କାଳୀପୂଜାର ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ପୂଜା ପାଉଛନ୍ତି ମା’ ଭଦ୍ରକାଳୀ !
ଭଦ୍ରକ: ପବିତ୍ର କାଳୀପୂଜା ଉପଲକ୍ଷେ ଭଦ୍ରକର ଅଧିଷ୍ଠାତ୍ରୀ ଦେବି ମା' ଭଦ୍ରକାଳୀ ଆଜି ପଞ୍ଚମ ଦିନରେ ଜଗଧାତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମା’ଙ୍କର ଏହି ବେଶକୁ ଦେଖିବା ପାଇଁ ସକାଳୁ ମନ୍ଦିର ପରିସରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । ଭକ୍ତମାନେ ଧୂପ, ଦୀପ…