Latest Odisha News

BREAKING NEWS

ଡକାୟତି ଉଦ୍ୟମ ପଣ୍ଡ: ମାରଣାସ୍ତ୍ର ସହ ୬ ଡକାୟତ ଗିରଫ 

ଅନୁଗୁଳ: ପଣ୍ଡ ହେଲା ଡକାୟତି ଯୋଜନା । ଗିରଫ ହେଲେ ୬ ଡକାୟତ । ମିଳିଥିବା ସୂଚନା ଅନୁସାରେ, ଅନୁଗୁଳ ସହର ଉପଖଣ୍ଡ ହାଟଛକ ପେଟ୍ରୋଲ ପମ୍ପ ନିକଟରେ ଡକାୟତି ଯୋଜନା କରୁଥିବା ବେଳେ ଅନୁଗୁଳ ପୋଲିସ ଧରା ପଡିଛନ୍ତି ୬ ଡକାୟତ । ସେମାନଙ୍କ ନିକଟରୁ ଦୁଇଟି ମୋଟରସାଇକେଲ ସହ ଛୁରା ଓ କଟୁରି ଜବତ କରା…

ରାଗ ଅଭିମାନରେ ମହାପ୍ରଭୁଙ୍କ ରଥ ଭାଙ୍ଗିଦେଲେ ଲକ୍ଷ୍ମୀ ସାଆନ୍ତାଣୀ; ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଆଜି ହେଉଛି ପଞ୍ଚମ ଦିବସ । ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁଙ୍କ ଦାମ୍ପତ୍ୟ ଲୀଳାର ପାରମ୍ପରିକ ‘ହେରାପଞ୍ଚମୀ’ ନୀତି । ଶ୍ରୀମନ୍ଦିରସ୍ଥିତ ରତ୍ନବେଦୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ…

ହେରାପଞ୍ଚମୀ: ଜାଣନ୍ତୁ, ଏପରି ନାମକରଣ ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର/ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ମହୋତ୍ସବର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ । । ଆଜି ହେଉଛି ଆଷାଢ ଶୁକ୍ଳ ପକ୍ଷ ସପ୍ତମୀ ତିଥି । ସାଧାରଣତଃ ଅନେକ ଭାବିଥାଇ ପାରନ୍ତି ଯେ, ‘ହେରାପଞ୍ଚମୀ’ ନାମକରଣ ହୋଇଥିବା ଯୋଗୁଁ ଏହି ଉତ୍ସବ ବୋଧହୁଏ ପଞ୍ଚମୀ…

ଭାରତ-ଚୀନ ପ୍ରସଙ୍ଗରେ ରାଜନୀତି ନ କରିବା ପାଇଁ ରାହୁଲଙ୍କୁ କହିଲେ ପାୱାର

ମୁମ୍ବାଇ: ଚୀନ ପ୍ରସଙ୍ଗରେ ବାରମ୍ବାର ସରକାରଙ୍କୁ ଦାୟୀ କରୁଥିବାରୁ ଶନିବାର ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ଆତ୍ମସମର୍ପଣ କରିବା କହିବା ପୂର୍ବରୁ ୧୯୬୨ରେ ଚୀନର ଦାଦାଗିରି ମନେ ପକାଇବାକୁ…

ଜୁନ୍ ୩୦ ରାତିରୁ ଜୁଲାଇ ୨ ଯାଏଁ ପୁରୀରେ କର୍ଫ୍ୟୁ

ପୁରୀ: ବାହୁଡ଼ା ଯାତ୍ରା ପାଇଁ ଆସନ୍ତା ୩୦ ତାରିଖ ରାତିରୁ ପୁରୀ ଜିଲ୍ଲାରେ କର୍ଫ୍ୟୁ ଲାଗୁ ହେବ। ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏହି ସୂଚନା ଦେଇଛନ୍ତି। ଜିଲ୍ଲାପାଳ କହିଛନ୍ତି ଜୁନ ୩୦ ତାରିଖ ରାତି ୧୦ଟାରୁ ଜୁଲାଇ ୨ ତାରିଖ ରାତି ୧୦ଟା ଯାଏଁ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ବଳବତ୍ତର ରହିବ।…

କରୋନା ସଂକ୍ରମିତ ପୂର୍ବତଟ ରେଳବାଇର ଚିଫ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ

କଟକ: ପୂର୍ବତଟ ରେଳବାଇର ଚିଫ୍ ଟିକେଟ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଛି । କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗତ ତିନି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୂର୍ବତଟ ରେଳବାଇ ସୂତ୍ରରୁ ସୂଚନା ମିଳିଛି । ଗତ ୧୪ ତାରିଖରେ ସେ କରୋନାରେ ସଂକ୍ରମିତ ଥିବା…

ଗର୍ଜିଲେ କଙ୍ଗନା; ‘ଚୀନ୍ ସାମଗ୍ରୀ ବର୍ଜନ’ କରିବାକୁ ଭିଡ଼ିଓ କ୍ଲିପରେ କଲେ ନିବେଦନ

ମୁମ୍ବାଇ: ଏବେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମହାମାରୀର ଯନ୍ତ୍ରଣା ସାରା ବିଶ୍ୱ ଭୋଗୁଥିବା ବେଳେ ଚୀନ ବିଭିନ୍ନ ରାଷ୍ଟ୍ରର ସୀମାରେଖା ନିକଟରେ ଅଯଥା ଉତ୍ତେଜନା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ୍ ଅଭିନେତ୍ରୀ କଙ୍ଗନା…

ଚୀନ ସୀମା ନିକଟରେ ଭାଙ୍ଗିଥିବା ବେଲି ବ୍ରିଜକୁ ୬ ଦିନରେ ତିଆରି କଲେ ଭାରତୀୟ ସେନା

ପିଥୋରଗଡ: ଉତରାଖଣ୍ଡର ପିଥୋରଗଡରେ ୬ ଦିନ ତଳେ ବେଲୀ ବ୍ରିଜ ଭାଙ୍ଗି ଯାଇଥିଲା । ଚୀନ ସୀମା ନିକଟରେ ଥିବା ଏହି ବ୍ରିଜ ଭାରତୀୟ ସେନା-ଆଇଟିବିପି ପାଇଁ ଗୁରୁତ୍ୱପୂର୍ଣ୍ଣ । ସୀମା ସଡକ ସଂଗଠନର କଠିନ ପରିଶ୍ରମ ଯୋଗୁ ଏହି ବ୍ରିଜ ମାତ୍ର ୬ ଦିନ ରେକର୍ଡ ଟାଇମରେ ସମ୍ପୂର୍ଣ୍ଣ ହୋଇ ପାରିଥିଲା ।…

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ପୋଲିସର ପଚରାଉଚରା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି। ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଶନିବାର ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର…

ଏମଏଏମଆଇରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ:ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସବୁଠାରୁ ବେଶି ଚାପରେ ରହିଛନ୍ତି ଫିଲ୍ମ ନିର୍ମାତା କରନ ଜୋହର । ଏହି ଚାପର ବଶୀଭୂତ ହୋଇ ସେ ଶନିବାର ମୁମ୍ବାଇ ଏକାଡେମୀ ଅଫ ମୁଭିଂ ଇମେଜ (ଏମଏଏମଆଇ)ରୁ ଇସ୍ତଫା ଦେଇଛନ୍ତି । ଫେଷ୍ଟିଭାଲର ଚେୟାରପର୍ସନ ଓ ଦୀପିକା ପାଦୁକୋନ ତାଙ୍କୁ ବୁଝାଇଥିଲେ…