ପାରିବାରିକ କଳହରୁ ବାପାକୁ ହତ୍ୟା କଲେ ଦୁଇଝିଅ ଓ ମାଆ
ଅନୁଗୁଳ: ସମଲ ଥାନା ସିଲିଂ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପାରିବାରିକ କଳହକୁ କେନ୍ଦ୍ର କରି ମା ଓ ଦୁଇ ଝିଅ ମିଶି ବାପାଙ୍କୁ ହତ୍ୟା କରିଛନ୍ତି ।
ଗାଁର ସୁନନ୍ଦ ପ୍ରଧାନଙ୍କର ଘରେ କୌଣସି କାରଣରୁ ଝଗଡା ଲାଗିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ତାଙ୍କୁ…