Latest Odisha News

BREAKING NEWS

ଭଦ୍ରକରେ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୭ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି। ଏସମ୍ପର୍କରେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଭଦ୍ରକ ପ୍ରଶାସନ। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୨ ଜଣ…

ସଲମାନଙ୍କ ପାଇଁ ଏକତାଙ୍କ ସହ କଣ୍ଟ୍ରାକ୍ଟ ଭାଙ୍ଗିଲେ ଗୌତମ ଗୁଲାଟୀ !

ମୁମ୍ବାଇ: ବଲିଉଡର ଭାଇଜାନ ସଲମାନଙ୍କ ପାଇଁ ବିଗବସ ବିଜେତା ଗୌତମ ଗୁଲାଟୀଙ୍କ ବଡ ନିଷ୍ପତ୍ତି । ଏକତା କାପୁରଙ୍କଠାରୁ ତିନିତିନୋଟି ଫିଲ୍ମର ଅଫର ପାଇଥିଲେ ବି ଶେଷରେ ସଲମାନଙ୍କ ପାଇଁ ସେ ବାଲାଜୀ ମୋଶନ ପିକ୍ଚର୍ସ ସହ କଣ୍ଟ୍ରାକ୍ଟ ଭାଙ୍ଗିଛନ୍ତି । ତୁଝ୍ ସଙ୍ଗ୍ ପ୍ରୀତ ଲଗାୟେ ସଜନା ଓ…

୩୨ ବର୍ଷ ପରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌

ଲଣ୍ଡନ:ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ଆରମ୍ଭ ହେବ । ଇଂଲଣ୍ଡ ଅପେକ୍ଷା ଏହି ସିରିଜ ଏବେ ୱେଷ୍ଟଇଣ୍ଡିଜ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ପ୍ରଥମ ଟେଷ୍ଟ ୱେଷ୍ଟଇଣ୍ଡିଜ ୪ ଉଇକେଟରେ ବିଜୟ ହାସଲ କରିଛି । ଏହି ମ୍ୟାଚ ଜିତିଗଲେ ୩୨ ବର୍ଷ ପରେ ଇଂଲଣ୍ଡ…

ସଂକ୍ରମଣ ଭୟ: ଗଛ ତଳେ ଚାଲିଛି କ୍ୟାନ୍ସର ଚିକିତ୍ସା !

କଟକ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଅଫ୍ କ୍ୟାନସର ହସ୍ପିଟାଲରେ ପଜିଟିଭ ଚିହ୍ନଟ କର୍କଟ ରୋଗୀଙ୍କୁ ଡାକ୍ତରଖାନା ପରିସରରେ ଥିବା ଏକ ଗଛ ମୂଳରେ ଚିକିତ୍ସା କରାଯାଉଛି । ପୂର୍ବରୁ କରୋନା ରୋଗୀଙ୍କ ଠାରୁ ସଂକ୍ରମିତ ହୋଇ ଏଠାରେ…

ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ଜଳମଗ୍ନ କାଜିରଙ୍ଗ ଅଭୟାରଣ୍ୟ

ଗୌହାଟୀ: ଆସାମରେ କ୍ରମାଗତ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ବ୍ରହ୍ମପୁତ୍ର ନଦୀ ସ୍ତର ବୃଦ୍ଧି ପାଇଛି । ଯାହାଫଳରେ ବନ୍ୟା ସ୍ଥିତି ଉପୁଜିବା ସହ ପ୍ରାୟ ୩୦ଟି ଜିଲ୍ଲାରେ ପ୍ରବେଶ କରିଛି। ଏହି ବନ୍ୟା ଯୋଗୁଁ ଆସାମରେ ପାଖାପାଖି ୪୮ ଲକ୍ଷରୁ ଅଧିକ ଜନଜୀବନ ପ୍ରଭାବିତ ହୋଇଛି । ଏପରିକି…

କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ବନ୍ଦ ହେଲା ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ 

ବ୍ରହ୍ମପୁର: କିଛି କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ (ବିଏମସି) କୁ ୧୪ ଦିନ ପାଇଁ ବନ୍ଦ ରଖାଯାଇଛି । ବିଏମସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସୂଚନା ଅନୁଯାୟୀ, କିଛି କର୍ମଚାରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବା ପରେ କୋଭିଡ…

ଗଞ୍ଜାମ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ କରୋନା କେସ୍

ଗଞ୍ଜାମ: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩୭…

ଭୀମସାରରୁ ଆଉ ଚାରି ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ସମ୍ୱଲପୁର: ବୁର୍ଲା ଭୀମସାରରୁ ପୁଣି ବାହାରିଛନ୍ତି ଚାରି ଜଣ କରୋନା ସଂକ୍ରମିତ । ସମସ୍ତ ଆକ୍ରାନ୍ତ କରୋନା ଯୋଦ୍ଧା । ଏମାନଙ୍କ ଭିତରେ ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳା ଅଛନ୍ତି । ସମ୍ୱଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି । ପୂର୍ବରୁ ଭୀମସାରରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ…

୩ କରୋନା ଯୋଦ୍ଧାଙ୍କ ସହ ସୁନ୍ଦରଗଡରେ ୧୦ ପଜିଟିଭ ଚିହ୍ନଟ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ। ପ୍ରାପ୍ତ ସୂଚନାନୁଯାୟୀ ଏହି ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ…

ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ଗସ୍ତ କରିବେ ରାଜନାଥ

ନୂଆଦିଲ୍ଲୀ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଆସନ୍ତାକାଲି ଓ ୧୮ ତାରିଖରେ ଜମ୍ମୁ କଶ୍ମୀର ଓ ଲଦାଖର ଫରଓ୍ୱାର୍ଡ ଏରିଆ ପରିଦର୍ଶନ କରିବେ । ତାଙ୍କ ସହ ଯିବେ ସ୍ଥଳସେନା ମୁଖ୍ୟ ଏମ. ଏମ. ନର୍ଭାଣେ । ଇଷ୍ଟର୍ଣ୍ଣ ଲଦାଖଲରେ ସୁରକ୍ଷା…