Latest Odisha News

BREAKING NEWS

ଅକ୍ଟୋବରରେ ଖୋଲିପାରେ ନନ୍ଦନକାନନ

ଭୁବନେଶ୍ୱର: ଅକ୍ଟୋବରରେ ଖୋଲିପାରେ ପ୍ରାଣୀ ଉଦ୍ୟାନ ନନ୍ଦନକାନନ । ଏ ନେଇ ଆଜି ନିର୍ଦ୍ଦେଶକ ଶଶୀ ପଲ୍ ସୂଚନା ଦେଇଛନ୍ତି । କୋଭିଡ ନିୟମ ଭିତରେ ଏହାକୁ ଖୋଲିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ନିର୍ଦ୍ଦିଷ୍ଟ କେଉଣ ଦିନରେ ଖୋଲିବ, ଏକ ସଙ୍ଗରେ କେତେ ପର୍ଯ୍ୟଟକ ଭିତରକୁ ଯାଇପାରିବେ ସେ ନେଇ…

ଆୟୁଷ୍ମାନ ଓ ଡେଭିଡ୍ ବେକହାମ୍‌ଙ୍କ ମଧ୍ୟରେ କ’ଣ ରହିଛି ସମାନତା ?

ମୁମ୍ବାଇ: ବଲିଉଡର ଆଉ ଜଣେ ସୁପରଷ୍ଟାର ଆୟୁଷ୍ମାନ ଖୁରାନା । ପ୍ରତିଟି ବର୍ଷ ବିତିବା ସହ ବଲିଉଡରେ ସେ ସଫଳତାର ସିଢି ପରେ ସିଢି ଚଢିଚାଲିଛନ୍ତି । ଖାସ କରି ଚଟପଟା କାହାଣୀ ଜରିଆରେ ସେ ସମାଜକୁ କିଛି ଗୋଟେ ବାର୍ତ୍ତା ଦେବାକୁ ବିଶ୍ୱାସ ରଖନ୍ତି । ଯାହା ଆୟୁଷ୍ମାନଙ୍କୁ ସମସ୍ତଙ୍କଠାରୁ ଭିନ୍ନ…

କୋଭିଡ୍ ରୋଗୀଙ୍କ ପାଇଁ ନିର୍ଦ୍ଧିଷ୍ଟ ଆମ୍ବୁଲାନ୍ସ ଚାର୍ଜ ଧାର୍ଯ୍ୟ କରନ୍ତୁ ରାଜ୍ୟ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ସୁଗମ କରିବାପାଇଁ ସୁପ୍ରିମକୋର୍ଟ ଆଜି କୋଭିଡ ରୋଗୀଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଇବା ପାଇଁ ନିର୍ଦ୍ଧିଷ୍ଟ ଦର ସ୍ଥିର କରିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ ରୋଗୀଙ୍କୁ ଅଧିକ ମାତ୍ରାରେ ଆମ୍ବୁଲାନ୍ସ ସେବା…

ସୋନିଆ ଗାନ୍ଧୀଙ୍କୁ କି ପ୍ରଶ୍ନ କଲେ କଙ୍ଗନା?

ନୂଆଦିଲ୍ଲୀ: ମହାରାଷ୍ଟ୍ର ସରକାରଙ୍କ ଉପରେ ଖପା ଥିବା କଙ୍ଗନା ରାଣାୱତ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ନିକଟରେ ମୁମ୍ବାଇ ମହାନଗର ନିଗମ ପକ୍ଷରୁ ତାଙ୍କର କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିଲା । ଯାହାପରେ ଶୁକ୍ରବାର ଦିନ ଟ୍ୱିଟ୍ କରି ସୋନିଆ ଗାନ୍ଧୀଙ୍କୁ ପ୍ରଶ୍ନ କରିଛନ୍ତି କଙ୍ଗନା…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୫ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, କଟକ, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ,…

ଆରମ୍ଭ ହେବ କି ସତ୍ୟମେବ ଜୟତେ, କେତେ ପାଉଣା ନେଉଥିଲେ ଆମୀର ?

ମୁମ୍ବାଇ: ବଲିଉଡର ଜଣେ ଜଣାଶୁଣା ସୁପରଷ୍ଟାର । ହେଲେ ଚାଲିଚଲଣ ବେଶ ସାଧାରଣ । ତାଙ୍କ ପାଟି ନୁହେଁ ବରଂ କାମ କହେ କଥା । ବାଛିବାଛି ବର୍ଷକୁ ଗୋଟିଏ ଫିଲ୍ମ ରିଲିଜ । ଅତି ବେଶିରେ ଦୁଇଟି ଫିଲ୍ମ । ହେଲେ ଦର୍ଶକଙ୍କୁ ନିଜ ଅଭିନୟରେ ବାନ୍ଧି ରଖିବା କଳାକୁ ଆମୀର ବେଶ ଭଲ ଭାବେ ଜାଣନ୍ତି ।…

ସାଜିଦ ଖାନଙ୍କ ବିରୋଧରେ ମଡେଲ ପୌଲାଙ୍କ ଯୌନ ନିର୍ଯ୍ୟାତନା ଅଭିଯୋଗ !

ମୁମ୍ବାଇ: ଦୁଇବର୍ଷ ପୂର୍ବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଝଡ ଆଣିଥିଲା ମି ଠୁ ମୁଭମେଣ୍ଟ । ଅନେକ ମହିଳାଙ୍କ ଅଭିଯୋଗ ସାମ୍ନାକୁ ଆସିଥିଲା । ତନୁଶ୍ରୀ ଦତ୍ତା ଓ ନାନା ପାଟେକରଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଅନେକ ବଡବଡିଆଙ୍କୁ ହରଡଘଣାରେ ପକାଇଥିଲା । ଏପରିକି ଫିଲ୍ମ ନିର୍ମାତା ସାଜିଦ ଖାନଙ୍କ…

ସେପ୍ଟେମ୍ବର ୧୩ ତାରିଖରେ ବନ୍ଦ ରହିବ ୟୁନିଟ୍ ୧ ମାର୍କେଟ; ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍ ୧ ହାଟ ସେପ୍ଟେମ୍ବର ୧୩ ତାରିଖ ଦିନ ତଥା ଆସନ୍ତା ରବିବାର ସକାଳ ୧୧ ଟାରୁ ଅପରାହ୍ନ ୫ ଟା ଯାଏଁ ବନ୍ଦ ରହିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି)ର ସୂଚନା ଅନୁଯାୟୀ, ସ୍ଥାନୀୟ ମଦର ପବ୍ଲିକ୍ ସ୍କୁଲରେ ନିଟ୍-ଜେଇଇ ପରୀକ୍ଷା ଅନୁଷ୍ଠିତ…

ଭରତପୁର ନାବାଳକ ହତ୍ୟାକାଣ୍ଡ:ଖଣ୍ଡିଗିରି ଥାନାରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟିମ୍

ଭୁବନେଶ୍ୱର: ଭରତପୁର ନାବାଳକ ଅଶ୍ୱନୀ ପାଢ଼ୀ ହତ୍ୟା ଘଟଣାରେ ଖୋଳତାଡ ଜାରି ରହିଛି । ଆଜି ଖଣ୍ଡିଗିରି ଥାନରେ ପହଞ୍ଚିଛନ୍ତି ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଦୁଇ ଜଣିଆ ଟିମ୍ । ତଦନ୍ତର ଅଗ୍ରଗତି ନେଇ ଥାନା ଅଧିକାରୀ ସହ ଆଲୋଚନା କରିଛନ୍ତି । ଏଯାଏ ନାବାଳକ ହତ୍ୟାକାଣ୍ଡରେ କେତେ…

ପ୍ରେମିକାର ନିଶା ଅଭ୍ୟାସ ପାଇଁ ପ୍ରେମିକ ସାଜିଲା ଚୋର !

ଦିଲ୍ଲୀ: ଅଟୋ ଡ୍ରାଇଭରଠୁ ଲୁଟ୍ ଉଦ୍ୟମରେ ଗିରଫ ହୋଇଛି ଜଣେ ଯୁବକ । ପରିଚୟ ଅମନ ଉପାଧ୍ୟାୟ । ନିଜ ପେଟ ପୋଷିବା ସହ ପ୍ରେମିକାର ନିଶା ଅଭ୍ୟାସକୁ ସକ୍ରିୟ ରଖିବା ପାଇଁ ପ୍ରେମିକ ପାଲଟିଥିଲା ଚୋର । ହେଲେ ପ୍ରେମିକ ଗିରଫ ହେବା ପରେ ସାମ୍ନାକୁ ଆସିଥିଲା ଚାଂଚଲ୍ୟକର ତଥ୍ୟ । ମଙ୍ଗଳବାର ଲାଜପତ…