Latest Odisha News

BREAKING NEWS

ପୁଣି ଆରମ୍ଭ ହେଲା ରାଜାମୌଲୀଙ୍କ ‘RRR‌’ର ସୁଟିଂ

ହାଇଦ୍ରାବାଦ: ପୁଣି ସେଟ୍‌କୁ ଫେରିଲେ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସଦସ୍ୟ । ଆରମ୍ଭ ହେଲା ବାହୁବଳୀ ନିର୍ଦ୍ଦେଶକ ଏସ୍‌ଏସ୍ ରାଜାମୌଲୀଙ୍କ ବିଗ୍ ବଜେଟ୍ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ସୁଟିଂ । କରୋନା ଭାଇରସ୍‌ ଏବଂ ଲକ୍‌ଡାଉନ୍‌ କାରଣରୁ ସୁଟିଂ ବନ୍ଦ ରହିଥିଲା। ଏବେ ପୁଣି ଥରେ ଫିଲ୍ମର ସୁଟିଂ ଆରମ୍ଭ…

ହାଥରସ ଘଟଣାରେ ବଡ ଟ୍ୱିଷ୍ଟ, ଅଭିଯୁକ୍ତ ସହ ଥିଲା ପୀଡିତାଙ୍କ ପରିବାରର ସମ୍ପର୍କ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ହାଥରସ ଘଟଣାରେ ସାମ୍ନାକୁ ଆସିଛି ବଡ ଟ୍ୱିଷ୍ଟ । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତ ବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ ଶହେରୁ ଅଧିକ ଥର ଫୋନରେ କଥାବାର୍ତା…

ହାଥରସ କେସ୍: ଆଜି ରିପୋର୍ଟ ଦେବନି SIT, ମିଳିଲା ଆଉ ୧୦ ଦିନ ସମୟ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ଆଜି ତଦନ୍ତ ରିପୋର୍ଟ ଦାଖଲ କରିବ ନାହିଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବା ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଅଧିକ ୧୦ଦିନ ସମୟ ଦିଆଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏସଆଇଟିକୁ ସମୟ ଦେଇଛନ୍ତି । ହାଥରସ…

ପୁଣି ରାଜଧାନୀରୁ ଧରାପଡିଲା ଚୋରା ବନ୍ଧୁକ, ୨ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ…

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି । ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା । ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ…

ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡାଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ…

୮୯ ବର୍ଷ ବୟସ ପର୍ଯ୍ୟନ୍ତ ଖାଇନଥିଲେ ଭାତ, ଆଉ ତା ପରେ…

କେରଳ: ଭାରତର ଅଧିକାଂଶ ପ୍ରାନ୍ତରେ ଭାତ ହେଉଛି ପ୍ରମୁଖ ଖାଦ୍ୟ । କିଛି ଲୋକ ଭାତକୁ ପ୍ରମୁଖ କିମ୍ବା ଆଂଶିକ ମାତ୍ରାରେ ଖାଦ୍ୟ ରୂପେ ଗ୍ରହଣ କରିବାକୁ ପସନ୍ଦ କରିଥାନ୍ତି । ସେହିଭଳି କେରଳରେ ଦିନକୁ ତିନିଥର ଭାତକୁ ଖାଦ୍ୟ ରୂପେ ଲୋକେ ଗ୍ରହଣ କରିଥାନ୍ତି । ହେଲେ କେରଳ ଭଳି ରାଜ୍ୟରେ ଜଣେ…

ରାଉରକେଲା କଲୁଙ୍ଗା ଶିଳ୍ପାଞ୍ଚଳରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ଲାଗି ମଞ୍ଜୁରୀ, ନିଯୁକ୍ତି ସୁଯୋଗ

ସୁନ୍ଦରଗଡ଼: ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଆଗାମୀ ଦିନରେ ୨୧ଟି ଏମଏସଏମଇ ୟୁନିଟ ପ୍ରତିଷ୍ଠା ହେବ। ଏହି ପ୍ରକଳ୍ପଗୁଡ଼ିକୁ ଜିଲ୍ଲା ସ୍ତରୀୟ ସିଙ୍ଗିଲ ୱିଣ୍ଡୋ ଅନୁମୋଦନ କର୍ତ୍ତୃପକ୍ଷ ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ମଞ୍ଜୁରୀ ଦେଇଛନ୍ତି। ଏହା ଦ୍ୱାରା…