Latest Odisha News

BREAKING NEWS

ରାଜ୍ୟ ତଥା ଦେଶ ପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଅବଦାନ ଅତୁଳନୀୟ !

ଭୁବନେଶ୍ୱର: ନବ ଉତ୍କଳର ନିର୍ମାତା ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ କେବଳ ଓଡିଶାର ନୁହଁନ୍ତି, ସେ ସମଗ୍ର ଭାରତ ବର୍ଷ ପାଇଁ ଗୁଣଗ୍ରାହୀ ବ୍ୟକ୍ତିତ୍ୱ ଥିଲେ । ଓଡିଆ, ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା, ରାଜ୍ୟ ତଥା ଦେଶ ପାଇଁ ତାଙ୍କର ଅତୁଳନୀୟ ଅବଦାନ ରହିଥିଲା ବୋଲି ଆଜି ସଂଧ୍ୟାରେ…

ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ପ୍ରାପ୍ତ ହେଲା ନୂଆ କୃଷିନୀତି

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂଆ କୃଷିନୀତି (ସମୃଦ୍ଧି) ୨୦୧୯ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ରାଜ୍ୟ ଲୋକସେବା ଭବନରେ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକ ଶେଷରେ ମୁଖ୍ୟ ଶାସନ ସଚିବ…

ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ୩ୟ ସନ୍ଧ୍ୟା; ନାଟକ ପରିବେଷଣ ଓ ରୋମାଣ୍ଟିକ୍‌ ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କର ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଜନତା ମଇଦାନଠାରେ ଡିସେମ୍ବର ୧୫ ତାରିଖଠାରୁ ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଆରମ୍ଭ ହୋଇଛି । ଆଜି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ନିତେନ ଚନ୍ଦ୍ର ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିବା ସହ…

ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିନ୍ଧାଇଲେ ପିଆଜ-ରସୁଣ ମାଳ !

ବାରାଣସୀ: ଦେଶରେ ପିଆଜ ରସୁଣର ଅହେତୁକ ଦରବୃଦ୍ଧିକୁ ବିରୋଧ କରି ବିଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ନିକଟ ବାରାଣସୀରେ ଏକ ବିବାହ ଉତ୍ସବରେ ଫୁଲମାଳ ସହ ବର-ବଧୂ ପରସ୍ପରକୁ ପିଆଜ ଓ ରସୁଣର ମାଳ ପିନ୍ଧାଇଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ବିବାହରେ ସାମିଲ ହୋଇଥିବା…

ଅଙ୍ଗଦାନ କରି ୬ ଜଣଙ୍କୁ ନୂଆ ଜୀବନ ଦେଇଥିବା ସୂରଜ ସେଠୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର: କିଛିମାସ ତଳେ ସୁରଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ପୁଅ ସୂରଜ ସେଠୀ ଅଙ୍ଗଦାନ କରି ନିଜ ମୃତ୍ୟୁ ପରେ ମଧ୍ୟ ୬ ଜଣଙ୍କ ଜୀବନ ବଞ୍ଚାଇ ପାରିଥିଲେ । ପୁଅ ମରିଯାଇଥିଲେ ମଧ୍ୟ ୬ ଟି ଜୀବନରେ ନୂଆ ପ୍ରାଣ ଭରି ଦେଇଥିବାରୁ ତାଙ୍କୁ ନେଇ ବେଶ୍…

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ-ବିପି ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ: ୫,୫୦୦ ସ୍ଥାନକୁ ସଂପ୍ରସାରିତ ହେବ…

ମୁମ୍ବାଇ: ଏକ ନୂତନ ଭାରତୀୟ ଇନ୍ଧନ ଓ ଗମନାଗମନ ଯୌଥ ଉଦ୍ୟୋଗ ସ୍ଥାପନ କରିବା ଲାଗି ବିପି ଓ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ) ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏନେଇ ଗତ ଅକ୍ଟୋବର ମାସରେ ଦୁଇ କମ୍ପାନୀ ମଧ୍ୟରେ ପ୍ରାରମ୍ଭିକ ରାଜିନାମା ହୋଇଥିଲା ।…

ମୁମ୍ବାଇରେ ୧୦ ତାଲା କୋଠାରେ ଭୟାବହ ଅଗ୍ନିକାଣ୍ଡ; ଉଦ୍ଧାର କାର୍ଯ୍ୟ ଜାରି

ମୁମ୍ବାଇ: ମାୟାନଗରୀ ମୁମ୍ବାଇର ପୂର୍ବ ଘାଟକପର ଅଞ୍ଚଳରେ ଥିବା ଏକ ୧୦ ମହଲା ବିଶିଷ୍ଟ ଆବାସିକ କୋଠାରେ ମଙ୍ଗଳବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜାତୀୟ ଗଣମାଧ୍ୟମ ଏନଡିଟିଭିର ଏକ ରିପୋର୍ଟରେ ପ୍ରକାଶ । Mumbai: Fire breaks out on the 5th floor of a building in…

ଆସନ୍ତା ଫେବୃଆରୀରୁ ଏହିସବୁ ଫୋନରେ ବନ୍ଦ ହୋଇଯିବ ହ୍ୱାଟସଆପ୍ ସେବା !

ଭୁବନେଶ୍ୱର: ଆସନ୍ତା ୨୦୨୦ ଫେବୃଆରୀରୁ ଆପଣଙ୍କ ଫୋନରୁ ବନ୍ଦ ହୋଇ ଯାଇପାରେ ହ୍ୱାଟସଆପ୍ ସେବା । ଅଫିସିଆଲ ହ୍ୱାଟସଅପ ବ୍ଲଗରେ ଏନେଇ ସ୍ପଷ୍ଟ ସୂଚନା ଦିଆଯାଇଛି । କମ୍ପାନୀ ପକ୍ଷରୁ ଜାରି ନୋଟିସ ଅନୁସାରେ, ପୂରୁଣା ମଡେଲ ସ୍ମାର୍ଟ ଫୋନରୁ ହ୍ୱାଟସଆପ୍ କାମ କରିବା ବନ୍ଦ ହୋଇପାରେ । ଏନେଇ…

ପର୍ଯ୍ୟଟକଙ୍କ ଲାଗି ଖୁସି ଖବର; ଶିମିଳିପାଳ ଓ ସାତକୋଶିଆରେ ହେବ ଜଙ୍ଗଲ ସଫାରୀ !

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟରେ ଜଙ୍ଗଲ ସଫାରୀ ଆରମ୍ଭ ହେଉଥିବା ଓଡ଼ିଶା ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମିଳିଥିବା ସୂଚନାନୁଯାୟୀ, ଏହି ସ୍ଥାନର ଗୁଡ଼ଗୁଡ଼ି ଓ ଦେବସ୍ଥଳୀ ମଧ୍ୟରେ ଥିବା ୨୫ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ ଏହି ଜଙ୍ଗଲ ସଫାରୀ ନିର୍ମିତ…

ସେଲଫି ନେଲା ଜୀବନ; ୨ ଦିନ ପରେ ନଦୀରୁ ଉଦ୍ଧାର ହେଲା କଲେଜ ଛାତ୍ରୀଙ୍କ ମୃତଦେହ !

ଯାଜପୁର: ସେଲଫି ଯୋଗୁଁ ପୂର୍ବରୁ ଅନେକ ଜୀବନ ହାନି ଘଟିଥିଲେ ମଧ୍ୟ ଚେତୁ ନାହାନ୍ତି ଯୁବ ବର୍ଗ । ଏହି ସେଲଫିକୁ ନେଇ ଯାଜପୁରରେ ଖେଳି ଯାଇଛି ଚାଞ୍ଚଲ୍ୟ । ନଈ କୂଳରେ ସେଲଫି ଉଠାଇବା ହେଲା କାଳ । ନଈ ପାଣିରେ ବୁଡି ୧୭ ବର୍ଷୀୟା କଲେଜ ପଢୁଆ ଯୁବତୀ ମୃତ । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା…