ଭୁବନେଶ୍ୱର ଡିସିପି ଭାବେ ଆଜି ଦାୟିତ୍ୱ ନେବେ ଆଇପିଏସ ଉମାଶଙ୍କର ଦାସ
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ନୂଆ ଡିସିପି ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରିବେ ୨୦୦୮ ବ୍ୟାଚ୍ର ଆଇପିଏସ୍ ଡ. ଉମାଶଙ୍କର ଦାସ। ଉମାଶଙ୍କର ଏହା ପୂର୍ବରୁ ପୁରୀ ଏସ୍ପି ଭାବେ କାର୍ଯ୍ୟ କରୁଥିଲେ।
କମିସନରେଟ୍ ପୁଲିସର ମୁଖ୍ୟାଳୟରେ ଡ. ଦାସ ଭୁବନେଶ୍ବର ଡିସିପି ଭାବେ ଦାୟିତ୍ବ…