Latest Odisha News

BREAKING NEWS

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ,…

ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ୩ୟ ଦିନ; ନନ୍ଦୋତ୍ସବ ଲାଗି ଉତ୍ସବମୁଖର ଗୋପପୁର

ବରଗଡ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଆଜି ହେଉଛି ୩ୟ ଦିନ । ଏହି ଅବସରରେ କୃଷ୍ଣ ଭଗବାନଙ୍କ ଜନ୍ମକୁ ନେଇ ଗୋପପରୁରେ ଧୁମଧାମର ନନ୍ଦୋତ୍ସବ ପାଳିତ ହେଉଛି । ଏଥିସହିତ କୃଷ୍ଣ ପ୍ରେମମୟ ଗୋପପରୁ ଫୁଲ ଚନ୍ଦନରେ ମଧୁମୟ ହୋଇଉଠିଛି । ଏପରିକି ଯଶୋଦାଙ୍କ ଅଲିଅଳ କୃଷ୍ଣ ଝୁଲଣାରେ ଝୁଲି ଝୁଲି…

ଶ୍ରୀ ଜଗନ୍ନାଥ ଓ ଲିଙ୍ଗରାଜ ମନ୍ଦିର ପରେ ମୁକ୍ତେଶ୍ୱରର ହେବ ସୌନ୍ଦର୍ଯ୍ୟକରଣ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭିକେ ପାଣ୍ଡିଆନ୍ ଶୁକ୍ରବାର ଭୋର ସମୟରେ ରାଜଧାନୀର ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଏକାମ୍ର କ୍ଷେତ୍ର ଯୋଜନାରେ ପୁନରୁଦ୍ଧାର ତଥା ସଂରକ୍ଷଣ କାର୍ଯ୍ୟର ସମୀକ୍ଷା କରିଥିଲେ ।…

ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି । ନିରଞ୍ଜନ ସେଠୀ ଓଡିଶା ସୂଚନା ସେବା (ଓଆଇଏସ) କ୍ୟାଡରର ଅଧିକାରୀ ହୋଇଥିବା ବେଳେ…

୬କୋଟି ହିତାଧିକାରୀଙ୍କୁ ପିଏମ କିସାନର ତୃତୀୟ କିସ୍ତିରେ ୨ହଜାର ଟଙ୍କା ସହାୟତା

ତୁମୁକ: ଗୁରୁବାର କର୍ଣ୍ଣାଟକର ତୁମକୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତିଶୀଳ ଚାଷୀମାନଙ୍କୁ କୃଷିମନ୍ତ୍ରୀଙ୍କ କୃଷି କର୍ମଣ ପୁରସ୍କାର ଏବଂ ବିଭିନ୍ନ ରାଜ୍ୟକୁ ପ୍ରଶଂସାମୂଳକ ପୁରସ୍କାର ପ୍ରଦାନ କରିଛନ୍ତି । ସେ ମଧ୍ୟ ଡିସେମ୍ବର ୨୦୧୯ରୁ…

ବସ-ଟ୍ରକ୍ ମୁହାଁମୁହିଁ ଧକ୍କା; ୨ ମୃତ ଓ  ୩୦ ଗୁରୁତର

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ ନଂ ଜାତୀୟ ରାଜପଥ ନିକଟ ବନ୍ତ ଛକ ଠାରେ ଏକ ଯାତ୍ରୀବାହି ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ଜଣଙ୍କର   ମୃତ୍ୟୁ ଘଟିବା ସହ ୩୦ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ଏକ ଉତ୍ସବ ସାରି ପ୍ରାୟ ୫୦ ଜଣ ବସ ଯୋଗେ ଧାମନଗର…

ଜାତୀୟ କଳା ଉତ୍ସବରେ ୪ ଓଡ଼ିଆଶିଳ୍ପୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ଆସାନସୋଲଠାରେ ଜାତୀୟ କଳା ଉତ୍ସବରେ ଓଡ଼ିଶାର ଧଉଳିରୁ କଳା ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଚିତ୍ରଶିଳ୍ପୀ ପଞ୍ଚାନନ ସାମଲଙ୍କୁ ଚିତ୍ରକଳା କ୍ଷେତ୍ରରେ ଆନ୍ତର୍ଜାତିୟ ଖ୍ୟାତି ଅର୍ଜନ ତଥା ଆଜୀବନ ନିରବଚ୍ଛିନ୍ନ କଳାସାଧନା ପାଇଁ ‘ଭାରତ କଳାରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି ।…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୦୩-୦୧-୨୦୨୦ ଶୁକ୍ରବାର *-ଜ୍ଯୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ଜାନୁୟାରୀ ତା ୦୩ ରିଖ ଶୁକ୍ରବାର ଧନୁ ୧୯ ଦିନ ପୌଷ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର…

ଓଡିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ: ଭ୍ରମଣ ସହ ନିଅନ୍ତୁ ବଣଭୋଜିର ମଜ୍ଜା..

ଭୁବନେଶ୍ୱର: ନୂତନ ବର୍ଷ ଭାବେ ୨୦୨୦ ମସିହାର ଆଗମନ ହୋଇଛି । ଯାହାଫଳରେ ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୯ ମସିହାକୁ ବିଦାୟ ଦେବା ସହିତ ନୂତନ ବର୍ଷର ଭରପୂର ମଜା ନେଉଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା ପରିବାର ବର୍ଗଙ୍କ ସହ ମଉଜ ମଜଲିସ କରିବା ପାଇଁ ଭ୍ରମଣରେ…

ବାରିପଦାରେ ଉଦ୍ଧାର ହେଲା ବିରଳ ପ୍ରଜାତିର କଙ୍କଡା; ୧ ଗିରଫ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବନ ବିଭାଗ ପକ୍ଷରୁ ବାରିପଦା ସହରସ୍ଥିତ ଷ୍ଟେସନ ବଜାର ସାପ୍ତାହିକ ହାଟରୁ ଗୁରୁବାର ଦିନ ୧୪ଟି ସ।।ମୁଦ୍ରିକ ବିରଳ ପ୍ରଜାତିର କଙ୍କଡ଼ା ଉଦ୍ଧାର ହୋଇଛି । ମିଳିଥିବା ସୂଚନାନୁଯାୟୀ, ପୂର୍ବତନ ବନ୍ୟପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହି ବିରଳ କଙ୍କଡ଼ା…