Latest Odisha News

BREAKING NEWS

ଭୁବନେଶ୍ୱରର ସବୁଠୁ ବଡ଼ ବସ୍ତିରେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ସାଲିଆ ସାହିର ନିରନକାରୀ ନଗରରେ ଜଣେ ୧୯ ବର୍ଷ ବୟସ୍କ ବ୍ୟକ୍ତି ଗୁରୁବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନୂଆଦିଲ୍ଲୀକୁ ଟ୍ରାଭେଲ ହିଷ୍ଟ୍ରି ଥିବା ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ଆସିଥିଲେ। ଏହି ନୂତନ ମାମଲା ଚିହ୍ନଟ ପରେ ଭୁବନେଶ୍ୱର ମହାନଗର…

ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ବିଲ୍ ସ୍ୱାକ୍ଷର କଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ

ନ୍ୟୁୟର୍କ : ଚୀନକୁ ଗୁରୁବାର ଆମେରିକା ଶକ୍ତ ଧକ୍କା ଦେଇଛି । ଉଇଘର ମୁସଲିମଙ୍କୁ ନ୍ୟାୟ ପାଇଁ ଚୀନ ବିରୋଧରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଲ୍ ସ୍ୱାକ୍ଷର କରିଛନ୍ତି । ଏହା ଚୀନକୁ ଅଡୁଆରେ ପକାଇବେ ବୋଲି ଆଶା କରାଯାଉଛି । ଚୀନ୍ ତାହାର ସୀମା ଉଇଘର ଥିବା ମୁସଲିମ୍‌ଙ୍କୁ ନିର‌୍ୟ୍ୟାତନା…

୨ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ୱରେ: ପହଂଚିଳା ସହିଦଙ୍କ ପାର୍ଥିବ ଶରୀର । ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଲା ଗଲୱାନା ଘାଟିରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର । ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ଓଡ଼ିଆ ଯବାନ କନ୍ଧମାଳ ରାଇକିଆର ସହିଦ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁର ନନ୍ଦୁରାମ…

ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ବର: ବଙ୍ଗୋପସାଗରରେ ଏବେ ଲଘୁ ଚାପ ସୃଷ୍ଟି ହେବାର ସମ୍ଭାବନା ନଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଏହା ପୂର୍ବରୁ କୁହାଯାଇଥିଲା ଯେ ଜୁନ୍ ୧୯ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଲଘୁ ଚାପର ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଫଳରେ ଉତ୍ତର ଓ ଆଭ୍ୟନ୍ତରୀଣ…

‘ସୁଇସାଇଡ ଅର ମର୍ଡର’ ସୁଶାନ୍ତଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ ବିଜୟ ଶେଖର ଗୁପ୍ତା

ମୁମ୍ବାଇ: ସୁଶାନ୍ତ ଶେଖର ରାଜପୁୂତଙ୍କ ଆତ୍ମହତ୍ୟା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ନକାରାତ୍ମକ ଚେହେରାକୁ ପଦାରେ ପକାଇ ଦେଇଛି । ସୁଶାନ୍ତଙ୍କ ମୃତ୍ୟୁରେ ବିଜୟ ଶେଖର ଗୁପ୍ତା ଭାଙ୍ଗି ପଡିଛନ୍ତି । ସେ ସୁଶାନ୍ତଙ୍କ ଜୀବନ ଉପରେ ଏକ ଫିଲ୍ମ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହାର ନାମ ରଖାଯାଇଛି…

‘ମୁହଁ ନଖୋଲି ରଥଯାତ୍ରା ବନ୍ଦ କଲେ’

ଭୁବନେଶ୍ୱର: ଚଳିତ ବର୍ଷ ପୁରୀ ରଥଯାତ୍ରା ହେବବି । ଆଜି ଏନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖା ଦେଇଛି। ରଥଯାତ୍ରା ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିରୋଧୀ । ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ…

ଭାରତୀୟ ରେଲୱେ ଚାଇନିଜ ଫାର୍ମର ଚୁକ୍ତି ରଦ୍ଦ କଲା

ନୂଆଦିଲ୍ଲୀ : ଲଦ୍ଦାଖ ସୀମା ବିବାଦ ପରେ ଭାରତ ଚୀନ ବିପକ୍ଷରେ କଡା ପଦକ୍ଷେପ ନେବା ଆରମ୍ଭ କରିଛି । ଭାରତୀୟ ରେଳ ମନ୍ତ୍ରାଳୟ ଅଧିନସ୍ଥ ଡେଡିକେଟେଡ ଫ୍ରାଇଟ କରିଡର ଅଫ ଇଣ୍ଡିଆ ( ଡିଏଫସିସିଆଇଏଲ) ପକ୍ଷରୁ ଚୀନ କମ୍ପାନି ନ୍ୟାସନାଲ ରେଲେଓ୍ଵ ରିସର୍ଚ୍ଚ ଏଣ୍ଡ ଡିଜାଇନକୁ ଦିଆଯାଇଥିବା ଚୁକ୍ତି…

ସୁପ୍ରିମକୋର୍ଟଙ୍କ ରାୟକୁ ମାନିବାକୁ ପଡିବ: ଗଜପତି

ପୁରୀ: ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେବ । କିନ୍ତୁ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ମାନିବାକୁ ପଡିବ। ଆଉ କୌଣସି ବିକଳ୍ପ ନାହିଁ । ରଥଯାତ୍ରା ନକରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏଭଳି ପ୍ରିତିକ୍ରିୟା ରଖିଛନ୍ତି ପୁରୀ ଗଜପତି ମହାରାଜା…

ଗଙ୍ଗାରେ ବିସର୍ଜନ ହେଲା ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅସ୍ଥି ଗଙ୍ଗାରେ ବିସର୍ଜନ କଲେ ପରିବାର ଲୋକେ । ତାଙ୍କ ବାପା କେ କେ ସିଂହ, ଭଉଣୀ ଶ୍ୱେତା ସିଂହ କୀର୍ତ୍ତିଙ୍କ ସମେତ ପରିବାରର ଅନ୍ୟମାନଙ୍କ ଉପସ୍ଥିତିରେ ତାଙ୍କୁ ଏକ ଭାବପୂର୍ଣ୍ଣ ବିଦାୟ ଦିଆଯାଇଛି । ଏହା ପରେ ଅନ୍ୟ କାର୍ଯ୍ୟଗୁଡିକ ତାଙ୍କର ପାଟନା…

ସୁସ୍ଥ ହେଲେ ଆଉ ୯୭ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଆଉ ୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୪ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 1 each from Dhenkanal & Sundargarh The…