ବ୍ୟାସନଗରରେ ‘ଟ୍ରେନ ଦ ବ୍ରେନ’ କର୍ମଶାଳା’
ଯାଜପୁର: ଆଜିର ଆଧୁନିକ ସମୟରେ ପିଲାମାନଙ୍କ ବ୍ରେନ ବିକଶିତ ନହୋଇ ରହିଯାଉଛି । କଣ ଏହାର କାରଣ ? ଏଥିରେ କେତେ ରହୁଛି ଅବିଭାବକ ମାନଙ୍କର ଭୂମିକା କଣ ? ଏହିସବୁ ପ୍ରଶ୍ନ ସହ ରବିବାର ଯାଜପୁରର ବ୍ୟାସନଗରଠାରେ 'ଟ୍ରେନ ଦ ବ୍ରେନ' କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାଟି…