Latest Odisha News

BREAKING NEWS

ସାଂସଦ ଅପରାଜିତାଙ୍କ ନାଁରେ ମାମଲା ପଛରେ ରାଜନୈତିକ ଷଡ଼ଯନ୍ତ୍ର !

ଭୁବନେଶ୍ୱର: କୋଭିଡ ଗାଇଡଲାଇନ୍ ଉଲ୍ଳଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା ପ୍ରସଙ୍ଗରେ ରାଜନୀତି ଜୋର୍ ଧରିଛି । ଅପରାଜିତାଙ୍କ ବିରୋଧରେ କି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ନେଇ କମିଶନରେଟ୍ ପୋଲିସକୁ ଆକ୍ସନ ଟେକେନ୍ ରିପୋର୍ଟ ମାଗିଛି ବିଏମସି।…

କରୋନା କ୍ରିଏଟିଭିଟି : ସାଇ ଶୁଭମ ଚୌଧୁରୀଙ୍କ କବିତା ଆବୃତ୍ତି

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କରୋନା କ୍ରିଏଟିଭିଟି : ସାହିଲ ସାବତଙ୍କ ସଙ୍ଗୀତଗାନ

ଭୁବନେଶ୍ୱର :www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in  ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

କୋଭିଡ ନିୟମ ଉଲ୍ଲଂଘନ: ସିଲ୍ ହେଲା ୩ଟି ନର୍ସିଂହୋମ୍‌

ଝାରସୁଗୁଡା: ପୁଣି କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ । ମାନିଲେନି ନିୟମ । ସିଲ୍ ହେଲା ୩ଟି ନର୍ସିଂହୋମ୍ । ଝାରସୁଗୁଡାରେ କୋଭିଡ ଗାଇଡଲାଇନ୍ ଉଲ୍ଲଂଘନ ଅଭିଯୋଗରେ ତିନୋଟି ନର୍ସିଂହୋମ୍‌କୁ ଜିଲ୍ଲା ପ୍ରଶାସନ ସିଲ୍ କରିଥିବା ନେଇ ସୂଚନା ମିଳିଛି । ସହରରେ ଥିବା ଅଗ୍ରୱାଲ ନର୍ସିଂହୋମ, ଆର. କେ.…

ସଟଡାଉନ ସମୟରେ କଟକରେ ଗଡିବ ମୋ ବସ୍

କଟକ: କଟକରେ ବର୍ଦ୍ଧିତ ସଟଡାଉନ ସମୟରେ ‘ମୋ ବସ୍’ ସେବା ଉପଲବ୍ଧ କରାଯିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ରବିବାର ଦିନ ଟ୍ବିଟ କରାଯାଇଛି। କ୍ରୁଟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ କେବଳ ଜରୁରୀ କାମ ଲାଗି…

ସରିଲା ରଥଯାତ୍ରା: ସେବାୟତ, ପ୍ରଶାସନ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୁପ୍ରିମକୋର୍ଟଙ୍କ ଅନୁମତି ପରେ କରୋନା କଟକଣା ଭିତରେ ସୁରୁଖୁରୁରେ ସରିଲା ରଥଯାତ୍ରା । ନବ ଦିନାତ୍ମକ ରଥଯାତ୍ରା ଶେଷ କରି ମହାପ୍ରଭୁ ଶ୍ରୀଜଗନ୍ନାଥ ଶ୍ରୀମନ୍ଦିରରେ ଫେରିବା ପରେ ଟୁଇଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରଥଯାତ୍ରାରୁ ନୀଳାଦ୍ରି ବିଜେ ପର‌୍ୟ୍ୟନ୍ତ…

ଗୋପାଳପୁର ହୋଟେଲ ସିଲ୍ ଘଟଣା: କ୍ଷମା ପ୍ରାର୍ଥନା କଲେ ମେ’ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଳୀପ ରାୟ

ଭୁବନେଶ୍ୱର: ଗୋପାଳପୁର ହୋଟେଲ ମେ’ ଫେୟାର ସିଲ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ’ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ମେ’ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲ୍ଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା…

କେନ୍ଦୁଝରର ଏହି ସହରରେ ୭ ଦିନିଆ ସଟଡାଉନ

କେନ୍ଦୁଝର: ୧୧ଟି ନୂଆ କୋଭିଡ-୧୯ ସ୍ଥାନୀୟ ମାମଲା ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ଟାଉନକୁ ଏକ ସପ୍ତାହ ପାଇଁ ସଟଡାଉନ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ କରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ରବିବାର ଠାରୁ ସମଗ୍ର ସହର ଏକ…

ଅନୁଗୁଳରେ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ଅନୁଗୁଳ: ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରେ ଚିହ୍ନଟ ୧୦ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ସଂଖ୍ୟା ୧୦୬ କୁ ବୃଦ୍ଧି ପାଇଛି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ବଅଁରପାଳ ବ୍ଲକର ଶିଳ୍ପାଞ୍ଚଳରୁ ୬ ଜଣ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୮, ୩୬, ୫୫, ୫୯, ଏବଂ ୫୫ ବର୍ଷ ବୟସ୍କ ପାଞ୍ଚ ଜଣ…

୨ କରୋନା ଯୋଦ୍ଧାଙ୍କ ସମେତ ଭୁବନେଶ୍ୱରରୁ ୧୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୮ଟି ସ୍ଥାନୀୟ ମାମଲା ରହିଛି।…