Latest Odisha News

BREAKING NEWS

ନ୍ୟୁ ସେଡାନ୍ ହୋଣ୍ଡା ସିଟି କାର ଲଞ୍ଚ, ୫୦୦୦ ଟଙ୍କାରୁ ବୁକିଂ ଆରମ୍ଭ

ନୂଆଦିଲ୍ଲୀ: ଲକଡାଉନ୍ ପରେ ସମସ୍ତ କାର ନିର୍ମାତା ବର୍ତ୍ତମାନ ବଜାରରେ ନିଜର ନୂଆ ଗାଡି ଲଞ୍ଚ କରିବା ଆରମ୍ଭ କରିଛନ୍ତି। ଏହି କ୍ରମରେ, କାର ନିର୍ମାତା ହୋଣ୍ଡା ଏହାର ପଞ୍ଚମ ପିଢ଼ି ୨୦୨୦ ହୋଣ୍ଡା ସିଟି ମଡେଲ ଲଞ୍ଚ କରିଛି | ସେଡାନ ସେଗମେଣ୍ଟରେ ନିଜର ଥିବା ହୋଣ୍ଡା ସିଟି ପାଇଁ ବୁକିଂ ମଧ୍ୟ…

୪ ଜିଲ୍ଲା ଓ ରାଉରକେଲା ସହର ୧୪ ଦିନ ସମ୍ପୂର୍ଣ୍ଣ ଲକଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଛି କରୋନା । ଏଥିପାଇଁ କରୋନା ମୁକାବଇଲା ଲାଗି ରାଜ୍ୟ ସରକାର ନୂଆ ଗାଇଡାଲଇନ୍ ଜାରି କରିଛନ୍ତି । ଖୋର୍ଦ୍ଧା, କଟକ, ଗଂଜାମ, ଯାଜପୁର ଓ ରାଉରକେଲା ମୁନିସିପାଲଟି କର୍ପୋରେସନ୍‌କୁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ଶୁ୍‌କ୍ରବାର ରାତି ୪ରୁ…

ୟୁଟ୍ୟୁବରେ ଏବେ ଏଚଡ଼ି ଭିଡିଓ ଦେଖିପାରିବେ, ଲକଡାଉନ୍ ରେ ବନ୍ଦ ହୋଥିଲା ଏହି ସୁବିଧା

ନୂଆଦିଲ୍ଲୀ: ମାର୍ଚ୍ଚଠାରୁ ଲକଡାଉନ୍ ସମୟରେ ୟୁଟ୍ୟୁବ୍, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମ ପରି ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମ ଦ୍ୱାରା ହାଇ-ଡେଫିନେସନ୍ (ଏଚଡ଼ି ) ଷ୍ଟ୍ରିମିଂ ବନ୍ଦ ହୋଇଯାଇଥିଲା। ଇଣ୍ଟରନେଟ୍ ବ୍ୟବହାର ହ୍ରାସ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିବାବେଳେ ବର୍ତ୍ତମାନ…

ଷ୍ଟାଇଲିସ୍ ଡିଜାଇନ୍ ଇୟରବଡ Vivo TWS Neo ଲଞ୍ଚ, ମିଳିବ ଜବରଦସ୍ତ ବ୍ୟାଟେରୀ ବ୍ୟାକଅପ୍

ନୂଆଦିଲ୍ଲୀ: ଭିଭୋଙ୍କର ପ୍ରଥମ ଟ୍ରୁ ୱେୟାରଲେସ ଇୟରବଡ ଭାରତରେ ଲଞ୍ଚ । କମ୍ପାନୀ ଏହାର ଭିଭୋ ଏକ୍ସ୫୦ ସିରିଜ୍ ସହିତ ଏହାର ଟ୍ରୁ ୱେୟାରଲେସ ଇୟରବଡ Vivo TWS Neo ଲଞ୍ଚ କରିଛି | ବୃହତ ୧୪.୨ ମିମି ଅଡିଓ ଡ୍ରାଇଭର ସହିତ ଏହି ଇୟରବଡଗୁଡିକ ଲଞ୍ଚ କରାଯାଇଛି | ଏହି ଟ୍ରୁ ୱେୟାରଲେସ…

କୁଶୀନଗରରେ ଶୌଚାଳୟ ନ ଥିବାରୁ ଗାଁ ଛାଡିଲେ ୧୬ ବୋହୂ

କୁଶୀନଗର: ଉତରପ୍ରଦେଶର କୁଶୀନଗରରେ ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା ସରକାରଙ୍କ ଉଦ୍ୟମ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରିପୋର୍ଟ ମୁତାବକ ଏଠାକାର ପଡରାନା ବ୍ଲକର ଭରପାଟିଆ ଅଂଚଳରେ ଗୋଟିଏ ମାସ ମଧ୍ୟରେ ୧୬ ବୋହୂ ଗାଁ ଛାଡିଲେଣି । ସବୁ ସମୟରେ ଏପରି କି ବର୍ଷା ଦିନେ ବାହାରକୁ ଶୌଚ…

୨୦ରୁ ରାଜ୍ୟରେ ମିଳିବ ଟେଲିମେଡିସିନ୍ ସେବା

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ଟେଲି ମେଡିସିନ୍ ସେବା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ଏହି ସେବା ମିଳିବ । କରୋନା ଯୋଗୁଁ ସାଧାରଣ ରୋଗୀ ହସ୍ପିଟାଲ ଯାଇପାରୁନଥିବାରୁ ରାଜ୍ୟ ସରକାର ଏପରି ବ୍ୟବସ୍ଥା କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ…

ସାଓମି ଟିଭି ଷ୍ଟିକ୍ ଲଞ୍ଚ, ସାଧାରଣ ଏଲଇଡ଼ି/ଏଲସିଡ଼ି ଟିଭିଗୁଡ଼ିକୁ ସ୍ମାର୍ଟ ଟିଭି  କରିବାରେ ସକ୍ଷମ ହେବ

ନୂଆଦିଲ୍ଲୀ: ଚାଇନାର ସ୍ମାର୍ଟଫୋନ୍ ନିର୍ମାତା ସାଓମି ଏହାର ଫାୟାର ଟିଭି ଷ୍ଟିକ୍ ମି ଟିଭି ଷ୍ଟିକ୍ ଲଞ୍ଚ କରିଛି। ଆଣ୍ଡ୍ରଏଡ୍ ଟିଭି ପ୍ଲାଟଫର୍ମରେ ଚାଲୁଥିବା ଏହି ଟିଭି ଷ୍ଟିକ୍ ମାଧ୍ୟମରେ ଯେକୌଣସି  ସାଧାରଣ ଏଲଇଡ଼ି କିମ୍ବା ଏଲସିଡ଼ି ଟିଭି ସ୍ମାର୍ଟ ଟିଭିରେ ପରିଣତ ହୋଇପାରିବ | ଏହି ଫାୟାର…

ମିଳିଲା ଦ୍ୱିତୀୟ କନସୁଲାର ଆସେସ୍‌, କୂଲଭୂଷଣଙ୍କୁ ଭେଟିଲେ ଭାରତୀୟ ଦୂତାବାସର ୨ ଅଧିକାରୀ

ଭୁବନେଶ୍ୱର: ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ନାଗରିକ କୂଲଭୂଷଣ ଯାଦବଙ୍କୁ ମିଳିଛି ଦ୍ୱିତୀୟ କନସୁଲାର ଆସେସ୍ । ଇସଲାମାବାଦ୍ ତାଙ୍କୁ ଦ୍ୱିତୀୟ ଥର ପାଇଁ କନ୍‌ସୁଲାର ଆସେସ ଯୋଗଇ ଦେଇଛନ୍ତି । କୂଟନୈତିକ ଅନୁମତି ମିଳିବା ପରେ କୁଳଭୂଷଣ ଯାଦବଙ୍କୁ ସାକ୍ଷାତ କରିଛନ୍ତି ଭାରତୀୟ…

ଚୀନ ଆପ ବ୍ୟାନର ପ୍ରଭାବ, ପେଡି ପୁଟୁଲି ବାନ୍ଧିବା ଆରମ୍ଭ କଲା ଆଲିବାବା

ନୂଆଦିଲ୍ଲୀ: ଭାରତ ସରକାର ୫୯ ଚୀନ ଆପ ବ୍ୟାନ କରିବା ପ୍ରଭାବ ପକାଇବା ଆରମ୍ଭ କରିଛି । ଇ-କମର୍ସ କମ୍ପାନୀ ଆଲିବାବା ଭାରତରୁ ପେଡି ପୁଟୁଳି ବାନ୍ଧିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ୟୁସି ବ୍ରାଉଜର, ଭିମେଟ୍ ଓ ୟୁଜି ନ୍ୟୁଜର କାରୋବାର ଭାରତରେ ଏକପ୍ରକାର ବନ୍ଦ ହୋଇଯାଇଛି । କମ୍ପାନୀ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୪୦୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୦୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୦୧ ଜଣଙ୍କ ମଧ୍ୟରୁ ଯାଜପୁରରୁ ୯୮, ୮୪ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୬, ୩୬ ଜଣ ଗଜପତି, ୧୭ ଜଣ…