: ରମାଦେବୀରେ ଜଳିଲା ନିଆଁ

ଭୁବନେଶ୍ୱର: ଯୁକ୍ତ୨ ପରୀକ୍ଷାରେ ଗଣଶିକ୍ଷା ବିଭାଗର ବଡ ସଂସ୍କାରକୁ ବିରୋଧ । ପ୍ରଥମ ବର୍ଷରେ କାଉଂସିଲ ପରୀକ୍ଷାକୁ ବିରୋଧ କରି ରାମଦେବୀ ବିଶ୍ୱବିଦ୍ୟାଳୟରେ ଦେଖାଦେଇଛି ଅଶାନ୍ତି । ଛାତ୍ରୀମାନେ ଏକାଠି ହୋଇ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ଗେଟ୍‌ରେ ତାଲା ପକାଇଛନ୍ତି +୨ ପ୍ରଥମ ବର୍ଷର…

ଏଭରେଷ୍ଟର ୫ ହଜାର ମିଟର ଉଚ୍ଚତାରେ ଫେଶନ ଶୋ: -୪୦ ଡ୍ରିଗୀରେ ର‌୍ୟାମ୍ପ ୱାକ୍

ଭୁବନେଶ୍ୱର: ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ ପରିବେଶ ପ୍ରେମୀମାନେ ଏକ ନିଆରା ଢ଼ଙ୍ଗରେ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ କରିଛନ୍ତି । ଏଭରେଷ୍ଟରର ୫ ହଜାର ମିଟର ଉଚ୍ଚତାରେ -୪୦ ଡିଗ୍ରୀ ତାପମାନରେ ଏହି ଫେଶନ ଶୋ ଏବଂ ର‌୍ୟାମ୍ପ ୱାକ୍ ହେବ । ସବୁଠାରୁ ବଡ କଥା ଏଠାରେ ମାତ୍ର ୨୫…

ବରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ: ୩୨ ଟି ପ୍ରକଳ୍ପର କରିବେ ଶିଳାନ୍ୟାସ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ବରଗଡ ଗସ୍ତରେ ଯିବେ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୧୨୦ କୋଟି ଟଙ୍କାର ୩୨ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବରଗଡ ଭଟଲି ଥାନା ଅନ୍ତର୍ଗତ ତେନ୍ତଲା ଠାରେ ୩୦୦…

ଜାଣନ୍ତୁ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଜୟପ୍ରକାଶ ନାରାୟଣ ଆନ୍ଦୋଳନରୁ ରାଜନୀତିର ମଙ୍ଗ ଧରିଥିବା ଜେପି ନଡ୍ଡା ଏବେ ପାଲଟିଛନ୍ତି ବିଶ୍ୱର ସର୍ବବୃହତ ପାର୍ଟି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତୁ ଜାଣିବା ଜଗତ ପ୍ରକାଶଙ୍କ ନଡ୍ଡାଙ୍କ ବିଷୟରେ କିଛି ରୋଚକ ତଥ୍ୟ... ୧୯୭୫ରେ ଜେପି ଆନ୍ଦୋଳନରେ ଭାଗ ନେବା ପରେ ସେ…

ଭିନ୍ନଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା; ୬ ଜଣଙ୍କର ଶୋଚନୀୟ ମୃତ୍ୟୁ

ସମ୍ବଲପୁର/ବୌଦ୍ଧ: ସମ୍ବଲପୁର ଓ ବୌଦ୍ଧରେ ମଙ୍ଗଳବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ପ୍ରଥମ ଘଟଣା ସମ୍ବଲପୁର ଜିଲ୍ଲାର ଉପକଣ୍ଠସ୍ଥ ପରମାନପୁର ପଡିଆରେ ଧନୁଯାତ୍ରା ଉତ୍ସବ ପାଳିତ ହେଉଥିବା ବେଳେ ଭାରସାମ୍ୟ ହରାଇଥିବା ଏକ…

ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ । ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ…