Latest Odisha News

BREAKING NEWS

ଲତା ମଙ୍ଗେସକରଙ୍କ ପ୍ରଶଂସାରେ ଭାବ ପ୍ରବଣ ହୋଇ ପଡିଲେ ହ୍ରିତିକ

ମୁମ୍ବାଇ: ରୋଶନଲାଲ ନାଗରଥଙ୍କ ଜନ୍ମଦିବସ ଅବସରରେ ମହାନ ଗାୟିକା ଲତା ମଙ୍ଗେସକରଙ୍କ ତାଙ୍କ ସ୍ମୃତିଚାରଣ କରିବା ସହ ଟୁଇଟ କରିଥିଲେ । ସୂଚନାଯୋଗ୍ୟ, ବଲିଉଡର ଷ୍ଟାର ହ୍ରିତିକ ରୋଶନଙ୍କ ଜେଜେ ବାପା ହେଲେ ରୋଶନଲାଲ । ଲତା ତାଙ୍କ ଟୁଇଟରେ ଲେଖିଥିଲେ ନମସ୍ମାର । ଆଜି ମହାନ ସଙ୍ଗୀତକାର…

ତିରୁପତି ମନ୍ଦିରରେ ପଶିଲା କରୋନା; ୧୪ ପୂଜକ ସଂକ୍ରମିତ

ତିରୁମାଲା: କରୋନା ଭାଇରସ ସଂକ୍ରମଣ ଚାରିଆଡେ କାୟା ବିସ୍ତାର କରି ଚାଲିଛି । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସବୁଠି କରୋନା ପ୍ରବେଶ କରିଥିବା ବେଳେ ତିରୁପତି ମନ୍ଦିରର ୧୪ ପୂଜକ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର…

କେଶ ପାଇଁ ଦେଶୀ ଘିଅ !

ଭୁବନେଶ୍ୱର: ପ୍ରାୟ ସମସ୍ତେ ଘିଅର ବ୍ୟବହାର ଖାଦ୍ୟରେ ଓ ପୂଜା ସାମଗ୍ରୀରେ କରିଥିବେ କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଆୟୁର୍ବେଦରେ ଘିଅର ଏହି ଚତ୍ମକାରୀ ଉପକାରିତା ବିଷୟରେ ଅନେକ ଲେଖା ରହିଛି । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଘିଅର ଆବଶ୍ୟକତା ଅନେକ…

ମୋତେ ମାଇ ଲର୍ଡ ନ କହି ସାର୍ କୁହ କହି ଚର୍ଚ୍ଚାରେ କୋଲକାତା ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ

କୋଲକାତା:କୋଲକାତା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ମାନ୍ୟବର ଟିବିଏନ ରାଧାକ୍ରିଷ୍ଣନ ଏବେ ଚର୍ଚ୍ଚାରେ । କଣ ପାଇଁ ସେ ଏବେ ଚର୍ଚ୍ଚାରେ ଆସନ୍ତୁ ଜାଣିବା । ପ୍ରାୟତଃ ମୁଖ୍ୟ ବିଚାରପତିଙ୍କୁ ମାଇ ଲର୍ଡ କିମ୍ବା ଲର୍ଡଶିପ୍ କହି ନ୍ୟାୟିକ ଅଧିକାରୀମାନେ ସମ୍ବୋଦ୍ଧିତ କରିଥାନ୍ତି । ମାତ୍ର…

ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ହିସାବ ଦେଲେ ସରକାର

ଭୁବନେଶ୍ୱର: ଓଡ଼ିଶା ଆଥଲେଟ ଦୂତୀ ଚାନ୍ଦଙ୍କୁ କେତେ ଟଙ୍କା ଦିଆଯାଇଛି ତାହାର ହିସାବ ଦେଇଛନ୍ତି ସରକାର । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଦୂତୀଙ୍କୁ ମିଳିଥିବା ସହାୟତା ନେଇ ଆର୍ଥିକ ବିବରଣୀ ଦେଇଛନ୍ତି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା…

ସୁଶାନ୍ତ ସିଂରାଜପୁତ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ କରିବାକୁ ଅମିତ ଶାହଙ୍କୁ ନିବେଦନ କଲେ ରେହା ଚକ୍ରବର୍ତ୍ତୀ

ବଲିଉଡ ଅଭିନେତ୍ରୀ ତଥା ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରେହା ଚକ୍ରବର୍ତ୍ତୀ ଏହି ଘଟଣାରେ ସିବିଆଇ ତଦନ୍ତ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି । Respected @AmitShah sir , I’m sushants Singh Rajputs girlfriend Rhea…

ସୁନ୍ଦର ଚିତ୍ରକଳାରେ ସଜେଇ ହେଉଛି ସିଲଭରସିଟି କଟକ

ସିଲଭରସିଟି କୁ ସରସ ସୁନ୍ଦର କରିବା ପାଇଁ କଟକ ମହାନଗର ନିଗମର ଅଭିନବ ପ୍ରୟାସ । କଟକ ସହରର ବିଭିନ୍ନ ଫ୍ଲାଇ ଓଭର ଗୁଡିକରେ କଟକ ଓ ଓଡ଼ିଶାର ସଂସ୍କୃତି କୁ ଚିତ୍ରିତ କରାଯାଉଛି। ଭାଇଚାରାର ସହର କଟକ କୁ ସବୁବେଳେ ସୁନ୍ଦର କରିବା ପାଇଁ କଟକିଆ ମାନେ ସବୁବେଳେ ଦାବି କରି ଆସିଛନ୍ତି। ଏହି…

ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ; ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ଆନ୍ଧ୍ର-ଓଡିଶା ସୀମାନ୍ତରେ ଗୁରୁବାର ଦିନ ମାଓବାଦୀ ଓ ସୁରୁକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ସକାଳେ ଆନ୍ଧ୍ର-ଓଡିଶା ସୀମା ସ୍ୱାଭିମାନ ଅଞ୍ଚଳର ଗୁରସେତୁ ଠାରେ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା ।…

ସିଲଭରସିଟିର ଗୋଲଡେନ ମ୍ୟାନଙ୍କ ମୁହଁରେ ୧୦୦ ଗ୍ରାମର ସୁନା ମାସ୍କ

କଟକ: ସାରା ବିଶ୍ୱକୁ କବଳିତ କରିଛି କରୋନା । ମହାମାରୀ କରୋନା ପାଇଁ ଚାରିଆଡେ ହା ହା କାର । କୋଭିଡ-୧୯ରୁ ବଂଚିବା ପାଇଁ ଏକମାତ୍ର ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାନିଟାଇଜ କରିବା । ଏଥିପାଇଁ ବଜାରରେ ଭଳି କି ଭଳି ମାସ୍କ ବିକ୍ରି ହେଉଛି । ଏବେ ବିଭିନ୍ନ ଡାଜାଇନର ମାସ୍କ ଟ୍ରେଣ୍ଡରେ…

ସଚିନଙ୍କୁ ଆହୁରି କରିବାକୁ ପଡିବ ଅପେକ୍ଷା, ଶୁଣାଣି ସ୍ଥଗିତ ରଖିଲେ ବିଚାରପତି

ନୂଆଦିଲ୍ଲୀ: ସଚିନ ପାଇଲଟ କରିଥିବା ଆବେଦର ଶୁଣାଣି ସ୍ଥିଗିତ । ରାଜସ୍ଥାନ ହାଇକୋର୍ଟ ବିଚାରପତି ଏହାକୁ ସ୍ଥିଗିତ ରଖିଛନ୍ତି । ଆସନ୍ତାକାଲି ଏହାର ଶୁଣାଣି ହେବ । ରାଜସ୍ଥାନ ବିଧାନସଭାର ବାଚସ୍ପତି ସି. ପି. ଯୋଶୀ ଜାରି କରିଥିବା ଅଯୋଗ୍ୟତା ନୋଟିସ୍‌କୁ ବିରୋଧ କରି ସଚିନ ପାଇଲଟ ଅନ୍ୟ…