Latest Odisha News

BREAKING NEWS

ଉଦଯାପିତ ହେଲା ସାଉଥ ଏସିଆନ ଗେମ୍ସ; ୩୧୨ଟି ପଦକ ସହିତ ରେକର୍ଡ କଲା ଭାରତ !

କାଠମାଣ୍ଡୁ: ନେପାଳରେ ଅନୁଷ୍ଠିତ ହେଉଥିବା ଦକ୍ଷିଣ ଏସିଆ କ୍ରୀଡ଼ା (ସାଫ ଗେମ୍ସ) ପ୍ରତିଯୋଗିତା ମଙ୍ଗଳବାର ଦିନ ଉଦଯାପିତ ହୋଇଛି । ସମୁଦାୟ ୩୧୨ଟି ପଦକ ସହିତ ଭାରତ ପଦକ ତାଲିକାର ଶୀର୍ଷରେ ରହିଛି । ଭାରତ ୨ୟ ଥର ଲାଗି ୩୦୦ଟି ପଦକ ହାସଲ କରିବା ସହିତ ସର୍ବାଧିକ ପଦକ ରେକର୍ଡ କରିବାର ଗୌରବ…

ଓଡ଼ିଶାର ୩ଟି ଏନଜିଓ ଲାଗି ମଞ୍ଜୁର ହେଲା ୩୩ ଲକ୍ଷ ଟଙ୍କାର ସରକାରୀ ସହାୟତା

ଭୁବନେଶ୍ୱର/ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅଚାନକ ଭଦ୍ରକ ସରକାରୀ ମୁଖ୍ୟ ଡ଼ାକ୍ତରଖାନା ପରିଦର୍ଶନରେ ଫଳସ୍ୱରୂପ ଭଦ୍ରକ ଚରମ୍ପାସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସେସ ଏଣ୍ଡ ରିସର୍ଚ୍ଚ…

ରେଡ଼ମିର ନୂଆ ଫୋନ୍ ‘ରେଡ଼ମି କେ୩୦’; ଜାଣନ୍ତୁ କ’ଣ ରହିଛି ଫିଚର୍ସ…

ଭୁବନେଶ୍ୱର: ଚାଇନିଜ କମ୍ପାନୀ ସାଓମିର କେ ସିରିଜ ର ନୂଆ ସ୍ମାର୍ଟଫୋନ 'ରେଡ଼ମି କେ୩୦' ୧୨୦ଏଚ ରିଫ୍ରେସ ରେଟ ଡିପ୍ଲେ, ସ୍ନାପଡ୍ରାଗନ ୭୬୫ଜି ପ୍ରୋସେସର, ୬୪ ମେଗାପିକ୍ସେଲ କ୍ୱାର୍ଡ କ୍ୟାମେରା ସେଟଅପ ଆଦି ସହ ଚୀନ ରେ ଲଞ୍ଚ କରିଛି | ଖୁବ ଶୀଘ୍ର ଏହା ଭାରତରେ ଲଞ୍ଚ କରିଛି | ଏହା କେ…

ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ; ‘ପ୍ରମେୟ’ର ଜନ୍ମ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରାମର୍ଶ

ଭୁବନେଶ୍ୱର: ସମାଜ ଉପରେ ଗଣମାଧ୍ୟମର ପ୍ରଭାବ ବହୁତ ବେଶି । ଆମ ସମାଜରେ ବହୁତ ଭଲ ଘଟଣା ଘଟୁଛି । ଗଣମାଧ୍ୟମ ଏସବୁ ଖବରକୁ ଭଲ ଭାବେ ପରିବେଷଣ କରିବା ଦରକାର । ଭଲ ଖବର ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ । ଏହି ଭଲ ଖବର ହିଁ ସମାଜକୁ ପ୍ରେରଣା ଯୋଗାଇବ । ତେଣୁ ବୈଦୁୟତିକ ହେଉ କି ଛାପା…

ରାତିରେ ମଶାଧୂପ ଜଳାଇବା କାହିଁକି କ୍ଷତିକାରକ, ଜାଣନ୍ତୁ

ଭୁବନେଶ୍ୱର: ସାଧାରଣତଃ ଆମେ ଶୁଣିଥିବା ସିଗାରେଟ ଟାଣିଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । କିନ୍ତୁ କେବେ ଭାବିଛନ୍ତି କି ଆପଣ ଶୋଇବା ସମୟରେ ଜାଳୁଥିବା ମଶାଧୂପ ଧୂଆଁ ସମ୍ପର୍କରେ ? ଏହା ଆପଣଙ୍କ ଶରୀରକୁ କେତେ କ୍ଷତି ପହଞ୍ଚାଉଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମଶାଙ୍କ…

ଉନ୍ମୋଚିତ ହେଲା ବାରବାଟୀ ଦିନିକିଆ ଟିକେଟ; ଡ଼ିସେମ୍ବର ୧୯ରୁ ବିକ୍ରି ଆରମ୍ଭ

କଟକ/ଭୁବନେଶ୍ୱର: କଟକର ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ଡ଼ିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ କ୍ରିକେଟ ମ୍ୟାଚ । ଏହି କ୍ରିକେଟ ମ୍ୟାଚ ଲାଗି ଆସନ୍ତା ୧୯ ଓ ୨୦ ତାରିଖରେ ଟିକଟ ବିକ୍ରି ହେବାକୁ ଥିବାବେଳେ ଆଜି ଏହାର ଟିକେଟ ଉନ୍ମୋଚିତ ହୋଇଛି ।…

କେଉଁ ସମୟରେ ବିଟ୍ ଜୁସ ପିଇଲେ ମିଳିଥାଏ ସର୍ବାଧିକ ଫାଇଦା, ଜାଣନ୍ତୁ

ଭୁବନେଶ୍ୱର: ନିୟମିତ ବିଟ ଜୁସ ପିଲେ ରକ୍ତହୀନତା ପରି ସାଂଘାତିକ ରୋଗରୁ ଉପଶମ ମିଳିଥାଏ । କିନ୍ତୁ ଏହାକୁ ସଠିକ ସମୟରେ ସେବନ ନକଲେ ଏହା ଭଲ ବଦଳରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ମୁଖ୍ୟତଃ ଓ୍ଵାର୍କଆଉଟ୍ ପରେ ବିଟ୍ ଜୁସ ପିଇଲେ ଆପଣଙ୍କ ସ୍ଵାସ୍ଥ୍ୟକୁ ଖୁବ୍ ଲାଭ ମିଳିବ।…

ବଢି ଚାଲିଛି ଡାହାଣୀ ଅନ୍ଧବିଶ୍ୱାସ; ଗୁଣି-ଗାରେଡି ସନ୍ଦେହରେ ବର୍ଷକୁ ୫୩ ଜଣଙ୍କୁ ହତ୍ୟା !

ଭୁବନେଶ୍ୱର: ଆମ ଦେଶରେ ଡାହାଣୀ ଓ ଗୁଣିଆ ସନ୍ଦେହରେ ବାର୍ଷିକ ହାରାହାରି ୫୩ ଜଣଙ୍କୁ ହତ୍ୟା କରାଯାଉଛି, ଯାହାକି ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ମୃତ୍ୟୁ, ଚାଷୀ ଆତ୍ମହତ୍ୟା, ନକ୍ସଲ ହତ୍ୟା ଭଳି ସାମାଜିକ ସମସ୍ୟା ଠାରୁ ଢେର ଅଧିକ । ୨୦୧୦ ମସିହାରୁ ଚଳିତ ବର୍ଷର ଶେଷ ସୁଦ୍ଧା ଡାହାଣୀ…

ଭଦ୍ରକରେ ୫ଟି ସଚିବ ଭି କେ ପାଣ୍ଡିଆନ; ଡ଼ାକ୍ତରଖାନା ପରିଦର୍ଶନ କରି ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଭଦ୍ରକସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସ ଏଣ୍ଡ ରିସର୍ଚ୍ଚ…

ବଦଳିବ ସ୍ବର୍ଗଦ୍ଵାରର ଚିତ୍ର; ଶବଦାହ ପାଇଁ ହେବ ଅତ୍ୟାଧୁନିକ ବ୍ୟବସ୍ଥା

ପୁରୀ: ପୁରୀ ସ୍ଥିତ ସ୍ୱର୍ଗଦ୍ୱାର ହେବ ନବକଳେବର । ଏଥିପାଇଁ ମଙ୍ଗଳବାର ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ମିଳିଥିବା ସୂଚନା ଅନୁସାରେ, ସ୍ଥାନୀୟ ପ୍ରଶାସନ ଆଜି ସ୍ୱର୍ଗଦ୍ୱାର ଭିତରେ ଥିବା ପୁରୁଣା ଗୃହ ଗୁଡିକ ଉଚ୍ଛେଦ କରିଛି । ତେବେ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା…