ଜାଣନ୍ତୁ, କ’ଣ କହୁଛି ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ
କାନପୁର: ଉତ୍ତରପ୍ରଦେଶ କାନପୁରର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟ ସୋମବାର ଦିନ ସାମନାକୁ ଆସିଛି ।
ପୋଷ୍ଟମର୍ଟମ ରିପୋର୍ଟ ଅନୁଯାୟୀ ବିକାଶ ଶରୀରରେ ପାଖାପାଖି ୧୦ଟି କ୍ଷତ ସ୍ଥାନ ସୃଷ୍ଟି ହୋଇଥିଲା । ଯେଉଁଥିରେ ଗୁଳି ବାଜିବାରୁ ୬ଟି ଜାଗାରେ ଆଘାତ ଲାଗିଥିଲା…