Latest Odisha News

BREAKING NEWS

ରୁକ୍ଷ ତ୍ୱଚାରୁ ମୁକ୍ତି ପାଇଁ, ପ୍ରାକୃତିକ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସେରମ

ଭୁବନେଶ୍ୱର: ଶୀତଦିନରେ ସାଧାରଣତଃ ଅଧିକ ମାତ୍ରାରେ ତ୍ୱଚାର ଯତ୍ନ ନନେଲେ ଏହା ଶୁଷ୍କ ହେବ ସହ ରୁକ୍ଷ ମଧ୍ୟ ହୋଇଯାଏ । ଏହି ସମୟରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବହୁଜଣ ବହୁ ପ୍ରକାରର ଉପାୟ ମାନ ଅବଲମ୍ବନ କରିଥାନ୍ତି । ଏଗୁଡିକ ମଧ୍ୟରୁ କିଛି ଫାଇଦା ଦେଉଥିବା ବେଳେ କିଛି ଆଦୌ ଫରକ…

ଜାଣନ୍ତୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ…

ଭୁବନେଶ୍ୱର: ଶୀତ ଦିନରେ ଦେହରେ ଖରା ଟିକିଏ ପଡିଲେ ଦେହକୁ ଆରାମ ଲାଗିଥାଏ । ସାଧାରଣ ତାପମାତ୍ରାରୁ ପାରଦ ତଳକୁ ଖସିଗଲେ ଜାଡ଼ରେ ଦେହ ଥରି ଯାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ । ଯେଉଁଠି ଗୋଟିଏ ଦିନରେ ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ଦୃଶ୍ୟମାନ…

ମନ୍ତ୍ରୀମଣ୍ଡଳ ସହ ଇସ୍ତଫା ଦେଲେ ରୁଷ ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ: ଜାଣନ୍ତୁ କାହିଁକି

ରୁଷର ପ୍ରଧାନମନ୍ତ୍ରୀ ଦିମିତ୍ରୀ ମେଦଭେଦେଭ ନିଜର ପୁରା ମନ୍ତ୍ରୀମଣ୍ଡଳ ସହିତ ବୁଧବାର ଦିନ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ଋଷ ରାଷ୍ଟ୍ରପତି ପୁତିନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।ରୁଷ ନ୍ୟୁଜ୍ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ପୁତିନ ମେଦଭେଦେଭଙ୍କୁ ଏଥିପାଇଁ…

ମକର ସଂକ୍ରାନ୍ତି ଅବସରରେ ଆରଡି ପୀଠରେ ୪୦ ହଜାର ଭକ୍ତଙ୍କ ସମାଗମ !

ଭଦ୍ରକ: ପବିତ୍ର ମକର ସଂକ୍ରାନ୍ତି ପାଇଁ ପ୍ରସିଦ୍ଧ ଶୈବକ୍ଷତ୍ର ଆରଡିଧାମ ହୋଇ ଉଠିଥିଲା ଚଳଚଞ୍ଚଳ । ଏହି ଅବସରରେ ମଣିବାବଙ୍କ ନିକଟରେ ପୂଜାର୍ଚ୍ଚନା କରିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ୪୦ହଜାର ଭକ୍ତଙ୍କ ସମାଗମ ହୋଇଥିଲା ପୀଠରେ । ଏପରିକି ପବିତ୍ର ମକର ସଂକ୍ରାନ୍ତିରେ ମନ୍ଦିରରେ ଶହଶହ…

ଲୋକମାନ୍ୟ ତିଳକ ଏକ୍ସପ୍ରେସ ଲାଇନଚ୍ୟୁତ: ୫ ଟି ଟ୍ରେନର ଗତିପଥ ପରିବର୍ତ୍ତନ

ଭୁବନେଶ୍ୱର: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ (୧୨୮୭୯) ର ୮ଟି ବଗି କଟକ ନିର୍ଗୁଣ୍ଡି ଷ୍ଟେସନସ୍ଥିତ ଶାଳଗାଁ ନିକଟରେ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣା ଯୋଗୁଁ ୫ଟି ଟ୍ରେନର ଗତିପଥ ପରିବର୍ତ୍ତନ କରିଛନ୍ତି ରେଳବାଇ କର୍ତ୍ତୃପକ୍ଷ । ଗତିପଥ ବଦଳିଥିବା…

ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଳକ ଏକ୍ସପ୍ରେସର ୮ଟି ବଗି କଟକ ନିର୍ଗୁଣ୍ଡି ନିକଟରେ ଲାଇନଚ୍ୟୁତ

କଟକ: ମୁମ୍ବାଇରୁ ଭୁବନେଶ୍ୱର ଆସୁଥିବା ଲୋକମାନ୍ୟ ତିଳକ ଏକ୍ସପ୍ରେସ (୧୨୮୭୯) କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଲାଇନଚ୍ୟୁତ ହୋଇଛି । ଏହି ଟ୍ରେନଟିର ୮ଟି ବଗି ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । Odisha: Seven coaches derailed and several people injured after Lokmanya…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୦୧-୨୦୨୦ ଗୁରୁବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୧୬ ରିଖ ଗୁରୁବାର ମକର ୨ ଦିନ ମାଘ ମାସ କୃଷ୍ଣ ପକ୍ଷ ଷଷ୍ଠୀ ଭୁକ୍ତ ସପ୍ତମୀ ତିଥି ହସ୍ତା ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ…

ବଢିଲା ଦୈନିକ ମଜୁରୀ; ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ପ୍ରବାସୀ ଶ୍ରମିକଙ୍କ ଲାଗି ପ୍ୟାକେଜ୍ ଘୋଷଣା କରିଛନ୍ତି । ରାଜ୍ୟରେ ଥିବା ୧୧ଟି ପ୍ରବାସୀ ଶ୍ରମିକ ଜିଲ୍ଲା ଲାଗି ଏହି ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ୧୧ଟି ଜିଲ୍ଲାର ଶ୍ରମିକମାନେ ଅନ୍ୟ ରାଜ୍ୟକୁ…

କିଏ ହେବେ ରାଜ୍ୟ ବିଜେପି ମଙ୍ଗୁଆଳ? ଆସନ୍ତାକାଲି ହୋଇପାରେ ସଭାପତିଙ୍କ ନାମ ଘୋଷଣା !

ଭୁବନେଶ୍ୱର: କିଏ ହେବେ ଓଡ଼ିଶା ରାଜ୍ୟ ବିଜେପିର ନୂଆ ସଭାପତି ଏହାକୁ ନେଇ ଚାଲିଛି ଜୋରଦାର୍ ଚର୍ଚ୍ଚା । ଏପରିକି ଏବେଠାରୁ ଦଳୀୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ଗୁରୁବାର ଦିନ ନୂଆ ସଭାପତିଙ୍କ ନାମ ମଧ୍ୟ ଘୋଷିତ ହୋଇପାରେ ବୋଲି ସୂଚନା ମିଳିଛି । ରାଜ୍ୟ ବିଜେପି…

ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ: ଓଡ଼ିଶା ଲାଗି ସ୍ୱର୍ଣ୍ଣ ଜିତିଲେ ସ୍ୱସ୍ତି ସିଂହ

ଗୌହାଟୀ: ଆସାମର ଗୌହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ୨୧ ବର୍ଷରୁ କମ୍ ସାଇକେଲ ଚାଳନା ବିଭାଗରେ ଓଡ଼ିଶା ଲାଗି ସ୍ୱସ୍ତି ସିଂହ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ରେସକୁ ସ୍ୱସ୍ତି ୧୪:୫୩:୨୩ ମିନିଟରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ…