Latest Odisha News

BREAKING NEWS

ଆରମ୍ଭ ହେଲା ପୌଷମାସ; କ’ଣ କରିବା ଉଚିତ୍ ଓ ଅନୁଚିତ, ଜାଣନ୍ତୁ…

ଭୁବନେଶ୍ୱର: ପବିତ୍ର ଧନୁସଂକ୍ରାନ୍ତି ଠାରୁ ଆରମ୍ଭ ହୁଏ ପୌଷମାସ । ପୌଷ ମାସରେ ହେମନ୍ତ ଋତୁ ପ୍ରଭାବରୁ ଶୀତ ପଡିଥାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଏହି ମାସରେ ସୂର୍ଯ୍ୟଦେବଙ୍କ ୧୧ଟି କିରଣ ମନୁଷ୍ୟ ଶରୀରରେ ଆରୋଗ୍ୟତା ଓ ଉର୍ଜା ପ୍ରଦାନ କରିଥାଏ । ମାତ୍ର ଆମ ହିନ୍ଦୁଶାସ୍ତ୍ର ଅନୁଯାୟୀ ଏହି…

ପୁରୀ, ଭୁବନେଶ୍ୱର ଓ ନୟାଗଡରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର, ନୟାଗଡ ଓ ପୁରୀ ଜିଲ୍ଲାରେ ସୋମବାର ଦିନ ତଥା ଡିସେମ୍ବର ୧୬ ତାରିଖରେ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ସରାବରାହ ବନ୍ଦ ରହିବା ନେଇ ସେସୁ ପକ୍ଷରୁ ଘୋଷଣା କରାଯାଇଛି । ମରାମତି ଜନିତ କାର୍ଯ୍ୟ ଲାଗି ଉକ୍ତ ଅଞ୍ଚଳ ଗୁଡିକରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବନ୍ଦ…

ଆଜିଠାରୁ ବ୍ୟାଙ୍କ ଉପଭୋକ୍ତା ପାଇପାରିବେ କେଉଁ ସବୁ ସୁବିଧା, ଜାଣନ୍ତୁ…

ଭୁବନେଶ୍ୱର: ଆରବିଆଇର ନିର୍ଦେଶ ଅନୁସାରେ ଆଜିଠାରୁ ବ୍ୟାଙ୍କ କଷ୍ଟମର୍ସକୁ କୌଣସି ଦିନ ଓ କୌଣସି ସମୟରେ ଏନଇଏଫଟି ଦ୍ୱାରା ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବାର ସୁବିଧା ମିଳିବ | କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ କହିଥିଲା ଯେ, ୧୬ ଡ଼ିସେମ୍ବରରୁ ବ୍ୟାଙ୍କ ନିଜର ଉପଭୋକ୍ତାଙ୍କୁ…

ଝାଡଖଣ୍ଡ ୪ର୍ଥ ପର୍ଯ୍ୟାୟ ନିର୍ବାଚନ: କଡା ସୁରକ୍ଷା ମଧ୍ୟରେ ୧୫ ଆସନ ଲାଗି ମତଦାନ ଜାରି

ରାଞ୍ଚି: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ୪ର୍ଥ ପର୍ଯ୍ୟାୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି ୪ର୍ଥ ପର୍ଯ୍ୟାୟରେ ୧୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଡ଼ା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ଆଜି ଯେଉଁସବୁ ବିଧାନସଭା ନିର୍ବାଚନ ମଣ୍ଡଳିରେ ଭୋଟଗ୍ରହଣ…

ଆଜି ଝାଡ଼ଖଣ୍ଡରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ; ବିଜେପିର ୨ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା

ଋାଞ୍ଚି: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ସୋମବାର ଦିନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ଭୋଟରମାନେ ମତଦାନ କେନ୍ଦ୍ର ଗୁଡ଼ିକରେ ଲମ୍ବା ଲାଇନ ଲଗାଇ ଭୋଟଦାନ ଜାରି ରଖିଛନ୍ତି । झारखंड विधानसभा चुनाव 2019 के चौथे चरण में 15 सीटों के लिए आज मतदान होगा।…

ଜାଣନ୍ତୁ କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୬-୧୨-୨୦୧୯ ସୋମବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଡିସେମ୍ବର ତା ୧୬ ରିଖ ସୋମବାର ଧନୁ ୦୧ ଦିନ ପୌଷ ମାସ କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଘାତ ବାର-:…

କିସ୍ ଛାତ୍ରଛାତ୍ରୀ ଜିତିଲେ ସୈନିକ ସ୍କୁଲ ଓ ଓଏମସି ବିଜୁ ମିନି ମାରାଥନ

ସୈନିକସ୍କୁଲ ଓ ଓଡିଶା ଖଣିନିଗମ ମିଳିତ ସହଯୋଗରେ ବିଜୁ ସ୍ମୃତି ତଥା ଫିଟ୍ ଇଂଡ଼ିଆ ଗଣଦୌଡ଼ର ଆୟୋଜିତ ହୋଇଯାଇଛି । ଓଡିଶାର ପ୍ରବାଦ ପୁରୁଷ ଏବଂ ସୈନିକସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୧୦୨ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଏହା ଆୟୋଜିତ ହୋଇଯାଇଛି । ଏହି ଗଣଦୌଡ଼ରେ…

ଦୁନିଆର ସବୁଠାରୁ ସୁରକ୍ଷିତ ଘର, ପରମାଣୁ ଭେଦ କରିପାରିବ ନାହିଁ !

ସମସ୍ତେ ଏକ ମଜଭୁତ ଓ ସୁରକ୍ଷିତ ଘରେ ବାସ କରିବା ପାଇଁ ଚାହାଁନ୍ତି । ଏଭଳି ସୁରକ୍ଷିତ ଘର କରିବା ପାଇଁ ପୋଲାଣ୍ଡର ଜନୈକ ବ୍ୟକ୍ତି ସ୍ଥାନୀୟ ଆର୍କିଟେଚର କମ୍ପାନୀର ମୁଖ୍ୟ କେଡବ୍ଲ୍ୟୁକେ ପ୍ରୋମ୍ସଙ୍କୁ ଦାୟିତ୍ୱ ଦେଇଥିଲେ । ପ୍ରୋମ୍ସ ଏହାକୁ ଆଖି ଆଗରେ ରଖି ଏପରି ଏକ ଘର ନିର୍ମାଣ କଲେ ଯାହା…

ରକ୍ତହୀନତା ରୋଗରେ ପୀଡ଼ିତ ଥିଲେ ଆପଣାନ୍ତୁ ଏହି ଦିବ୍ୟ ମହୋଷଧି !

ଭୁବନେଶ୍ୱର: ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ତଥା ନିଜର ଯତ୍ନ ନେବାରେ ଯୁବପିଢୀ ଖୁବ କମ ସମୟ ଦେଉଛନ୍ତି । ଯାହାର ଫଳ ସ୍ୱରୂପ ନିହାତି ଛୋଟ ବୟସରୁ ଶରୀରରେ ରକ୍ତହୀନତା ସମସ୍ୟା ପରିଲିକ୍ଷିତ ହେଉଛି । ଏଥିରୁ ମୁକ୍ତି ପାଇବା ନିମନ୍ତେ ଆଜି ଆମେ ଆପଣଙ୍କୁ ଏକ ସରଳ ଉପଚାର…

ଧନୁ ସଂକ୍ରାନ୍ତିରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ମିଳିନପାରେ ଅବଢ଼ା !

ଭୁବନେଶ୍ୱର: ସୋମବାର(ଆସନ୍ତାକାଲି) ଧନୁ ସଂକ୍ରାନ୍ତି ହୋଇଥିବା କାରଣରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ସବୁବର୍ଷ ପରି ଏହିବର୍ଷ ମଧ୍ୟ ସକାଳୁ ଅବଢ଼ା ମିଳିବା ପାଇଁ ବିଧି ରହିଛି । ଏଥିପାଇଁ ମନ୍ଦିର ପ୍ରଶାସନ ମଧ୍ୟ ପ୍ରସ୍ତୁତି ଚଳାଇଛି। ମିଳିଥିବା ସୂଚନା ଅନୁଯାୟୀ , ଏହାର ପୂର୍ବପ୍ରସ୍ତୁତି…