Latest Odisha News

BREAKING NEWS

ସୋସିଆଲ ମିଡିଆରେ ଓଡ଼ିଶାବାସୀଙ୍କୁ ନବୀନ ପଚାରିଲେ ଏହି ପ୍ରଶ୍ନ !

ଭୁବନେଶ୍ୱର: ଜଗନ୍ନାଥ ଧାମ ପୁରୀକୁ ବିଶ୍ୱ ଐତିହରେ ସାମିଲ କରିବାରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ଯୋଜନା ଖାଲି ପୁରୀ ସହରରେ ସୀମିତ ରହି ଯାଇଛି ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀକୁ ବିଶ୍ୱ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ କରିବାରେ ଓଡିଶା…

ନାଟକୀୟ ମୋଡ ନେଲା ବରଗଡ଼ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କ ନିଖୋଜ ଘଟଣା

ଭୁବନେଶ୍ୱର: ବରଗଡ ଜିଲ୍ଲାରେ ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ନିଖୋଜ ଘଟଣା ରବିବାର ଦିନ ନୂଆମୋଡ ନେଇଛି । ୭ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ନିଖୋଜ ୨ ସଦସ୍ୟା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ସେମାନଙ୍କୁ ଅପହରଣ କରାଯାଇଥିବା ନେଇ ବିଜେପି ଯେଉଁ ଅଭିଯୋଗ କରିଛି, ତାହା…

ନିର୍ଭୟା ମାମଲାରେ ଦୋଷୀକୁ ଫାଶୀ ଦେବା ପାଇଁ ଇଚ୍ଛୁକ ଶୁଟର ବର୍ତିକା; ରକ୍ତରେ ଲେଖିଲେ ଚିଠି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ଅନ୍ତର୍ଜାତୀୟ ମହିଳା ଶୁଟର ବର୍ତିକା ସିଂ ଦାବି କରିଛନ୍ତି । ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିକଟକୁ ଏନେଇ ଏକ ରକ୍ତଭିଜା ଚିଠି ଲେଖି ପଠାଇଛନ୍ତି । ଉକ୍ତ ଚିଠିରେ ସେ…

ମାଲକାନଗିରି ଜିଲ୍ଲାରେ ଶିକ୍ଷକ କ୍ଲଷ୍ଟର; ଡିସେମ୍ବର ୧୮ରେ ହେବ ଶିଳାନ୍ୟାସ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧୮ ତାରିଖରେ ଓଡିଶା ସରକାର ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଶିକ୍ଷକ କ୍ଲଷ୍ଟରର ଶିଳାନ୍ୟାସ କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରବିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଏହି ନୂତନ ଶିକ୍ଷକ କ୍ଲଷ୍ଟରରେ ପ୍ରଥମ…

ଡିସେମ୍ବରରେ ହେବ ରାଜ୍ୟ ବିଜେପି ସଭାପତି ନିର୍ବାଚନ: ଅରୁଣ ସିଂହ

ଭୁବନେଶ୍ୱର: ଚଳିତ ଡିସେମ୍ବର ମାସରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବରିଷ୍ଠ ବିଜେପି ନେତା ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ରବିବାର ଦିନ ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ଦଳରେ କିଏ ରାଜ୍ୟ ବିଜେପି ସଭାପତି ହେବ, ସେନେଇ ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂହ…

ଭାରତର ଏହି ସ୍ଥାନରେ ଏବେବି ଜଳୁଛି ସତୀଙ୍କ ଜିହ୍ୱା !

ଭୁବନେଶ୍ୱର: କୁହାଯାଏ ଭାରତ ହେଉଛି ଏକ ରହସ୍ୟମୟ ଦେଶ । ଏଠରେଏମିତି କିଛି ରହସ୍ୟମୟ ସ୍ଥାନ ରହିଛି ଯାହାକୁ କେହି ନିଜ ଆଖିରେ ନ’ଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ସେହିପରି ଏକ ରହସ୍ୟମୟ ସ୍ଥାନ ହେଉଛି ହିମାଚଳ ପ୍ରଦେଶରେ ଅବସ୍ଥିତ ମାତା ଜ୍ୱାଳାମୁଖୀ ମନ୍ଦିର ।  ଯେଉଁଠି  କେଉଁ…

ବିଶ୍ୱ ସୁନ୍ଦରୀ ୨୦୧୯: ବିଜୟ ମୁକୁଟ ପିନ୍ଧିଲେ ଟୋନୀ-ଆନ୍, ୩ୟ ସ୍ଥାନରେ ଭାରତ ସୁନ୍ଦରୀ

ଲଣ୍ଡନ: ଲଣ୍ଡନରେ ଆୟୋଜିତ ବିଶ୍ୱ ସୁନ୍ଦରୀ ୨୦୧୯ ପ୍ରତିଯୋଗୀତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଜାମାଇକାର ଟୋନୀ-ଆନ୍ ସିଂହ । ଏହି ପ୍ରତିଯୋଗୀତାର ୨ୟ ରନର-ଅପ୍ ଭାରତ ସୁନ୍ଦରୀ ସୁମନ ରାଓ ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଫ୍ରାନ୍ସର ଓଫେଲି ମେଜିନୋ ।…

ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀ ଉପରେ ନିର୍ମାଣ ହେବ ବାୟୋପିକ

ମୁମ୍ବାଇ: ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ଗୋଆର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମନୋହର ପାରିକରଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଏକ ବାୟୋପିକ । ଏହି ବାୟୋପିକ 'ଗୋ ଗୋଆ'ର ପ୍ରଯୋଜନାରେ ନିର୍ମାଣ ହେବ ବୋଲି ଜଣାପଡିଛି। ଏହାର କାମ ମଧ୍ୟ ଆରମ୍ଭ ହୋଇଯାଇଛି ।…

ଆସନ୍ତାକାଲି ଠାରୁ ଆହାର କେନ୍ଦ୍ରରେ ପ୍ଲାଷ୍ଟିକ ବଦଳରେ ମିଳିବ ଭୋଜନ !

ଭୁବନେଶ୍ୱର: ସ୍ୱଚ୍ଛତା ରକ୍ଷା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ଏକ ପାଦ ଆଗକୁ ଯାଇଛନ୍ତି । ପରିବେଶକୁ ସ୍ୱଚ୍ଛ କରିବାରେ ଭୁବନେଶ୍ୱର ମହାନଗର ନିଗମ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଆଜିର ଦିନରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ, ବିଶେଷ କରି ଏକକ ବ୍ୟବହାରଯୁକ୍ତ ,ପ୍ଲାଷ୍ଟିକର ଅତ୍ୟଧିକ…

ଅନୁଗୁଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଜଣେ ମୃତ

ଅନୁଗୁଳ: ଅନୁଗୁଳ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଥାନା ଛକଠାରେ ଏକ ସ୍କୁଟିକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ପର୍ଶୁରାମ ରାଉତ ବୋଲି ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁଯାୟୀ ପର୍ଶୁରାମ ଆଜି ତାଙ୍କ ସ୍କୁଟିରେ ରବିବାର…