୩୩ ଓଏଏସ ଅଧିକାରୀଙ୍କୁ ଆଇଏଏସ ର୍ୟାଙ୍କକୁ ପଦୋନ୍ନତି କଲେ ଓଡ଼ିଶା ସରକାର
ଭୁବନେଶ୍ୱର: ଚଳିତ ବର୍ଷ ମାତ୍ର ୬ ନୂଆ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କୁ ଓଡିଶା କ୍ୟାଡର ବିଭାଗ ଦିଆଯାଇଥିବା ନେଇ ସୋମବାର ଦିନ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଜେଡି ବିଧାୟକ ଚକ୍ରଧର କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ…