ବାତ୍ୟା ବୁଲବୁଲ୍: ଓଡ଼ିଶାକୁ ୫୫୨ କୋଟି ଟଙ୍କା ମଞ୍ଜୁର କଲା କେନ୍ଦ୍ର
ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ହୋଇଥିବା ବାତ୍ୟା ବୁଲବୁଲ୍ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ମଙ୍ଗଳବାର ଦିନ ୫୫୨ କୋଟି ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି ।
ପୂର୍ବରୁ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ରାଜ୍ୟସଭାରେ ସୂଚନା…