ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ହେଲେ ନିରଞ୍ଜନ ସେଠୀ
ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ତଥା ଯୁଗ୍ମ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ନିରଞ୍ଜନ ସେଠୀଙ୍କର ନିର୍ଦ୍ଦେଶକ(ବୈଷୟିକ) ପଦବୀକୁ ପଦନ୍ନୋତି ହୋଇଛି ।
ନିରଞ୍ଜନ ସେଠୀ ଓଡିଶା ସୂଚନା ସେବା (ଓଆଇଏସ) କ୍ୟାଡରର ଅଧିକାରୀ ହୋଇଥିବା ବେଳେ…