Latest Odisha News

BREAKING NEWS

୨୦୨୫ ସୁଦ୍ଧା ପ୍ରତିରକ୍ଷା ବିଭାଗରେ ୨୦ରୁ ୨୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ: କେନ୍ଦ୍ର

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ଆସନ୍ତା ୨୦୨୫ ମସିହା ସୁଦ୍ଧା ଦେଶରେ ୨୦ରୁ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ର ପକ୍ଷରୁ ଶନିବାର ଦିନ ସୂଚନା ମିଳିଛି । ଏସମ୍ପର୍କରେ ସୂଚନା ଦେବାକୁ ଯାଇ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ତାଙ୍କର…

୩ ସପ୍ତାହ ପରେ ହ୍ରାସ ପାଇବ ପିଆଜ ଦର !

କଟକ: ଓଡ଼ିଶାର ପ୍ରାୟ ଅଧିକାଂଶ ସ୍ଥାନରେ ପିଆଜ ଦର ୧୦୦ ଟଙ୍କାକୁ ଛୁଇଁବାକୁ ଯାଉଥିବା ବେଳେ ଆସନ୍ତା ୩ ସପ୍ତାହ ପରେ ଦର କମିବାର ସମ୍ଭାବନା ରହିଛି ବୋଲି ପିଆଜ ବ୍ୟବସାୟୀ ଅନୁମାନ କରିଛନ୍ତି । ଗଣମାଧ୍ୟମକୁ ଶନିବାର ଦିନ ସୂଚନାଦେଇ ମାଲଗୋଦାମସ୍ଥିତ ଛତ୍ରବଜାର ବ୍ୟବସାୟୀ ସଂଘର ସମ୍ପାଦକ…

ବନ୍ଧୁକମୁନରେ ୮୪ ହଜାର ଟଙ୍କା ଲୁଟ କରି ଧରାପଡ଼ିଲେ ୩ ଲୁଟେରା

ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ବାଲିତୁଠ ରାସ୍ତାରେ ୩ ଦୁର୍ବୃତ୍ତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ । ଏହି ଲୁଟେରାମାନଙ୍କୁ କୁଜଙ୍ଗ ପୋଲିସ ଶନିବାର ଦିନ ଧରିବାକୁ ସକ୍ଷମ ହୋଇଛି । ମିଳିଥିବା…

ଫେସବୁକ ଲଞ୍ଚ କଲା ‘ହ୍ବେଲ୍’ ଆପ୍ସ, ସହଜରେ ତିଆରି କରିପାରିବେ ମେମେସ୍

ଭୁବନେଶ୍ୱର : ବିଶ୍ୱର ସବୁଠୁ ଲୋକପ୍ରିୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଲଞ୍ଚ କରିଛି ନୂଆ ଆପ୍ସ | ଏହି ଆପ୍ସ ଫେସବୁକ ଓ 'ନିୟୁ ପ୍ରଡ଼କ୍ଟ ଏକ୍ସପେରିମେଂଟ (ଏନ.ପି.ଆଇ)' ଟିମ୍ ମିଳିତ ଭାବେ ତିଆରି କରିଛନ୍ତି | ସୋସିଆଲ ମିଡ଼ିଆ ଫେସବୁକରେ ବିଭିନ୍ନ ବିଷୟକୁ ନେଇ ମେମେସ ତିଆରିକରିବା…

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ସୁପ୍ରିୟାଙ୍କ ୱାଟସଆପ୍ ଷ୍ଟାଟସକୁ ନେଇ ଚର୍ଚ୍ଚା; ମହାରାଷ୍ଟ୍ର ରାଜନୀତିରେ ପରିବାର ଓ ଦଳରେ ଫାଟ !

ମୁମ୍ବାଇ: ରାତି ପାହିଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହୋଇଥାଆନ୍ତେ ମୁଖ୍ୟମନ୍ତ୍ରୀ, ମାତ୍ର ସକାଳେ ସବୁ ଓଲଟପାଲଟ ହୋଇଗଲା । ମହାରାଷ୍ଟ୍ର ଶାସନଗାଦିକୁ ନେଇ ରାତିଅଧରେ ଶିବସେନା-ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ମନ୍ତ୍ରଣା ଏକରକମ ଅକାମି ହୋଇ ଓଲଟା ଫଳାଫଳ ଦେଖିବାକୁ ମିଳିଲା । ଏହି…

କଲ୍ ଦର ବଢିବା ପୂର୍ବରୁ କରିନିଅନ୍ତୁ ଏହିସବୁ କାମ…

ଭୁବନେଶ୍ୱର: ଶସ୍ତା ଦରରେ ପ୍ରିପେଡ ଓ ପୋଷ୍ଟପେଡ ପ୍ଲାନରେ ପ୍ରତିଯୋଗିତା ପାଇଁ ଭାରତୀୟ ଟେଲିକମ୍ ବଜାର ବହୁତ କ୍ଷତି ସହିବାକୁ ପଡୁଛି । ଏହି କ୍ଷତିକୁ ଭରଣା ପାଇଁ ନିକଟରେ ଜିଓ, ଭୋଡାଫୋନ-ଆଇଡିଆ ଓ ବିଏସଏନଲ ଭଳି ବଡ଼ବଡ଼ ଟେଲିକମ୍ କମ୍ପାନୀ ଆସନ୍ତା ଏକ ଡିସେମ୍ବରରୁ ନିଜର ସବୁ ପ୍ଲାନର ଦର…

ମା’ ଓ ଝିଅଙ୍କ ଉପରେ ମାଡିଗଲା ଏକ୍ସପ୍ରେସ୍ ଟ୍ରେନ୍, ଦୁହେଁ ମୃତ

ଯାଜପୁର: ଯାଜପୁର ରୋଡ଼ ରେଳ ଷ୍ଟେସନ ନିକଟରେ ଶନିବାର ଦିନ ହାୱଡା-ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଧକ୍କାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଉଭୟ ମୃତକ ମାଆ ଓ ଝିଅ ହୋଇଥିବା ବେଳେ ତାଙ୍କ ଘର କୋରାଇ ଥାନା ଚାନ୍ଦମା ଅଞ୍ଚଳରେ ବୋଲି ସୁତ୍ରରୁ ପ୍ରକାଶ । ପ୍ରାପ୍ତ ସୂଚନାନୁଯାୟୀ ମା’ ଓ ଝିଅ ଦୁହେଁ…

ଏବେ ଶୁଳ୍କ ଦେବେ ରାଜଧାନୀର ସିନେମା ହଲ୍ ଓ କେବୁଲ୍ ଅପରେଟର୍

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ସହରର ୯ଟି ସିନେମା ହଲ୍ ଓ ୬ଟି କେବୁଲ୍ ଅପରେଟର୍ ମାନଙ୍କୁ ଶୁଲ୍କ ପଇଠ କରିବାକୁ ନୋଟିସ୍ ଜାରି କରାଯାଇଛି । ଜାରି ନୋଟିସ୍ ଅନୁଯାୟୀ, ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ଯେ ସିନେମା ହଲର ମାଲିକମାନେ ବିଭିନ୍ନ…

ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ ଏମଏଏଚ ବ୍ୟାଟେରୀ !

ଭୁବନେଶ୍ୱର: ପ୍ରମୁଖଃ ଚାଇନିଜ ମୋବାଇଲ କମ୍ପାନୀ ସାଓମି ଦାବିକରିଛି ଯେ ମାତ୍ର ୧୭ ମିନିଟରେ ଚାର୍ଜ ହେବ ୪୦୦୦ଏମଏଏଚ ବ୍ୟାଟେରୀ । କମ୍ପାନୀ ଆଣିବ ୧୦୦ ୱାଟ ଫାଷ୍ଟ ଚାରଜିଙ୍ଗ। ବର୍ତ୍ତମାନ ଏହା ବଜାରକୁ ଆସିନି, ଏହା ୨୦୨୦ ମଧ୍ୟ ସୁଦ୍ଧା ଆସିବାର ସମ୍ଭାବନା ଅଛି ବୋଲି ଗଣମାଧ୍ୟମରୁ ସୂଚନା…