Latest Odisha News

BREAKING NEWS

ବାରିପଦାରେ ଧରାପଡ଼ିଲା ବଡ଼ ଧରଣର ସେକ୍ସ ର‌୍ୟାକେଟ୍; ୩୦ ଯୁବକ-ଯୁବତୀ ଅଟକ !

ବାରିପଦା: ବାରିପଦାରେ ଶନିବାର ଦିନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ବହୁଦିନରୁ ସହର ମଧ୍ୟରେ ଚାଲି ଆସୁଥିବା ଏକ ସେକ୍ସ ର‌୍ୟାକେଟକୁ ଠାବ କରି ଏହି ଅଭିଯୋଗରେ ୧୫ ଯୁବକ ଓ ୧୫ ଯୁବତୀଙ୍କୁ ପୋଲିସ ଧରି ଅଟକ ରଖିଛିି । ଏହି ଲଜ ମଧ୍ୟରେ ୧୫ ଜଣ ଯୁବତୀ ଅନୈତିକ ଦେହ ବେବସାୟରେ ଲିପ୍ତ…

ଜାଣନ୍ତୁ କାହିଁକି ହଳଦିଆ ରଙ୍ଗର ହୋଇଥାଏ ସ୍କୁଲବସ୍…

ଭୁବନେଶ୍ୱର: ରାସ୍ତାରେ ଅନେକ ବସ ଯାଉଥିବା ଆମେ ପ୍ରତିଦିନ ଦେଖିଥିବେ । ତେବେ ପିଲାଙ୍କୁ ନେଇ ଯାଉଥିବ ବାସ୍ ଗୁଡିକର ରଙ୍ଗ ସାଧାରଣତଃ ହଳଦିଆ ହୋଇଥାଏ । କେବେ ଲକ୍ଷ କରିଛନ୍ତି କି? ତେବେ କଣ ଏହାର କାରଣ ? କାହିଁକି ସ୍କୁଲ ବସ ଗୁଡିକର ରଙ୍ଗ ହଳଦିଆ ହୋଇଥାଏ ଜାଣନ୍ତୁ... ଏହା ପଛରେ…

ଶୀତଦିନିଆ କଅଁଳ ଖରାର ଉପକାରିତା ସମ୍ପର୍କରେ ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନରେ ସକାଳୁ ସକାଳୁ ଉଠି କଁଅଳ ଖରାରେ ବସିବାକୁ ସମସ୍ତଙ୍କୁ ଭଲ ଲାଗେ । ତେବେ ଶରୀରକୁ ଭଲ ଲାଗୁଥିବା ଏହି ଅଭ୍ୟାସ ଯେ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଶିତଦିନିଆ ସକାଳିଆ ନରମ ଖରା ଆମ ଦେହକୁ ସ୍ପର୍ଶ କଲେ ଦେହରେ…

ଶୀତଦିନରେ ଏହିସବୁ ଖାଦ୍ୟ ଆପଣଙ୍କୁ ରଖିବ ରୋଗମୁକ୍ତ !

ଭୁବନେଶ୍ୱର: ଶୀତଦିନ ଆରମ୍ଭ ହେବା ମାତ୍ରେ ନାନାଦି ସଂକ୍ରମଣ ଜନିତ ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଇଥାଏ। ଋତୁ ପରିବର୍ତ୍ତନର ପ୍ରଭାବ ସର୍ବପ୍ରଥମେ ଛୋଟ ପିଲା ଏବଂ ବୟସ୍କମାନଙ୍କ ଉପରେ ପଡ଼ିଥାଏ। ତେବେ ଏସବୁରୁ ବଞ୍ଚିବା ପାଇଁ ଏବଂ ଶୀତ ଋତୁରେ ଫିଟ୍ ଓ ସୁସ୍ଥ ରହିବା ପାଇଁ ଆପଣଙ୍କୁ କିଛି…

ରାହୁଲ୍ ଦ୍ରାବିଡ଼ଙ୍କ ପୁଅ ୧୪ ବର୍ଷରୁ କମ୍ କ୍ରିକେଟରେ କଲେ କମାଲ୍ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା 'ଦି ୱାଲ' ଭାବେ ପରିଚିତ ରାହୁଲ ଡ୍ରାଭିଡଙ୍କ ପୁତ୍ର ସମିତ ୧୪ ବର୍ଷରୁ କମ୍ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ଧାରବାଡ ଜୋନ ବିପକ୍ଷରେ ଅଲରାଉଣ୍ଡ ପ୍ରଦର୍ଶନ କରିଛନ୍ତି।…

ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ ତାରିଖ ୨୦୨୦ରେ ରାଜଧାନୀର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ ପ୍ୟାରେଡ୍ ଉତ୍ସବ । ‘ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ’ର ସ୍ଥାନ ଅପରିବର୍ତ୍ତିତ ରହିବା ସହିତ ପୂର୍ବ ଭଳି ଏହା ପାଳିତ ହେବ ବୋଲି ଶୁକ୍ରବାର…

ଶୀତଦିନେ ମେଥି ଶାଗର ଉପକାରିତା…

ଭୁବନେଶ୍ୱର: ଶୀତଋତୁ ଆରମ୍ଭରୁ ବଜାରରେ ବିଭିନ୍ନ ପ୍ରକାର ତଟକା ପନିପରିବା ଦେଖିବାକୁ ମିଳେ । ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଉପକାରୀ । ଶୀତ ଋତୁରେ ବଜାରରେ ସବୁଜ ପନିପରିବା ସହ ନାନା ରକମର ଶାଗ ମିଳିଥାଏ । ଏହା ମଧ୍ୟରେ ମେଥି ଶାଗ ଅନ୍ୟତମ । ମେଥିରେ ବହୁ ଔଷଧୀୟ ଗୁଣ ଭାରି ରହିଥାଏ ।…

ଭିଜିଲାନ୍ସ ଜାଲରେ ଫସିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶନିବାର ଦିନ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ଭିଜିଲାନ୍ସ ଜାଲରେ ଫସିଥିବା ସମ୍ପୃକ୍ତ ଅଧିକାରୀ ଜଣକ ହେଉଛନ୍ତି…

ଭାଇରାଲ୍ ହେଲା ମମତାଙ୍କ ‘କ୍ୟା କ୍ୟା ଛି ଛି’ ଭିଡ଼ିଓ; ସମ୍ବିତ୍ ପାତ୍ର ଟ୍ୱିଟ୍ କଲେ ‘ଦି ଦି ଛି ଛି’ !

କୋଲକାତା: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଏବେ ଦେଶବ୍ୟାପୀ ବିରୋଧୀଦଳ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଅଭିନବ ଢଙ୍ଗରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେ ସିଏଏ କୁ କ୍ୟା କ୍ୟା ଛି ଛି…

ଓଡିଶାରୁ ୨ ବାଳିକା ପାଇବେ ‘ଜାତୀୟ ସାହସିକତା ପୁରସ୍କାର’

ଭୁବନେଶ୍ୱର: ସାହସିକତା ଲାଗି କେନ୍ଦ୍ରାପଡା ଜିଲ୍ଲାର ଦୁଇ ଭଉଣୀ ପାଇବେ ୨୦୧୯ ବର୍ଷର ଚାଇଲ୍ଡ ୱେଲଫେୟାର୍ ନ୍ୟାସନାଲ୍ ବ୍ରାଭେରି ଆୱାର୍ଡ । ଏହି ୨ ଭଉଣୀ ହେଲେ କେନ୍ଦ୍ରାପଡା ଜିଲ୍ଲାର ପୂର୍ଣ୍ଣିମା ଗିରି ଓ ସସ୍ମିତା ଗିରି । ସେମାନଙ୍କୁ ସିସିଡବ୍ଲ୍ୟୁ ଜାତୀୟ ସାହସିକତା…