Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏପରିକି ବଲାଙ୍ଗିର ଓ ସମ୍ବଲପୁର ଡିଭିଜନ ଭିଜିଲାନ୍ସ ଟିମ୍ ମିଳିତ ଉଦ୍ୟମରେ ତାଙ୍କ ଘର ସମେତ ଅଫିସରେ ମଧ୍ୟ ଚଢାଉ କରିଛି । ପ୍ରାପ୍ତ…

ରଥଯାତ୍ରା: ଆବେଦନକାରୀଙ୍କ ଘରକୁ ଅଣ୍ଡାମାଡ଼

ଭୁବନେଶ୍ୱର: ରଥଯାତ୍ରା ଅନୁମତି ନଦେବାକୁ ସୁପ୍ରିମକୋର୍ଟରେ ପିଟିସିନ ଦାଖଲ କରିଥିବା ଓକିଲଙ୍କ ଘରକୁ ଅଣ୍ଡାମାଡ । ଆବେଦନକାରୀ ଓକିଲ ସୁଶାନ୍ତ ପାଢ଼ୀଙ୍କ ଘରକୁ ଅଣ୍ଡାମାଡ ହୋଇଛି । ବମିଖାଲ ସାହି ବିହାର ସ୍ଥିତ ତାଙ୍କ ଘରକୁ କିଛି ଦୁର୍ବୃତ୍ତ ଅଣ୍ଡାମାଡ କରିଛନ୍ତି । ବାହାରେ ପୋଲିସ ଉପସ୍ଥିତ…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ସୋମବାର ଦିନ ୨୦ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୩୯୪ ପହଞ୍ଚିଛି। ଏନେଇ ଟ୍ୱିଟ କରିଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ…

ରଥଯାତ୍ରାକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ

ପୁରୀ: ଗୋଟିଏ ପଟେ ନାଗପୁରରୁ ଭିଡିଓ କନ୍‌ଫରେନ୍ସିଂରେ ପ୍ରଧାନ ବିଚାରପତି ରଥଯାତ୍ରା ସମ୍ପର୍କିତ ମାମଲାର ଶୁଣାଣି କରିବେ । ଏପଟେ ଶ୍ରୀକ୍ଷେତ୍ରରେ ବସିଛି ଗୁରୁତ୍ୱର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ଜିଲ୍ଲାପାଳ ବଲବନ୍ତ ସିଂହଙ୍କ ମଧ୍ୟରେ…

ପୁରୀ ଗଲେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି

ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟରେ ମାମଲା ଥିବା ବେଳେ ପୁରୀ ଗସ୍ତରେ ବାହାରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୋଲିସ ଡିଜି ଅଭୟ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ସଚିବ ପୁରୀରେ ପରିସ୍ଥିତିର ତଦାରଖ କରିବେ । ପୁରୀରେ ବର୍ତ୍ତମାନ ଆଇନ ଶୃଙ୍ଖଳା…

ସୁନ୍ଦରଗଡରେ ୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ସୋମବାର ଦିନ ୧୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ।…

ପୁରୀ ଗଜପତିଙ୍କ ସହ କଥା ହେଲେ ଗୃହମନ୍ତ୍ରୀ ଅମିତ ଶାହା

ପୁରୀ: ରଥଯାତ୍ରା ନେଇ ଆଶା ଆଶଙ୍କା ଭିତରେ ଆଜି ଗୃହମନ୍ତ୍ରୀ ଅମିତ ଶାହା ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସହ ଫୋନରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଶାହା ରଥଯାତ୍ରା ସମ୍ପର୍କରେ କଥା ହୋଇଥିବା ସୂଚନା ମିଳିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି…

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ରଥଯାତ୍ରା ଶୁଣାଣି

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ଥିବା ଦ୍ୱନ୍ଦ୍ୱ ଦୂର ହୋଇପାରେ । ରଥଯାତ୍ରା ହେବ କି ନାହିଁ ତା ଉପରେ ଚାଲିଛି ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେ ଏହି ମାମଲାର ଶୁଣାଣି କରୁଛନ୍ତି । ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା…

ଦିନ ୩ଟା ଯାଏଁ ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୩ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧ଟାରୁ ୩ଟା ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ରଥଯାତ୍ରା ପାଇଁ ସତର୍କତା ପଦକ୍ଷେପ ସହିତ ରାଜ୍ୟ ସରକାର ପୁରୀରେ ଦିନେ କର୍ଫ୍ୟୁ ଜାରି କରିପାରିବେ : ଏସ୍‌ଜି ତୁଷାର…

ନୂଆଦିଲ୍ଲୀ : ପରମ୍ପରା ବଜାୟ ରଖି ସମସ୍ତ ସତର୍କତା ପଦକ୍ଷେପ ଅବଲମ୍ବନ କରି ପୁରୀରେ ରଥଯାତ୍ରା କରାଯାଇପାରିବ ବୋଲି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପରାମର୍ଶ ଦେଇଛନ୍ତି । କରୋନା ସଂକ୍ରମଣ ବ୍ୟାପିବା ନେଇ ଯେଉଁ ଭୟ ରହିଛି ସେଥି ପାଇଁ ରାଜ୍ୟ ସରକାର ଚାହିଁଲେ ଗୋଟିଏ ଦିନ କର୍ଫ୍ୟୁ ଜାରି…