Latest Odisha News

BREAKING NEWS

ସଫଳତା ଦିଗରେ ‘କୋଭାକ୍ସିନ୍‌’: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ରୋଗୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଆରମ୍ଭ ହୋଇଛି ଭାରତର ସ୍ୱଦେଶୀ କରୋନା ଟିକାର ମାନବ ପରୀକ୍ଷଣ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥମନ୍ତ୍ରୀ ହର୍ଷବର୍ଦ୍ଧନ । ଭ୍ୟାକ୍‌ସିନ୍ ତିଆରି ପ୍ରକ୍ରିୟାରେ ମିଳିଛି ସକାରାତ୍ମକ ସଂକେତ…

ରାଜସ୍ଥାନ ରାଜନୀତି: ବିଟିପିର ୨ ବିଧାୟକଙ୍କ ୟୁଟର୍ଣ୍ଣ

ଜୟପୁର: ରାଜସ୍ଥାନ ରାଜନୀତିରେ ପ୍ରତ୍ୟେକ ଦିନ ନୂଆ ଡ୍ରାମା ଦେଖିବାକୁ ମିଳିଛି । କଂଗ୍ରେସ ସରକାରଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ଭାରତୀୟ ଟ୍ରାଇବାଲ ପାର୍ଟିର ୨ ବିଧାୟକ ୟୁ ଟର୍ଣ୍ଣ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରିବେ ବୋଲି ଶନିବାର କହିଛନ୍ତିି । ଗେହଲଟ…

ସୁଟିଂ ଆରମ୍ଭ ନ ହେଉଣୁ ଅଘଟଣ, କୁମକୁମ୍ ଭାଗ୍ୟ ସେଟ୍‌ରେ ଅଗ୍ନିକାଣ୍ଡ !

ମୁମ୍ବାଇ: କୁମ୍‌କୁମ୍ ଭାଗ୍ୟ ସୁଟିଂ ସେଟ୍‌ରେ ଲାଗିଲା ନିଆଁ । ମାତ୍ର କିଛି ଦିନ ପୂ୍‌ର୍ବରୁ ଆରମ୍ଭ ହୋଇଥିଲା ସୁଟିଂ । ପ୍ରଥମେ କରୋନା ଟେନ୍‌ସନ୍‌ ଆଉ ଏବେ ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ । ସୋସିଆଲ୍ ମିଡିଆରେ ସୁଟିଂ ସେଟ୍‌ର ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । …

ଫିଜିକାଲ ଭେରିଫିକେଶନରେ ଜଣା ପଡିଲା ଲଦ୍ଦାଖରେ ଏବେ ମଧ୍ୟ ଚୀନ ସେନା ଅଛନ୍ତି

ନୂଆଦିଲ୍ଲୀ: ଚୀନ ତାର ପ୍ରକୃତି ଛାଡି ପାରୁ ନାହିଁ । ଶନିବାର ଭାରତୀୟ ସେନା ଲଦ୍ଦାଖ ସୀମାରେ ଫିଜିକାଲ ଭେରିଫିକେଶନ କରିବା ପରେ ଜାଣିପାରିଛି ଏବେ ମଧ୍ୟ ବିବାଦୀୟ ସ୍ଥଳୀ ଗୁଡିକରେ ଚୀନ ସେନା ରହିଛନ୍ତି । ହଟ ସ୍ପ୍ରିଙ୍ଗ, ପେଙ୍ଗଗ ସୋ, ଡେପସଙ୍ଗ ପ୍ଲେନ୍ସ ଏରିଆ, ଫିଙ୍ଗର ୪ ଏବଂ ୫ର କେତେକ…

ନିଆରା ପଦକ୍ଷେପ, ମୂଖ୍ୟ ଧାରାକୁ ଫେରିବା ପାଇଁ ଏକେ-୪୭ ବନ୍ଧୁକ ବଦଳରେ ଡାକୁଙ୍କୁ ଦିଆଯିବ ଗାଈ

ଜଫରା: ନାଇଜେରିଆ ସରକାର ଜଫରା ଅଂଚଳର ଡାକୁମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିଆରା ପ୍ରସ୍ତାବ ଦେଇଛନ୍ତି । ଏହା ଅନୁସାରେ ଡାକୁମାନଙ୍କୁ କୁହାଯାଇଛି ତୁମେ ଯଦି ଏକେ-୪୭ ବନ୍ଧୁକ ସହ ଆତ୍ମସମର୍ପଣ କରିବ, ତାହେଲେ ଜୀବିକା ନିର୍ବାହ ପାଇଁ ସରକାରଙ୍କ ପକ୍ଷରୁ ଗାଈ ଦିଆଯିବ । ଏଠାକାର…

ପୁରୀ ବଡଦାଣ୍ଡ, ହେମନ୍ତ ଦାସ ଓ କେହିଜଣେ ସିନେମା ପ୍ରେମୀ ରିକ୍ସାବାଲା

କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ - ବାବୁ ତୁ କ’ଣ ଆଉ ସିନେମାରେ କାମ କରୁନୁ ? - ନାଇଁରେ, ମୁଁ ବୁଢ଼ା ହୋଇଗଲିଣି ତ, ସେଥିପାଇଁ ସେମାନେ ମୋତେ ଆଉ ଖୋଜୁନାହାନ୍ତି । ଯା’ହେଉ, ତୁ ମୋତେ ମନେରଖିଛୁ । ପ୍ରାୟ ପନ୍ଦର ବର୍ଷ ତଳେ ପୁରୀ ବଡ଼ଦାଣ୍ଡରେ ଜଣେ ରିକ୍ସାବାଲା ଓ…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୬୦୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଂଟା ମଧ୍ୟରେ ସଂକ୍ରମିତଙ୍କ ତୁଳନା ବଢ଼ିଲା ସୁସ୍ଥ ହାର । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କେରଳରେ ଗୋଷ୍ଠୀ ସଂକ୍ରମଣ !

ଥିରୁଭନନ୍ତପୁରମ: ସାରା ଦେଶକୁ କଲବଲ କରୁଛି କିଲର ଭାଇରାସ କରୋନା । ଚାରିଆଡେ କୋଭିଡ-୧୯ ତା’ର କାୟା ବିସ୍ତାର କରିଛି । ଏହାରି ଭିତରେ ଏକ ଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କେରଳର କିଛି ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି ।…

ଆସନ୍ତୁ ଜାଣିବା ହରଭଜନ କାହିଁକି ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ କହିଲେ

ମୋହାଲୀ: ଭାରତର ଲୋକପ୍ରିୟ ସ୍ପିନର ହରଭଜନ ସିଂ ତାଙ୍କ ନାମ ଖେଳ ରତ୍ନ ପୁରସ୍କାର ନୋମିନେଶନରୁ ପ୍ରତ୍ୟାହାର କରିବା ପାଇଁ ପଂଜାବ ସରକାରଙ୍କୁ ଅନୁରୋଧ କରିଥିଲେ । ପରେ ପଂଜାବ ସରକାର ଏହି ପୁରସ୍କାର ପାଇଁ ହରଭଜନ ନାମ ପ୍ରତ୍ୟାହାର କରିଥିଲେ । ଏହି ସମ୍ମାନଜନକ ପୁରସ୍କାର ପାଇଁ ଗତ ୩ ବର୍ଷର…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…