ଘର ଭିତରୁ ଉଦ୍ଧାର ହେଲା ବିଧାୟକଙ୍କ ‘ପିଏସଓ’ର ମୃତ ଦେହ; ଆତ୍ମହତ୍ୟା ସନ୍ଦେହ
ବଣାଇ: ଗୁରୁବାର ସକାଳୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍ଓର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ପିଏସଓ ଜଣଙ୍କ ନିଜ ସର୍ଭିସ୍ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ପିଏସଓଙ୍କ ନାମ ଡମ୍ବରୁଧର ସାହୁ ।
ସୁଚାନୁଯାୟୀ,ମୃତ…