Latest Odisha News

BREAKING NEWS

ସଚିନ, ସଲମାନଙ୍କୁ ଭେଟିଲେ ଜାମାଇକା ଧାବକ ୟୋହାନ୍ ବ୍ଲାକ୍ !

ଜାମାଇକାର ବିଶ୍ୱ ପ୍ରସିଦ୍ଧ ଧାବକ ୟୋହାନ ବ୍ଲାକ୍ ଏବେ ଭାରତ ଗସ୍ତରେ ଅଛନ୍ତି । ରୋଡ ସେଫଟି ୱର୍ଲ ସିରିଜ ଅବସରରେ ସେ ଏଠାକୁ ଆସିଛନ୍ତି । ଉଲ୍ଲେଖଯୋଗ୍ୟ, ଭାରତରେ ପ୍ରତି ବର୍ଷ ଦେଢ଼ ଲକ୍ଷରୁ ଅଧିକ ସଡକ ଦୁର୍ଘଟଣାରେ ମୃତୁ୍ୟବରଣ କରୁଛନ୍ତି । ଏଥିପ୍ରତି ସଚେତନତା ସୃଷ୍ଟି କରିବା ତାଙ୍କର ମୂଳ…

ହାଡ଼କୁ ମଜବୁତ କରିବାକୁ ଚାହୁଁଥିଲେ ନିୟମିତ ଖାଆନ୍ତୁ ଏହିସବୁ ଜିନିଷ

ଭୁବନେଶ୍ୱର: ଶରୀରରେ କ୍ୟାଲସିୟମର ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଏ । ହାଡ଼ ଦୁର୍ବଳ ହେଲେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ଠାରୁ ଆରମ୍ଭ କରି ନାନାଦି ସମସ୍ୟା ଦେଖା ଦେଇଥାଏ। ଏଥିପାଇଁ ଆମକୁ ଅନେକ ଔଷଧ ସେବନ କରିବାକୁ ପଡିଥାଏ । ଯାହା ଶରୀରକୁ ଆହୁରି ଅଧିକ ଆସୁସ୍ଥ କରିଦେଇଥାଏ । ହାଡ଼କୁ…

ପୋଲିସ କ୍ୱାର୍ଟରରେ ଚାଲୁଥିଲା ସେକ୍ସ ରାକେଟ୍, ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତଙ୍କ ୨ୟ ପତ୍ନୀ !

ପୁରୀ: ପୁରୀର ଏକ ପୋଲିସ କ୍ୱାର୍ଟର ମଧ୍ୟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଜଣେ ପୋଲିସ ବାବୁ ଗିରଫ ହୋଇଥିବା ବେଳେ ଏହି ମାମଲା ଏକ ରୋଚକ ମୋଡ ନେଇଛି । ଅଭିଯୁକ୍ତ ପୋଲିସ କନଷ୍ଟେବଳ ଜିତେନ୍ଦ୍ର ସେଠୀଙ୍କ ଦ୍ୱିତୀୟ ପତ୍ନୀ ଭାବେ ନିଜକୁ ଦାବି କରି ଅଞ୍ଜଳୀ ନାମକ ଜଣେ…

କେନ୍ଦୁଝରର ଆର୍ତ୍ତନାଦ…

ସ୍ତମ୍ଭକାର ସୁଦର୍ଶନ ଦାସଙ୍କ ନିୟମିତ ସ୍ତମ୍ଭ: ବିଲୁପ୍ତି ବିପ୍ଳବ କେନ୍ଦୁଝର ଯଦି କେବେ କଥା କହି ପାରନ୍ତା, ତେବେ ତାର କଥା ଗୁଡିକ ବୋଧେ ଏହି ଭଳି ଆର୍ତ୍ତନାଦର ଭ୍ରମ ସୃଷ୍ଟି କରନ୍ତା: “ଓଃ ! ମୋତେ ଆଉ କେତେ ହାଣିବ, ତାଡିବ, ଖୋଳିବ? ମୋ ଶରୀରକୁ କେତେ ଆଉ କ୍ଷତ ବିକ୍ଷତ କଲେ ତୁମ ମନ…

ଧନର ଅଭାବ ଲାଗି ରହୁଥିଲେ, ପର୍ସରେ ରଖନ୍ତୁ ଏହି ୪ଟି ଜିନିଷ

ଭୁବନେଶ୍ୱର: ଜୀବନରେ ଧନର ଆବଶ୍ୟକତା ସମସ୍ତଙ୍କୁ ରହିଥାଏ। ତେବେ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ ଯେ, ଆମଦାନୀ ଠାରୁ ଖର୍ଚ୍ଚ ଅଧିକ ବଢି ଯାଇଥାଏ।ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହାର ପ୍ରତିକାର ସମ୍ପର୍କରେ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏଥିରୁ ମୁକ୍ତି ପାଇବା ପାଇଁ…

ନୂଆ ଫିଚର ସହ ଆସିଲା ହ୍ୱାଟ୍ସଆପ୍‌, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ ଆଣିଛି ଆଉ ଏକ ନୂଆ ଫିଚର୍। ହ୍ୱାଟ୍ସଆପ୍‌ର ନୂଆ ଅପଡେଟ୍‌ ୨.୧୯.୧୨୦ ଭର୍ସନରେ ଏବେ କଲ୍‌ ୱେଟିଂ ଫିଚର୍‌ ଆସିଯାଇଛି। ଏହାସହ ଏହି ନୂଆ ଅପଡେଟ୍‌ରେ ଆପଣଙ୍କୁ ହ୍ୱାଟ୍ସଆପ ଚାଟ୍ ସ୍କ୍ରିନ୍‌ରେ ମଧ୍ୟ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ…

ପୁରୀର ପବିତ୍ର କଣ୍ଡୁ ଆଶ୍ରମ; ଯେଉଁଠି ପ୍ରସିଦ୍ଧ ପଣ୍ଡୁ ନୃସିଂହ ପାଆନ୍ତି ପୂଜା…

ପୁରୀ: ଜଗନ୍ନାଥ ମନ୍ଦିରର ଉତ୍ତର ପଶ୍ଚିମ ଦିଗରେ ମାର୍କଣ୍ଡେଶ୍ୱର ସାହି ରହିଛି । ପୁରୀ ସହରର ଏହି ପୁରାତନ ସାହିର ଶେଷ ଭାଗରେ ମାର୍କଣ୍ଡେଶ୍ୱର ମହାଦେବ ମନ୍ଦିର ଓ ସରୋବର ରହିଛି । ଏହାର ନିକଟରେ ମାର୍କଣ୍ଡେୟ ଆଶ୍ରମ ଅବସ୍ଥାପିତ । ପ୍ରଥମେ ଏଠାରେ ସପ୍ତ ମାତୃକା ମୂର୍ତି ପୂଜା ପାଉଥିଲେ ।…

ବ୍ରିଟେନର ପ୍ରସିଦ୍ଧ କୁକୁର ମ୍ୟାରୀ ଜେନ୍; ୨୧ଟି ଛୁଆ ଦେଇ କଲା ବିଶ୍ୱରେକର୍ଡ଼ !

ନ୍ୟୁୟର୍କ: ଆମେରିକାର ବୁଲଡଗ୍ ମ୍ୟାରୀ ଜେନ୍ ଏକାବେଳେ ୨୧ ଛୁଆ ପ୍ରାକୃତିକ ଢ଼ଙ୍ଗରେ ଜନ୍ମ କରି ବିଶ୍ୱ ରେକର୍ଡ ସ୍ଥାପନ କରିଛି । ବିଶ୍ୱାସ ନ ହେଲେ ବି ଏହା ସତ । ଆଜି ପର୍ଯ୍ୟନ୍ତ ଏତେ ମାତ୍ରାରେ ଛୁଆ ଏକାଥରକେ କୌଣସି କୁକୁର ଜନ୍ମ କରି ନ’ଥିଲା । ଗୋଟିଏ ଛୁଆ ଜନ୍ମ ହେବାର ଅଳ୍ପ ସମୟ…

ଦୁଷ୍କର୍ମକୁ ନେଇ ଫିଲ୍ମ ନିର୍ମାତାଙ୍କ ବିବାଦୀୟ ମନ୍ତବ୍ୟ; କହିଲେ, ହତ୍ୟା ରୋକିବା ଲାଗି ବଳାତ୍କାରରେ ସହଯୋଗ କରିବା…

ମୁମ୍ବାଇ: ହାଇଦ୍ରାବାଦରେ ୨୬ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଜିଅନ୍ତା ଜାଳିଦେବା ଘଟଣା ସରାଦେଶକୁ ମର୍ମାହତ କରିଛି । ଏହାକୁ ନିନ୍ଦା କରିବା ସହ ପିଡ଼ିତାଙ୍କୁ ନ୍ୟାୟ ଦାବି କରି ସମଗ୍ର ଦେଶ ଏକତ୍ରିତ ହୋଇଛି । ସୋସିଆଲ ମିଡିଆରେ ବିଭିନ୍ନ ମହଲରୁ ଏହାପାଇଁ କଡା…

କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ କୋଷ୍ଟାଲ୍-ହାଇୱେ ଯୋଜନାକୁ ଓଡିଶା ସରକାରଙ୍କ ସବୁଜ ସଙ୍କେତ

ଭୁବନେଶ୍ୱର: ଓଡିଶା ଉପକୂଳରେ କୋଷ୍ଟାଲ୍-ହାଇୱେ ନିର୍ମାଣ କରିବା ଲାଗି କେନ୍ଦ୍ରର ପ୍ରସ୍ତାବକୁ ପରିଶେଷରେ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଅତିରିକ୍ତ ସଚିବ ଆରକେ ଆଚାର୍ଯ୍ୟ ଏନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଆଇ)ର ମୁଖ୍ୟ ମହାପ୍ରବନ୍ଧକଙ୍କୁ ଏକ ପତ୍ର ଲେଖି ସୂଚନା…