Latest Odisha News

BREAKING NEWS

ଭାରତ-ଚୀନ ସୀମାରେ ସଦିଦ ୨୦ ଯବାନଙ୍କ ନାଁ ପ୍ରକାଶ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସହିଦ ହୋଇଥିବା ୨୦ ଜଣ ବୀର ଯବାନଙ୍କ ନାମ ଜାରି କରିଛି ଭାରତୀୟ ସେନା । ସେମାନେ ହେଲେ କର୍ଣ୍ଣେଲ୍ ବି ସନ୍ତୋଷ ବାବୁ – ହାଇଦ୍ରାବାଦ୍, ନାଏବ ସୁବେଦାର ନୁଦୁରାମ ସୋରେନ୍- ମୟୁରଭଞ୍ଚ, ସବ୍ ସୁବେଦାର୍ ମନଦୀପ ସିଂହ- ପଟିଆଲା, ନାଏବ ସୁବେଦାର୍ ଶତନାମ ସିଂହ-…

ପାଣି ନିଷ୍କାସନ ପାଇଁ ଟାୟାର ଜାଳି ରାସ୍ତା ଅବରୋଧ

ଶେରଗଡ: ଜମିରୁ ପାଣି ନିଷ୍କାସନ ପାଇଁ ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ । ପ୍ରାୟ ୫ଶହରୁ ଅଧିକ ଲୋକେ ଏକାଠି ହୋଇଛି ରାସ୍ତା ଅବସରୋଧ କରିଛନ୍ତି । ଗଂଜାମ ଜିଲ୍ଲା ଶେରଗଡ ଚାରିଛକ ନିକଟରେ ଲୋକେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ସୂଚନାମୁତାବକ, ଶେରଗଡ଼ କଳିଙ୍ଗ ବୈଶ୍ୟ ଭବନ ସମ୍ମୁଖରେ…

ଓଷଲାଗି, ଚକାବିଜେ ନୀତି ସହ ଅଣସର ପିଣ୍ଡିରେ ଚାଲିଛି ମହାପ୍ରଭୁଙ୍କ ଜ୍ୱର ଚିକିତ୍ସା

ପୁରୀ: ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅନେକ ପାରମ୍ପକରିକ ନୀତି ପାଳିତ ହୋଇଥାଏ । ସ୍ନାନଯାତ୍ରା ହିଁ ରଥଯାତ୍ରା ମହୋତ୍ସବର ଆଦ୍ୟପର୍ବ କହିଲେ ଅତ୍ୟୁକ୍ତି ହେବନାହିଁ । ଖାଲି ସେତିକି ନୁହେଁ ସାଧାରଣ ମଣିଷ ଯେପରି ରୋଗଗ୍ରସ୍ତ…

ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ଓ ୱାର୍ଡ ସ୍ତରୀୟ କମିଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋଭିଡ୧୯ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏକ ରଣକୌଶଳ ପ୍ରସ୍ତୁତ କରିଛନ୍ତି । ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହି କୋଭିଡ କେୟାର…

କରୋନା ସାମଗ୍ରୀ କିଣା ପ୍ରସଙ୍ଗ: ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହେଲା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ କରୋନା ସାମଗ୍ରୀ କିଣା ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଆଜି ଲୋକାୟୁକ୍ତଙ୍କ ଦ୍ୱାରସ୍ତ ହୋଇଛି କଂଗ୍ରେସ । ଲୋକାୟୁକ୍ତଙ୍କ ନିକଟରେ କଂଗ୍ରେସ ପକ୍ଷରୁ ପିଟିସନ୍ ଦାଖଲ କରାଯାଇଛି । ବିଧାୟକ ସୁରେଶ ରାଉତରାୟ, ତାରା ପ୍ରସାଦ ବାହୀନିପତି, ବରିଷ୍ଠ ନେତା…

ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ

ମୁଜାଫରପୁର: ବଲିଉଡ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ କୋର୍ଟରେ ବଲିଉଡ ସୁପରଷ୍ଟାର ସଲମାନ ଖାନ, ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ସମେତ ୭ ଜଣଙ୍କ ବିରୋଧରେ ଅପରାଧିକ ଅଭିଯୋଗ ଆଣିଛନ୍ତି ଜଣେ ସ୍ଥାନୀୟ ଓକିଲ । ଏସଂକ୍ରାନ୍ତରେ ପରବର୍ତ୍ତୀ ଶୁଣାଣି…

ରଥଯାତ୍ରା ବନ୍ଦ କରିବାକୁ ଷଡଯନ୍ତ୍ର ଚାଲିଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ୫ ଦିନ । ହେଲେ ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ହେବ କି ନାହିିଁ ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନାହାଁନ୍ତି । ଏହାରି ଭିତରେ ସରକାରଙ୍କୁ ଘେରିଛନ୍ତି ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି, ସାଧାରଣରେ ସନ୍ଦେହ…

ବନ୍ଦ ହେବ ରସୁଲଗଡ-ବାଣୀବିହାର ରାସ୍ତା

ଭୁବନେଶ୍ୱର: ଖୁବଶୀଘ୍ର ବନ୍ଦ ହେବ ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓ ରସୁଲଗଡକୁ ସଂଯୋଗ କରୁଥିବା ରାସ୍ତା । ସହିଦ ନଗର ରେଳ ଓଭରବ୍ରିଜ୍‌ର ସମ୍ପ୍ରସାରଣ ହେବ । ତେଣୁ ଜାତୀୟ ରାଜପଥ ୧୬ର ଏହି ରାସ୍ତା ବଦଳରେ ବିକଳ୍ପ ରାସ୍ତା ଦେଇ ଯାତାୟତ ପାଇଁ କମିଶନରେଟ୍ ପୋଲିସ ଚିଠି ଲେଖିଛି । ରେଳ…

ଶୁକ୍ରବାର ଚୀନ ମାମଲାରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପୂର୍ବ ଲଦାଖରେ ଭାରତ-ଚୀନ ସେନା ମୁହାଁମୁହିଁ ହେବାରୁ ଗତକାଲି ୨୦ ଜଣ ଯବାନ ସହିଦ ହୋଇଥିବା ଘଟଣା ନେଇ ଆଲୋଚନା ହେବ । ଶୁକ୍ରବାର ଅପରାହ୍ନ ୫ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସବୁ ଦଳର…

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି । ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…