Latest Odisha News

BREAKING NEWS

ନୂଆ ବିଲ୍ଡିଂ ସହ ଅଧିକ ଶଯ୍ୟା ବିଶିଷ୍ଟ ହେବ ଭଦ୍ରକ ମୁଖ୍ୟ ଚିକିତ୍ସାଳୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ମୋ ସରକାର କାର୍ଯ୍ୟକ୍ରମରେ ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ କେତେକ ନିଷ୍ପତ୍ତି ନେଇଛନ୍ତି। ମୋ ସରକାର ଟିମର ଭଦ୍ରକ ଗସ୍ତ ପରେ ରୋଗୀ ମାନଙ୍କ ପ୍ରତିକ୍ରିୟା ଓ ଡାକ୍ତର ମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ…

ବଢ଼ିଲା ବସ ଭଡା; ସାଧାରଣ ୧, ଡିଲକ୍ସ ୨ ପଇସାକୁ ବୃଦ୍ଧି

ଭୁବନେଶ୍ୱର: ଅନ୍ତରାଷ୍ଟ୍ରୀୟ ବଜାରରେସି ଡିଜେଲର ଦରବୃଦ୍ଧି ଘଟିବା ପରେ ଓଡିଶା ସରକାର ସୋମବାର ଦିନ ସମସ୍ତ ଶ୍ରେଣୀ ବସର ଭଡା ବୃଦ୍ଧି କରାଇଛନ୍ତି । ସାଧାରଣ(ଅର୍ଡିନାରି) ବସ ପାଇଁ ଭଡ଼ା କିଲୋମିଟର ପିଛା ୧ ପଇସା ପାଇଁ ବଢିଥିବା ବେଳେ ଏକ୍ସପ୍ରେସ୍ ବସ ପାଇଁ ମଧ୍ୟ କିଲୋମିଟର ପିଛା ସେହି ୧…

ଜାନୁଆରୀ ୮ ରେ ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ

ନୂଆଦିଲ୍ଲୀ: କେନ୍ଦ୍ର ଟ୍ରେଡ଼ ୟୁନିଅନ ଆସନ୍ତା ଜାନୁଆରୀ ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି, ବେରୋଜଗାରୀ ତଥା ନାଗରିକତା ସଂଶୋଧନ ଆଇନ ଆଦିକୁ ’ପ୍ରତିବାଦ କରି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ଼ ୟୁନିଅନ । ଆଇଏନଟିୟୁସି,…

ଜେଏନୟୁ ଛାତ୍ର-ଶିକ୍ଷକଙ୍କ ଉପରେ ଆକ୍ରମଣକୁ ଅଲ ଇଣ୍ଡିଆ ଡ଼ି.ଏସ୍.ଓ.ର ବିରୋଧ

ଭୁବନେଶ୍ୱର: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ପରିସରରେ ଗତକାଲି ରାତିରେ କିଛି ଛାତ୍ର ଓ ଶିକ୍ଷକଙ୍କୁ ହୋଇଥିବା ଆକ୍ରମଣ ଘଟଣାରେ ଅଲ୍ ଇଣ୍ଡିଆ ଡ଼େମୋକ୍ରାଟିକ ଷ୍ଟୁଡ଼େଣ୍ଟସ ଅର୍ଗାନାଇଜେସନ ଭୁବନେଶ୍ୱର ସିଟି କମିଟି ତରଫରୁ ଦୃଢ ନିନ୍ଦା କରାଯିବା ସହିତ ଘଟଣାରେ ସମ୍ପୃକ୍ତ…

ଦେଖନ୍ତୁ: ୟୁନିସେଫର ମ୍ୟୁଜିକ୍ ଭିଡିଓରେ ସ୍ଥାନ ପାଇଲା ଓଡିଶା ଛାତ୍ରାଛାତ୍ରୀଙ୍କ ଲୋକନୃତ୍ୟ

ରାୟଗଡା: ରାୟଗଡ ଜିଲ୍ଲା ଭାକୁରଗୁଡା ସ୍ଥିତ ଆଶ୍ରମ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ଵାରା ପରିବେଷିତ ଆଦିବାସୀ ଲୋକନୃତ୍ୟ ୟୁନିସେଫ ମ୍ୟୁଜିକ ଭିଡ଼ିଓରେ ସ୍ଥାନ ପାଇଛି। ୟୁନିସେଫ ମ୍ୟୁଜିକ ଭିଡ଼ିଓ ରେ ଏହାର ଟାଇଟଲ ରଖାଯାଇଛି 'ୱେକଅପ' । ୟୁନାଇଟେଡ଼ ନେସନସ୍ ଏଜେନ୍ସି ଏହାକୁ ନିଜ ସୋସିଆଲ…

କନ୍ଦାଉଛି ପିଆଜ…

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ୱର: ‘ସମୟର ସ୍ୱର’... ପ୍ରାୟତଃ କିଲୋ ପ୍ରତି ୧୨ରୁ ୧୫ ଟଙ୍କା ରହୁଥିବା ପିଆଜ, ଦୀର୍ଘ ଦୁଇ ମାସ ହେବ ଶହେରୁ ଦେଢ଼ ଶହ ଟଙ୍କା ମଧ୍ୟରେ ଉପର ତଳ ହେଉଛି । ହେଲେ ସେଥିରୁ କମିବାର ନା ଧରୁନି । ବିଚରା ଖାଉଟି ମାନେ ପିଆଜ ଲୁହରେ ହନ୍ତସନ୍ତ ହେଲେଣି । ଆମ ଦେଶରେ…

ଉତ୍ତର ଭାରତରେ ଘନକୁହୁଡି: ଜାଣନ୍ତୁ, ଓଡିଶାରୁ କେଉଁ ଟ୍ରେନ୍ ବିଳମ୍ବରେ ଚାଲିବ

ଭୁବନେଶ୍ୱର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡିକୁ ଦୃଷ୍ଟିରେ ରଖି କନେକ୍ଟିଂ ଟ୍ରେନ ବିଳମ୍ବରେ ଚଳାଚଳ କରୁଥିବା ଯୋଗୁଁ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍ ଓ ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରାଯାଇଛି । ପୂର୍ବତଟ ରେଳବାଇ(ଇସିଓଆର)ର…

ପର୍ଯ୍ୟଟନ ମାନଚିତ୍ରରେ ସମ୍ବଲପୁର: ମନ ମୋହୁଛି ପ୍ରାକୃତିକ ଶୋଭାରାଜି….

ସମ୍ବଲପୁରୀ: ଦେଶ ବିଦେଶରେ ସମ୍ବଲପୁର ଜିଲ୍ଲା ତାହାର ସମ୍ବଲପୁରୀ ଶାଢୀ ପାଇଁ ପ୍ରସିଦ୍ଧି ଲାଭ କରିଛି । ସମ୍ବଲପୁର ଜିଲ୍ଲାର ଐତିହାସିକ ପୃଷ୍ଠା ଅନୁଧ୍ୟାନ କଲେ ଏଥିରେ ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର ଦେଶ ପ୍ରତି ଥିବା ଆତ୍ମ ବଳିଦାନର କାହାଣୀ ନିହିତ ଅଛି । ପାମ୍ପେ ରଚିତ ପୁସ୍ତକ…

ଜେଏନୟୁରେ ଛାତ୍ରଙ୍କୁ ଆକ୍ରମଣ ଘଟଣାର ନିନ୍ଦା କଲେ ନବୀନ

ଭୁବନେଶ୍ୱର: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ଗତକାଲି ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖବ୍ୟକ୍ତ କରିଛନ୍ତି । ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) କ୍ୟାମ୍ପସରେ ରବିବାର…

ବିଶ୍ୱର ବୟସ୍କା ମହିଳା ପାଳିଲେ ୧୧୭ତମ ଜନ୍ମଦିବସ !

ଟୋକିଓ: ଜାପାନର କେନ ତନାକା ବିଶ୍ୱର ଜୀବିତ ବୟସ୍କା ମହିଳା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସେ ୧୧୭ତମ ଜନ୍ମଦିନ ଇତି ମଧ୍ୟରେ ପାଳନ କରିଛନ୍ତି । ୨ ଜାନୁୟାରୀ ୧୯୦୩ରେ ଏହି ମହିଳା ଜଣକ ଜନ୍ମ ଗ୍ରହଣ କରିଥିଲେ । ଗତ ବର୍ଷ ସେ ବୟସ୍କା ମହିଳା ଭାବେ ଜିନିଜ ବୁକ୍ ଅଫ ୱାର୍ଲ୍ଡ ରେକର୍ଡରେ…