Latest Odisha News

BREAKING NEWS

ଡୋପ ଟେଷ୍ଟରେ ବିଫଳ ହେଲେ ସୀମା !

ବିଶାଖାପାଟଣା: ଭାରତୀୟ ମହିଳା ଭାରୋତ୍ତଳନକାରୀ ସୀମା ଡୋପ ଟେଷ୍ଟରେ ବିଫଳ ହୋଇ ଭାରତ ପାଇଁ କଳଙ୍କ ଆଣିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୭ ରୌପ୍ୟ ପଦକ ବିଜେତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଥିଲା । ନ୍ୟାଶନାଲ ଆଟିଂ ଡୋପିଂ ଏଜେନ୍ସି (ନାଡା) ତାଙ୍କ ଉପରେ ୪ ବର୍ଷର…

ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟକୁ କ୍ୱାଲିଫାଏ କଲେ ବକ୍ସିଂ କୁଇନ୍ ମେରୀ କମ୍; ଜାଣନ୍ତୁ, କାହିଁକି…

ଭୁବନେଶ୍ୱର: ମହିଳା ବକ୍ସିଂ ଟୋକିଓ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଭାରତର ଷ୍ଟାର ବକ୍ସର ମେରୀ କମ୍ ୫୧ କେଜି ବିଭାଗରେ ନିଖିତ ଜରୀନଙ୍କୁ ପରାସ୍ତ କରିଛନ୍ତି ।  ୬ ଥର ବିଶ୍ୱ ଚାମ୍ପିୟନ ମେରୀକମ ତାଙ୍କ ବିପକ୍ଷରେ ମୁକାବିଲା କରନ୍ତୁ ବୋଲି ଜରୀନ କହିଥିଲେ । ମେରୀକମ୍ ଏଥିନେଇ…

ରତ୍ନସିଂହାସନରେ ଶ୍ରୀଜଗନ୍ନାଥ: ଜାଣନ୍ତୁ, କାହିଁକି ଦର୍ଶନ କଲେ ଧୋଇଯାଏ ସବୁ ପାପ !

ପୁରୀ: ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କଲେ ସବୁ ଜନ୍ମର ପାପ ଧୋଇ ହୋଇଯାଏ । ସେଥିପାଇଁ ପୁରୀକୁ ଭକ୍ତ ଓ ଶ୍ରଦ୍ଧାଳୁ ମାଡି ଆସିଥାନ୍ତି । ଆସନ୍ତୁ ଜାଣିବା ଆଶ୍ଚର୍ଯ୍ୟଜନକ ରତ୍ନ ସିଂହାସନ ସମ୍ପର୍କରେ କିଛି ରୋଚକ ତଥ୍ୟ । ଶ୍ରୀମନ୍ଦିର…

୨୦୨୦ ଟ୍ରମ୍ପ ଓ ପୁତିନଙ୍କ ପାଇଁ ବିପଦପୂର୍ଣ୍ଣ ହେବ: ବାବା ଭ୍ୟାଙ୍ଗା

ବୁଲଗେରିଆର ନେତ୍ରହୀନ ବାବା ଭ୍ୟାଙ୍ଗା ୨୦୨୦ ନେଇ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିସାରିଛନ୍ତି । ଏହା ପୂର୍ବରୁ ଏହି ବାବା ୯/୧୧ ଏବଂ ଅନେକ ସଠିକ୍ ଭବିଷ୍ୟବାଣୀ କରିଥିଲେ । ୟୁରୋପ ଉପରେ ମୁସଲିମ ଚରମପନ୍ଥୀ ରାସାୟନିକ ଆକ୍ରମଣ କରିବେ ବୋଲି ସେ କହିଥିଲେ । ୮୫ ବର୍ଷ ବୟସରେ ୧୯୯୬ରେ ଏହି…

ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର

ମାଲକାନଗିରି: ମାଲକାନଗିରିର ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଦେବନାରାୟଣ ପଣ୍ଡାଙ୍କ ମୃତଦେହକୁ ଶନିବାର ଦିନ ପୋଲିସ ଏସତୀଗୁଡା ଡ୍ୟାମରୁ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଶ୍ରୀ ପଣ୍ଡା ଘରକୁ ନଫେରିବାରୁ ତାଙ୍କ ପତ୍ନୀ ଶୁକ୍ରବାର ରାତିରେ ଏନେଇ ଥାନାରେ ଏକ ମାମଲା ରୁଜୁ…

ଆଜିଠୁ ସବୁଦିନ ଚଳାଚଳ କରିବ ରାଜ୍ୟରାଣୀ ଏକ୍ସପ୍ରେସ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଯାତ୍ରୀମାନଙ୍କର ସୁବିଧା ସୁଯୋଗ ପାଇଁ ରେଳବାଇ ପକ୍ଷରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଦୈନିକ ତଥା ସପ୍ତାହ ଯାକ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି । ରେଲୱେର ସୂଚନାନୁଯାୟୀ ୨୮.୧୨.୧୯ରିଖ ତଥା ଶନିବାର ଠାରୁ ଏହି ଟ୍ରେନ୍…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି, ସୋନପୁରରେ ପାରଦ ୪ ଡିଗ୍ରି ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶନିବାର ଦିନ ସୋନପୁରରେ ତାପମାତ୍ରା ୪ ଡିଗ୍ରୀ ସେଲସିୟସକୁ ହ୍ରାସ ପାଇଛି । ଏଭଳି ସ୍ଥିତି ଜାନୁଆରୀ ୧ ତାରିଖ ଯାଏଁ ଜାରି ରହିବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନାନୁଯାୟୀ ଆଭ୍ୟନ୍ତରୀଣ ଜିଲ୍ଲାରେ ଶନିବାର…

ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ; ଜାଳିଦେଲେ ୩ ଗାଡି

ରାୟଗଡା: ରାୟଗଡା ଜିଲ୍ଲାର ମୁନିଗୁଡାରେ ରାସ୍ତା କାମକୁ ବିରୋଧ କରି ମାଓବାଦୀମାନେ ଲଙ୍କାକାଣ୍ଡ ଭିଆଇବା ସହ ପାଖାପାଖି ୩ଟି ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଶରଧାପୁର-ଥୁଆପାଡିକୁ ସଂଯୋଗ କରୁଥିବା ରାସ୍ତାକାମକୁ ବିରୋଧ…

ଜାନୁଆରୀ ୧ରୁ ଶ୍ରମ ମନ୍ତ୍ରାଳୟ ଲାଗୁ କରିବ ପେନସନ ‘କମ୍ୟୁଟେସନ’ ସୁବିଧା

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭାବିଷ୍ୟନିଧି ସଂଗଠନ (ଇପିଏଫଓ) ର କର୍ମଚାରୀ ପେନସନ ଯୋଜନା ରେ ପେନସନ ରାଶୀ ରେ ଏକକ ଆଂଶିକ ରାଶୀ କାଢ଼ିବା ବା 'କମ୍ୟୁଟେସନ' ର ସୁବିଧା ଆସନ୍ତା ଜାନୁୟାରୀ ଠାରୁ ଏହି ସୁବିଧା ମିଳିବ | ଏହି ପଦକ୍ଷେପ ଦ୍ୱାରା ୬.୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ |…

ଭାରତର ୧୨୫ କୋଟି ଲୋକଙ୍କ ପାଖରେ ରହିଛି ଆଧାର କାର୍ଡ

ନୂଆଦିଲ୍ଲୀ: ବର୍ଷ ୨୦୧୯ର ଶେଷରେ ଆଧାର ତିଆରିରେ ନୂଆ ଉପଲବ୍ଧି ଆସିଛି | ଏବେ ଭାରତର ୧୨୫ କୋଟି ଲୋକ ନିଜର ଆଧାର ତିଆରି କରିସାରିଲେଣି | ଏଥିରେ ଛୁଆ, ବୃଦ୍ଧବୃଦ୍ଧା ଓ ଯୁବକ ସାମିଲ ଅଛନ୍ତି | ୟୁନିକ ଆଇଡେଣ୍ଟି ଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଘୋଷଣା କରିଛି ଯେ ୧.୨୫ ବିଲିଅନ…