Latest Odisha News

ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି( ଏନସିପି)ର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ଗୁରୁବାର ଦିନ ପରଲୋକ ଘଟିଛି। Senior NCP leader & former MP, DP Tripathi passes away in Delhi after a prolonged illness.…

ପର୍ଯ୍ୟଟନ ମାନଚିତ୍ରରେ ଯାଜପୁର; ପୁରାତନ କୀର୍ତ୍ତିରାଜିର ଗନ୍ତାଘର

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟ କୀର୍ତ୍ତିରାଜି କୁ ନେଇ ଏହି ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କଳାକୃତି ବିଦ୍ୟମାନ । ସାରା ଜିଲ୍ଲାରେ ରହିଛି ଅନେକ…

ଜାଣନ୍ତୁ, କାହିଁକି ପୁରୀ ଶ୍ରୀମନ୍ଦିର ହନୁମାନମୟ !

ପୁରୀ: ଶ୍ରୀରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ । ଶ୍ରୀରାମ ଭକ୍ତମାନେ ଶ୍ରୀଜଗନ୍ନାଥ ଏବଂ ଶ୍ରୀରାମ ଏକ ବୋଲି ମାନନ୍ତି । ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ପୁରୀବାସୀ ହନୁମାନଙ୍କ ଜୟନ୍ତୀ ଓ ଅନ୍ୟ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ହର୍ଷ ଉଲ୍ଲାସରେ ପାଳନ କରନ୍ତି । ମହାବିଷୁବ…

ମୋବାଇଲରେ ଗପି ଗାଡି ଚଳାଇଲେ ବାତିଲ ହେବ ଲାଇସେନ୍ସ !

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଇଥିବା ବେଳେ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମରେ ସାମିଲ ହୋଇଛି ଆଉ ଏକ ନିୟମ । ଏବେ ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଚାଲାଣ କଟିବା ସହ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ…

‘ପୋଲିସ ସେବା ଭବନ’ ନାମରେ ନାମିତ ହେବ ପୋଲିସ ମୁଖ୍ୟାଳୟ’

ଭୁବନେଶ୍ୱର: କମିଶନରେଟ ପୋଲିସକୁ ପୁରିଛି ୧୨ ବର୍ଷ । ଏହି ଅବସରରେ କମିଶନରେଟ ପୋଲିସ ମୁଖ୍ୟାଳୟ ନାମକୁ ବଦଳାଯାଇ 'ପୋଲିସ ସେବା ଭବନ' ନାମରେ ନାମିତ କରାଯିବା ନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ। ଏହି ଅବସରରେ ୩୦୦ ମହିଳାଙ୍କୁ ନେଇ ଡିଜିପି ଅଭୟ ଏସପିଓ ୟୁନିଟର…

ଆଧାର ଲିଙ୍କ ନକଲେ ବନ୍ଦ ହୋଇଯିବ ପେନସନ; ଜାଣନ୍ତୁ କେବେଠୁ

ଭୁବନେଶ୍ୱର: ଓଡିଶା ସରକାର ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନଏସପି) ଓ ମଧୁବାବୁ ପେନସନ ଯୋଜନା (ଏମବିପିୱାଇ) ଅନ୍ତର୍ଗତ ହିତାଧିକାରୀ ମାନେ ଯେପରି ମାର୍ଚ୍ଚ ୧୫ ସୁଦ୍ଧା ନିଜର ଆଧାର ସଂଯୋଗ ସମ୍ପୂର୍ଣ୍ଣ କରନ୍ତି, ସେନେଇ ଜିଲ୍ଲାପାଳଙ୍କୁ ପୁଣିଥରେ ମନେପକାଇ ତାଗିଦ କରିଛନ୍ତି ।…

ଖୁବଶୀଘ୍ର ଟ୍ୱିନସିଟିରେ ହେବ ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍: ଡିଜିପି

ଭୁବନେଶ୍ୱର: ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ ଖୁବଶୀଘ୍ର ୟୁନିଫାଏଡ୍ କଣ୍ଟ୍ରୋଲ୍ ରୁମ୍ (ୟୁସିଆର) ସ୍ଥାପିତ କରାଯିବ ବୋଲି ପୋଲିସ ଡିଜି ଅଭୟ ଗୁରୁବାର ଦିନ କହିଛନ୍ତି । ସହରରେ କମିଶନରେଟ୍ ପୋଲିସର ୧୨ତମ ସ୍ଥାପନା ଦିବସ ସମାରୋହରେ ଡିଜିପି ଏନେଇ କହିଛନ୍ତି । ଏହାବ୍ୟତିତ ଓଡିଶା…

ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ପୁଣ୍ୟତିଥି: ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବ ୧୯୮୭ ମସିହା ଆଜିର ଦିନରେ ପ୍ରାଣତ୍ୟାଗ କରିଥିଲେ । ହରେକୃଷ୍ଣ ମହତାବ ଓଡ଼ିଶାର ଭଦ୍ରକ ଜିଲ୍ଲାର ଆଗରପଡାଠାରେ ୨୧ ନଭେମ୍ବର, ୧୮୯୯ ଜନ୍ମନେଇଥିଲେ । ତାଙ୍କ ପିତାଙ୍କ…

କଳିଙ୍ଗ ନଗର ଗୁଳିକାଣ୍ଡକୁ ପୂରିଲା ୧୪ ବର୍ଷ; ସୁରକ୍ଷା ବ୍ୟବସ୍ଥା କଡାକଡି

କଳିଙ୍ଗନଗର: ଯାଜପୁର ଜିଲ୍ଲା ଅନ୍ତର୍ଗତ ଚମ୍ପାକୋଇଲିର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଦିବାସୀ ସମ୍ପ୍ରଦାୟର ‘ବିସ୍ଥାପନ ବିରୋଧି ଜନମଞ୍ଚ’ କଳିଙ୍ଗନଗର ଗୁଳିକାଣ୍ଡର ୧୪ ବର୍ଷ ପୂର୍ତ୍ତିକୁ ‘ସହୀଦ ସ୍ମୃତି ଦିବସ’ ଭାବେ ପାଳନ କରୁଅଛି । ଏହାକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କରିବାକୁ ଯାଇ ଫସିଲେ ଅଗ୍ନିଶମ କର୍ମଚାରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଉଦ୍ୟୋଗ ନଗର ଅନ୍ତର୍ଗତ ପୀରଗଡଠାରେ ଥିବା ଏକ ବ୍ୟାଟେରୀ କାରଖାନାରେ ଗୁରୁବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ଆସିଥିବା ଦମକଳ ବାହିନୀ ନିଜେ ଫସିଯାଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…