Latest Odisha News

ନଭେମ୍ବର ୬ରେ ଓଡିଶା ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ

ଭୁବନେଶ୍ବର: ଆସନ୍ତା ନଭେମ୍ବର ୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରସିଦ୍ଧ ସମାଜସେବୀ କିଶାନ ବାବୁରାଓ ହଜାରେ। ଯିଏକି ଆନ୍ନା ହଜାରେ ନାମରେ ସୁପରିଚିତ । ଗଣମାଧ୍ୟମକୁ ସୂଚନା ଦେଇ ଶୁକ୍ରବାର ନବ ନିର୍ମାଣ କୃଷକ ସଙ୍ଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, "ଆନ୍ନା ହଜାରେ ଓଡିଶା…

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ – ମହାତ୍ମା ଓ କବିଗୁରୁଙ୍କ ବିତର୍କ

ଦେଶର ଦାୟ ନା ମଣିଷ ଓ ପୃଥିବୀର ଦାୟ - ମହାତ୍ମା ଓ କବିଗୁରୁଙ୍କ ବିତର୍କ କେଦାର ମିଶ୍ର ସ୍ୱାଧୀନତା ଆନ୍ଦୋଳନ ସମୟରେ କେବଳ ଏକ ରାଜନୈତିକ ସଂଘର୍ଷ ଆମେ କରିନଥିଲୁ । ସ୍ଵାଧୀନତା ଆନ୍ଦୋଳନ ସହିତ ଦେଶର ବିଭିନ୍ନ ପ୍ରାନ୍ତରରେ ଏକ ବୌଦ୍ଧିକ ମନ୍ଥନ ମଧ୍ୟ ସମାନ୍ତରାଳରେ ଚାଲିଥିଲା । ଏହି…

ଧରାପଡିଲା ବିରଳ ପ୍ରଜାତିର ମାଛ, ଦାମ୍ ଜାଣିଲେ ଉଡିଯିବ ହୋସ୍

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ଅନ୍ତର୍ଗତ ତାଳଚୁଆ ଅଞ୍ଚଳର କିଛି ମତ୍ସ୍ୟଜୀବୀ ଗଭୀର ସମୁଦ୍ର ମଧ୍ୟରୁ ଜଣେ ଶୁକ୍ରବାର ଦିନ ଏକ ବିରଳ ପ୍ରଜାତିର ମାଛ ଧରିଛନ୍ତି । ଏହି ମାଛଟିର ଦାମ୍ ପ୍ରାୟ ୨ ଲକ୍ଷ ଟଙ୍କା ହେବାନେଇ ଜଣାପଡିଛି । ଏହି ମାଛଟି ଲମ୍ବାଳିଆ ହୋଇଥିବା…

ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ, ଜମୁଛି ପର୍ଯ୍ୟଟକଙ୍କ ଗହଳି

ଭୁବନେଶ୍ୱର: ଆଜିଠାରୁ ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ । ରାଜ୍ୟରେ ଦକ୍ଷିଣ - ପଶ୍ଚିମ ମୌସମୀ ପ୍ରଭାବରେ ହେଉଥିବା ବର୍ଷା ଯୋଗୁଁ କିଛିଦିନ ପାଇଁ ଏହି ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଫିଲ୍ଡ ନିର୍ଦ୍ଦେଶକ…

ରିଲିଜ ହେଲା ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’…

ଭୁବନେଶ୍ୱର: ବହୁ ଦିନର ଅପେକ୍ଷା ପରେ ଜ୍ୟୋତି ଓ ଅମ୍ଲାନଙ୍କ ଅଭିନିତ ଓଡିଆ ଫିଲ୍ମ ‘ଫ୍ରମ୍ ମି ଟୁ ୟୁ’ ସିନେମା ହଲ୍ରେ ମୁକ୍ତିଲାଭ କରିଛି । ଏହି ଫିଲ୍ମଟିରେ ତ୍ରିକୋଣୀୟ ପ୍ରେମ କାହାଣୀ ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇବ । ଜ୍ୟୋତି ଓ ଅମ୍ଲାନଙ୍କ ସହ ସ୍କ୍ରିନ୍ ଶେୟାର…

ଘୁଞ୍ଚିଲା ଭୁବନେଶ୍ୱର ବିମାନବନ୍ଦର ରନୱେର ମରାମତି ସମୟ, ବନ୍ଦ ହେବନି ରାତ୍ରୀକାଳିନ ସେବା

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ହେବାକୁ ଥିବା ରନୱେର ରି-କାର୍ପେଟିଂ ସମୟକୁ କ୍ରମଶଃ ଘୁଞ୍ଚାଇ ଦିଆଯାଇଥିବା ଯୋଗୁଁ ଏହାର ରାତ୍ରୀକାଳୀନ ସେବା ଜାରି ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ଏୟାରପୋର୍ଟର ନିର୍ଦ୍ଦେଶକ ସୁରେଶ ହୋତା ଗଣମାଧ୍ୟମକୁ ସୂଚନା ଦେଇ…

ହକି ଅଲମ୍ପିକ କ୍ୱାଲିଫାୟର୍: ଜାଣନ୍ତୁ, ଭୁବନେଶ୍ୱରର କେଉଁ ରୁଟରେ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ନଭେମ୍ବର ୧ ଓ ୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ହକି ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି । ଜାରି ଏକ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୧-୧୧-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୦୧ ରିଖ ଶୁକ୍ରବାର ତୁଳା୧୫ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର ଘାତ ବାର…

୩ ସହକାରୀ ସରକାରୀ ଓକିଲଙ୍କୁ ବହିଷ୍କାର କଲେ ଓଡିଶା ସରକାର

ଭୁବନେଶ୍ବର: ଓଡିଶା ସରକାର ଗୁରୁବାର ଦିନ ୩ ଜଣ ସହକାରୀ ସରକାରୀ ଓକିଲଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର ଓ ବଂଶୀଧର ଦାସ। ଏନେଇ ଆଇନ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି।

୫-ଟି ସଂକ୍ରାନ୍ତରେ ଅବଗତ ନୁହନ୍ତି ଅପରାଜିତା: ବିଜେଡି

ଭୁବନେଶ୍ୱର: ଓଡିଶା ସରକାରଙ୍କ ୫-ଟି ସଂକ୍ରାନ୍ତରେ ସାଂସଦ ଅପରାଜିତା ଷଡଙ୍ଗୀ ଅବଗତ ନୁହନ୍ତି । ଯୋଜନା ସଂକ୍ରାନ୍ତରେ ତାଙ୍କର ସାମାନ୍ୟ ଧାରଣା ଥିଲେ ସିଏ ଏହାକୁ ରାଜନୀତିକରଣ କରୁନଥାନ୍ତେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି । ୫-ଟି ସଂକ୍ରାନ୍ତରେ ଅପରାଜିତା ଦେଇଥିବା…